Latest Odisha News

BREAKING NEWS

Yearly Archives

2025

VP CP Radhakrishnan: ଦେଶର ନୂଆ ଉପରାଷ୍ଟ୍ରପତି ରାଧାକ୍ରିଷ୍ଣନଙ୍କ ସୁରକ୍ଷା ବୃଦ୍ଧି, Z+ କଭର ସହିତ ସୁରକ୍ଷା ଦେବେ…

ନୂଆଦିଲ୍ଲୀ: ବଢିଲା ଉପରାଷ୍ଟ୍ରପତିଙ୍କ ସୁରକ୍ଷା । ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ (CRPF) 'Z+' ବର୍ଗର କଭର ଅଧୀନରେ ଭାରତର ଉପରାଷ୍ଟ୍ରପତିଙ୍କ ସୁରକ୍ଷା ଦାୟିତ୍ୱ ନେବାକୁ ପ୍ରସ୍ତୁତ ହୋଇଛି । ଦେଶର ଦ୍ୱିତୀୟ ସର୍ବୋଚ୍ଚ ସାମ୍ବିଧାନିକ ପଦାଧିକାରୀଙ୍କ ନିକଟତମ ସୁରକ୍ଷା ପାଇଁ ଏଲିଟ୍…

Puri Jagannath Temple: ଅଭାବନୀୟ ଘଟଣା: ଚପଲ ପିନ୍ଧି ଶ୍ରୀମନ୍ଦିର ଭିତରକୁ ପ୍ରବେଶ ଉଦ୍ୟମ, ଯୁବକ ଅଟକ

ପୁରୀ: ପୁଣି ଶ୍ରୀମନ୍ଦିରରେ ଅଭାବନୀୟ ଘଟଣା। ମନ୍ଦିର ଭିତରକୁ ଚପଲ ପିନ୍ଧି ପ୍ରବେଶ ପାଇଁ ଯୁବକଙ୍କ ଉଦ୍ୟମ। ସିଂହଦ୍ଵାର ବନ୍ଦ ଥିବା ସମୟରେ ଯୁବକ ଜଣକ ଏଭଳି ଉଦ୍ୟମ କରିଥିଲେ। ଶ୍ରୀ ଜଗନ୍ନାଥ ମନ୍ଦିରରେ ଚପଲ ପିନ୍ଧି ପ୍ରବେଶ କରିବାକୁ ଚେଷ୍ଟା କରୁଥିବା ବେଳେ ଜଣେ ବ୍ୟକ୍ତିଙ୍କୁ ପୋଲିସ ଅଟକ…

Sweden’s health minister collapses: ମନ୍ତ୍ରୀ ପଦ ପାଉ ପାଉ ଟଳିପଡିଲେ ସ୍ବାସ୍ଥ୍ୟମନ୍ତ୍ରୀ, ମଞ୍ଚ ଉପରେ…

ନୂଆଦିଲ୍ଲୀ: ସ୍ବାସ୍ଥ୍ୟମନ୍ତ୍ରୀ ଭାବେ ନିଯୁକ୍ତି ପାଇବାର କିଛି ସମୟ ପରେ ମଞ୍ଚରେ ଅଚେତ ହୋଇଗଲେ ସ୍ବାସ୍ଥ୍ୟମନ୍ତ୍ରୀ । ସ୍ୱିଡେନର ନବନିଯୁକ୍ତ ସ୍ୱାସ୍ଥ୍ୟମନ୍ତ୍ରୀ ଏଲିସାବେଟ୍ ଲାନ୍ ମଙ୍ଗଳବାର ଏକ ଲାଇଭ୍ ପ୍ରେସ୍ କନଫରେନ୍ସ ସମୟରେ ଅଚେତ ହୋଇ ତଳେ ପଡ଼ିଗଲେ। ତେବେ ସ୍ବାସ୍ଥ୍ୟମନ୍ତ୍ରୀ…

India-US trade talks: ପୁଣି ଭାରତ ଆଗରେ ନଇଁଲେ ଟ୍ରମ୍ପ, ଟାରିଫ ବିବାଦର ସମାଧାନ ପାଇଁ ଭରପୂର ଉଦ୍ୟମ

ନୂଆଦିଲ୍ଲୀ: ପୁଣି ଭାରତ ଆଗରେ ନଇଁଲେ ଟ୍ରମ୍ପ। ପୁଣି ଭାରତ ଏବଂ ଆମେରିକା ହେବେ ଘନିଷ୍ଠ ବନ୍ଧୁ। କାରଣ ଟାରିଫ ବିବାଦର ସମାଧାନ ପାଇଁ ଚାଲିଛି ଭରପୂର ଉଦ୍ୟମ। ଟ୍ରମ୍ପ କହିଛନ୍ତି, ବାଣିଜ୍ୟ ପ୍ରତିବନ୍ଧକ ଦୂର ପାଇଁ ଜାରି ରହିଛି ଆଲୋଚନା। ବନ୍ଧୁ ମୋଦିଙ୍କ ସହ କଥା ହେବା ପାଇଁ କରିଛି ଅପେକ୍ଷା।…

EV Policy 2025: ୨୦୩୬ ସୁଦ୍ଧା ୭୦ ପ୍ରତିଶତ ଇଲେକ୍ଟ୍ରିକ୍ ଗାଡ଼ି ଲକ୍ଷ୍ୟ: ମିଳିବ ପ୍ରୋତ୍ସାହନ ରାଶି

