ଭାରତର ୧୦୦୦ ଟଙ୍କା, ନେପାଳରେ କେତେ? ମୂଲ୍ୟ ଜାଣି ହୋଇଯିବେ ତାଜୁବ
ନୂଆଦିଲ୍ଲୀ: ନେପାଳରେ ଭାରତୀୟ ଟଙ୍କାର ମୂଲ୍ୟ କେତେ? ଜାଣିଲେ ସହଜରେ ବିଶ୍ୱାସ କରିବେନି। ମୂଲ୍ୟ ଜାଣି ଆପଣ ବି ହୋଇଯିବେ ତାଜୁବ। କାରଣ ଭାରତର ହଜାର ଟଙ୍କାରେ ନେପାଳରେ ଆପଣ ଅନେକ କିଛି କିଣିପାରିବେ। ନେପାଳ ଭାରତର ଏକ ପଡ଼ୋଶୀ ଦେଶ ଏବଂ ଉଭୟଙ୍କ ମଧ୍ୟରେ ଯାତାୟତ ପାଇଁ ଏକ ଖୋଲା ସୀମା…