Latest Odisha News

BREAKING NEWS

Yearly Archives

2025

Retail Price Of Medicines: ରୋଗୀଙ୍କୁ ସରକାରଙ୍କ ବଡ଼ ଆଶ୍ୱସ୍ତି, ସ୍ଥିର କଲେ ୪୨ଟି ଔଷଧର ଖୁଚୁରା ମୂଲ୍ୟ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ସାଧାରଣ ଲୋକଙ୍କୁ ଏକ ବଡ଼ ଆଶ୍ୱସ୍ତି ଦେଇଛନ୍ତି। ସରକାର ୪୨ଟି ସାଧାରଣ ଔଷଧର ଖୁଚୁରା ମୂଲ୍ୟ ସ୍ଥିର କରିଛନ୍ତି। ଏଥିରେ ବ୍ରଡ୍-ସ୍ପେକ୍ଟ୍ରମ୍ ଆଣ୍ଟିବାୟୋଟିକ୍ ଏବଂ ଇପ୍କା ଲାବୋରେଟୋରୀ ଅନ୍ତର୍ଭୁକ୍ତ। ଏହି ଔଷଧଗୁଡ଼ିକ ସାଧାରଣତଃ ଅଙ୍ଗ ପ୍ରତିରୋପଣ ପରେ ଅଙ୍ଗ…

Missing Boy Found: କ୍ୟାପିଟାଲ୍‌ ଥାନା ଅଞ୍ଚଳରୁ ୧୬ ବର୍ଷର ନିଖୋଜ ବାଳକ ଉଦ୍ଧାର

ଭୁବନେଶ୍ଵର: କ୍ୟାପିଟାଲ୍‌ ଥାନା ଅଞ୍ଚଳରୁ ୧୬ ବର୍ଷର ନିଖୋଜ ବାଳକ ଉଦ୍ଧାର। ନିଖୋଜ ହେବାର ୪ ଦିନ ପରେ ୟୁନିଟ୍-୬ ଅଞ୍ଚଳ ହସ୍ପିଟାଲ୍‌ ପାଖ ଏକ ଆଶ୍ରୟସ୍ଥଳରୁ ଉଦ୍ଧାର କଲା ପୋଲିସ। କରାଟେ ସ୍କୁଲ୍‌କୁ ଆସି ୪ ଦିନ ହେଲା ନିଖୋଜ ହୋଇଥିଲେ ଏହି ବାଳକ। ପରିବାର ଓ ପୋଲିସ ବିଭିନ୍ନ ସ୍ଥାନରେ…

Modi Visit Punjab: ପଞ୍ଜାବର ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବେ ପ୍ରଧାନମନ୍ତ୍ରୀ, ଘୋଷଣା କରିପାରନ୍ତି…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେପ୍ଟେମ୍ବର ୯ ତାରିଖରେ ପଞ୍ଜାବ ଗସ୍ତ କରିବେ। ପଞ୍ଜାବରେ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବେ ମୋଦି। ପଞ୍ଜାବର ସତଲେଜ, ବ୍ୟାସ ଓ ରାଭି ନଦୀରେ ଜଳସ୍ତର ବୃଦ୍ଧି ଯୋଗୁଁ ୪୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧ ଲକ୍ଷ ୭୫ ହଜାର ହେକ୍ଟର ଫସଲ…

ପୁଅର ମାଡ଼ରେ ମା’ ମୃତ; ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ସୁନ୍ଦରଗଡ଼: ହେମଗିରି ଥାନା ବନ୍ଧପାଲି ଗ୍ରାମରେ ଅଭାବନୀୟ ଘଟଣା । ମାତ୍ର କିଛି ଟଙ୍କା ପାଇଁ ପୁଅ ସାଜିଲା ହତ୍ୟାକାରୀ । ପୁଅ ବଳିନ୍ଦ୍ର ଧରୁଆ ମା’ଙ୍କୁ ଟଙ୍କା ମାଗିଥିଲା । ମା’ ଟଙ୍କା ନଦେବାରୁ ପୁଅ ଚାପୁଡ଼ା ମାରିଥିଲା ମା’ କୁ । ଗୁରୁତର ଅବସ୍ଥାରେ ମା' କୁ ହେମଗିରି ଗୋଷ୍ଠୀ…

Kejriwal Dares Modi: ‘ଟ୍ରମ୍ପ୍ ଜଣେ ଭୀରୁ, କାପୁରୁଷ’, ଶୁଳ୍କ ନେଇ ବର୍ଷିଲେ କେଜ୍ରିଓ୍ବାଲ, ମୋଦିଙ୍କୁ ବି…

ନୂଆଦିଲ୍ଲୀ: ଆମ ଆଦମୀ ପାର୍ଟି (AAP) ମୁଖ୍ୟ ଅରବିନ୍ଦ କେଜ୍ରିୱାଲ୍ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ କଠୋର ଆକ୍ରମଣ କରିଛନ୍ତି । ଏଥିସହିତ ମୋଦି ସରକାରଙ୍କ ସମ୍ମୁଖରେ ୪ଟି ଦାବି ମଧ୍ୟ ରଖିଛନ୍ତି। କେଜ୍ରିୱାଲ ଏକ ସାମ୍ବାଦିକ ସମ୍ମିଳନୀରେ ଚାଷୀଙ୍କ କପା ପ୍ରସଙ୍ଗ ଉଠାଇ…

AI-Cameras In BBSR: ସୁରକ୍ଷିତ ରହିବ ରାଜଧାନୀ ରାସ୍ତା, କ୍ରାଇମ୍ ରୋକିବ ଆଉ ୧୫୦୦ ଏଆଇ-ଚାଳିତ କ୍ୟାମେରା