ଭୁବନେଶ୍ୱର: ଓଡ଼ିଶା ଭେଇକିଲ୍ ପଲିସି-୨୦୨୫ ପାଇଁ ଆସିଲା ଚିଠା ପ୍ରସ୍ତାବ। ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଆସିଲା ଚିଠା ପ୍ରସ୍ତାବ। ଏହି ପ୍ରସ୍ତାବ ଅନୁସାରେ ରାଜ୍ୟରେ ୨୦୩୬ ସୁଦ୍ଧା ୭୦% ଓ ୨୦୪୭ ସୁଦ୍ଧା ୮୦% ଇଭି ଭେଇକିଲ ଗଡ଼ିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ୨୦୩୦ ମସିହା ସୁଦ୍ଧା…

Weather update: ୧୩ ଯାଏଁ ପ୍ରବଳ ବର୍ଷା ସମ୍ଭାବନା; ଆଜି ରାଜ୍ୟର ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ବର: ଆସନ୍ତା ୧୩ ଯାଏଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଓ ବଜ୍ରପାତ ସହିତ ଝଡବର୍ଷାର ସମ୍ଭାବନା ରହିଛି । ତେବେ ଆଜି ରାଜ୍ୟର ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ପ୍ରବଳ ବର୍ଷା ପାଇଁ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡା, ଗଜପତି,…

Nepal Gen Z Protest: ନେପାଳ ହିଂସାକୁ ନେଇ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆସିଲା ପ୍ରଥମ ପ୍ରତିକ୍ରିୟା…ଶାନ୍ତି…

ନୂଆଦିଲ୍ଲୀ: ଭାରତର ପଡୋଶୀ ଦେଶ ନେପାଳରେ ସୋସିଆଲ ମିଡିଆ ବ୍ୟାନ ଏବଂ ଦୁର୍ନୀତି ବିରୋଧରେ ପ୍ରତିବାଦ କ୍ରମାଗତ ଭାବରେ ହିଂସାତ୍ମକ ହେବାରେ ଲାଗିଛି। ଏପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ସୂଚନା ଦେଇଛନ୍ତି ଯେ, କ୍ୟାବିନେଟ ସୁରକ୍ଷା କମିଟି (Cabinet Committee on Security…

ଏବେ ହେଲିକପ୍ଟରରେ କେଦାରନାଥ ଯିବା ପାଇଁ ଦେବାକୁ ପଡିବ ୨ ଗୁଣା ଅଧିକ ଟଙ୍କା…

ଡେରାଡୁନ: ଏଥର ହେଲିକପ୍ଟରରେ କେଦାରନାଥ ଧାମକୁ ଯାତ୍ରା କରିବା ଶ୍ରଦ୍ଧାଳୁମାନଙ୍କୁ ମହଙ୍ଗା ପଡିବ । ଉତ୍ତରାଖଣ୍ଡ ବେସାମରିକ ବିମାନ ଚଳାଚଳ ବିକାଶ ପ୍ରାଧିକରଣ (UCADA) ହେଲିକପ୍ଟର ଭଡ଼ା ୪୯ ପ୍ରତିଶତ ବୃଦ୍ଧି କରିଛି । ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (DGCA) ଚୂଡ଼ାନ୍ତ ଅନୁମତି…

ଉପରାଷ୍ଟ୍ରପତି ନିର୍ବାଚନ: ନବୀନ ଖେଳିଲେ ସେଫ୍ ଗେମ୍, କିନ୍ତୁ ବିଜେଡିକୁ ନୂଆ ରୂପ ଦେଇ ପାରିବେ କି?

୨୦୨୪ ନିର୍ବାଚନ ପରାଜୟରୁ ବିଜୁ ଜନତା ଦଳ (ବିଜେଡି) ଏବେ ବି ଅନେକ ସମସ୍ୟାକୁ ସାମ୍ନା କରୁଛି। ମଙ୍ଗଳବାର ଉପରାଷ୍ଟ୍ରପତି ନିର୍ବାଚନରେ ଭୋଟ ନଦେଇ ଦଳ ସେଫ୍ ପଲିଟିକ୍ସ ଖେଳିଛି ବୋଲି କୁହାଯାଉଛି। କିନ୍ତୁ ଏହା କ’ଣ ନବୀନ ପଟ୍ଟନାୟକଙ୍କୁ ଦଳର ନୂଆ ରୂପ ଗଢ଼ିବାରେ ସାହାଯ୍ୟ କରିବ?

ସମ୍ପତି ପାଇଁ କୋର୍ଟରେ କରିସ୍ମା କପୁରଙ୍କ ଦୁଇ ପିଲା, ଜାଣନ୍ତୁ କଣ ରହିଛି ପୁରା ଘଟଣା…

ମୁମ୍ବାଇ: କରିସ୍ମା କପୁରଙ୍କ ଦୁଇ ସନ୍ତାନ ସମାଇରା ଏବଂ କିୟାନ୍ ସେମାନଙ୍କ ସ୍ୱର୍ଗତ ପିତା ସଞ୍ଜୟ କପୁରଙ୍କ ସମ୍ପତ୍ତିରେ ଅଂଶ ପାଇବା ପାଇଁ ବର୍ତ୍ତମାନ୍ ଦିଲ୍ଲୀ ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। ଉଭୟ ଏକ ମାମଲା ଦାୟର କରିଥିଲେ। ଯେଉଁଥିରେ ସେମାନେ ଦାବି କରିଛନ୍ତି ଯେ ସେମାନଙ୍କ ସାବତ…