ଭୁବନେଶ୍ୱର: ରାଜଧାନୀରେ ଏବେ କ୍ରାଇମ ଜଗିବ ଏଆଇ ଚାଳିତ କ୍ୟାମେରା । ଭୁବନେଶ୍ବର ସହରର ପ୍ରମୁଖ ସ୍ଥାନରେ ୧୫୦୦ ନୂତନ ଏଆଇ-ଚାଳିତ ସିସି ଟିଭି କ୍ୟାମେରା ସ୍ଥାପନ କରାଯିବ । ଅପରାଧ ହ୍ରାସ ଏବଂ ଟ୍ରାଫିକ୍ ପରିଚାଳନାରେ ଉନ୍ନତି ଆଣିବା ପାଇଁ ସ୍ମାର୍ଟ ସିଟି କର୍ତ୍ତୃପକ୍ଷ କିଛି ଏପରି ପଦକ୍ଷେପ…

ଆଉ ନିସ୍ତାର ନାହିଁ; ବିଜୟ ମାଲ୍ୟା, ନୀରବ ମୋଦି ସହ ଭାରତ ଆସିବେ ଏହି ପଳାତକ; ମିଳିଲା ଗ୍ରୀନ ସିଗନାଲ…

ନୂଆଦିଲ୍ଲୀ: ୟୁକେ କ୍ରାଉନ୍ ପ୍ରସିକ୍ୟୁସନ୍ ସର୍ଭିସ୍ (ସିପିଏସ୍)ର ଏକ ପ୍ରତିନିଧି ଦଳ ନିକଟରେ ଦିଲ୍ଲୀର ତିହାର ଜେଲ୍ ପରିଦର୍ଶନ କରି ଜେଲ୍ ପରିସ୍ଥିତିର ମୂଲ୍ୟାଙ୍କନ କରିଛନ୍ତି । ବିଜୟ ମାଲ୍ୟା ଏବଂ ନୀରବ ମୋଦିଙ୍କ ଭଳି ଉଚ୍ଚ-ପ୍ରୋଫାଇଲ୍ ଅର୍ଥନୈତିକ ଅପରାଧୀଙ୍କ ପ୍ରତ୍ୟର୍ପଣ ପାଇଁ ଭାରତର…

Dark web: ଡାର୍କ ୱେବ୍ କ’ଣ? ଆପଣଙ୍କ ଇମେଲ୍ ହ୍ୟାକ୍ ହୋଇନି ତ? ଏହି ଉପାୟରେ ଜାଣନ୍ତୁ…

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ସ୍ମାର୍ଟଫୋନ୍ ଏବଂ ଇଣ୍ଟରନେଟ୍ ଆମ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ପାଲଟିଛି । ଆପଣ କିଛି ଖୋଜନ୍ତୁ କିମ୍ବା ଅନଲାଇନରେ ଅର୍ଡର କରିବାକୁ ଚାହାଁନ୍ତି, ତେବେ ଇଣ୍ଟରନେଟ୍ ବିନା ଏସବୁ ସମ୍ଭବ ନୁହେଁ । ଇଣ୍ଟରନେଟରେ ଏକ ଦୁନିଆ ଅଛି, ଯାହା ବିଷୟରେ ଆପଣ ନିଶ୍ଚୟ…

ପୁଣି ଆଉ ଏକ ବଡ଼ ନରସଂହାର: ୬୦ରୁ ଅଧିକ ଲୋକଙ୍କୁ ହତ୍ୟା କଲେ ଆତଙ୍କବାଦୀ

ନୂଆଦିଲ୍ଲୀ: ନାଇଜେରିଆର ଉତ୍ତର-ପୂର୍ବ ବୋର୍ଣ୍ଣୋ ରାଜ୍ୟରେ ଆତଙ୍କୀ ଗୋଷ୍ଠୀ ବୋକୋ ହରାମ ବିଳମ୍ବିତ ରାତିରେ ଏକ ଗାଁକୁ ସମ୍ପୂର୍ଣ୍ଣ ମାଟିରେ ମିଶାଇ ଦେଇଛି। ଆତଙ୍କବାଦୀମାନେ ଆକ୍ରମଣ କରି ୬୦ ଜଣଙ୍କୁ ହତ୍ୟା କରିଛନ୍ତି। ଏହି ଗାଁରେ ଆଭ୍ୟନ୍ତରୀଣ ବିସ୍ଥାପିତଙ୍କ ପାଇଁ ଏକ ବନ୍ଦ ଶିବିରରୁ…

Lunar Eclipse 2025: ଡ୍ରାଗନ୍, ଗଧିଆ…ନା ରାହୁ….କିଏ ଗିଳିଦିଏ ଚନ୍ଦ୍ରକୁ?

ଭୁବନେଶ୍ବର: ଆଜି ଭାରତରେ ସବୁଠି ଦୃଶ୍ୟମାନ ହେବ ପୂର୍ଣ୍ଣଗ୍ରାସ ଚନ୍ଦ୍ରଗ୍ରହଣ । ରାତି ୯ଟା ୫୭ ମିନିଟରେ ଗ୍ରହଣସ୍ପର୍ଶ କରିବ। ରାତି ୧୧ଟା ୧ମିନିଟରେ ପୂର୍ଣ୍ଣଗ୍ରାସ ଗ୍ରହଣ ଆରମ୍ଭ ହୋଇ ୧୧ଟା ୪୨ରେ ମଧ୍ୟ ଓ ରାତି ୧୨ଟା ୨୩ରେ ପୂର୍ଣ୍ଣଗ୍ରାସ ଗ୍ରହଣ ଶେଷ ହେବ। ରାତି ୧ଟା ୨୭ ମିନିଟରେ ଗ୍ରହଣ…