Latest Odisha News

BREAKING NEWS

Yearly Archives

2025

ସୁରକ୍ଷାକର୍ମୀଙ୍କୁ ବଡ ସଫଳତା, ୧୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିବା ମାଓବାଦୀ ଅମିତ ହାଂସଦା ନିହତ

ରାଞ୍ଚି: ଝାଡ଼ଖଣ୍ଡର ପଶ୍ଚିମ ସିଂହଭୂମି ଜିଲ୍ଲାର ସରଣ୍ଡା ଜଙ୍ଗଲରେ ସୁରକ୍ଷା ବାହିନୀ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି । ଏଥିରେ ଜଣେ ହାର୍ଡକୋର୍ ମାଓବାଦୀ ନିହତ ହୋଇଥବା ସୂଚନା ରହିଛି । ମୃତ ମାଓବାଦୀ ଜଣକ ହେଲା ସିପିଆଇ ମାଓବାଦୀର ପୁରସ୍କାରପ୍ରାପ୍ତ ନକ୍ସଲ ଅମିତ ହାଂସଦା…

Trump To Meet Xi: ଭାରତର ନିକଟତା ଦେଖି ଆମେରିକା ମନରେ ଛନକା, ଜିନପିଙ୍ଗଙ୍କୁ ଭେଟିବାକୁ ଚାଲିଛି କସରତ….

ନୂଆଦିଲ୍ଲୀ: ଚୀନ୍‌ରେ SCO ଶିଖର ସମ୍ମିଳନୀରେ ଭାରତ-ରୁଷ ଏବଂ ଚୀନ୍‌ର ଶୀର୍ଷ ନେତାଙ୍କ ବୈଠକ ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମନ ପରିବର୍ତ୍ତନ ହେବା ଦେଖାଯାଉଛି। ଦିନେ ଧମକ ଦେଉଥିବା ସ୍ୱର ଏବେ ଚିନ୍ତା କରିବାର କିଛି ନାହିଁ ବୋଲି କହୁଛି। ଏହି ସମୟରେ, କୁହାଯାଉଛି ଯେ…

ରେଲୱେ କର୍ମଚାରୀଙ୍କ ଘର ଉପରକୁ ଗୁଳିମାଡ଼, ୪ ରାଉଣ୍ଡ ଗୁଳିମାରିଲେ ଦୁର୍ବୃତ୍ତ

ଝାରସୁଗୁଡ଼ା: ଝାରସୁଗୁଡାରେ ଫୁଟିଲା ଗୁଳି । ସହରର ରେଲୱେ କଲୋନୀରେ ରହୁଥିବା ରେଲୱେ କର୍ମଚାରୀ ଦଶରଥ ସୁନା ନାମକ ଜଣେ ବ୍ୟକ୍ତିଙ୍କ ଘର ଉପରେକୁ ଗୁଳିମାଡ଼ ହୋଇଛି । ବିଳମ୍ବିତ ରାତିରେ ୪ ରାଉଣ୍ଡ ଗୁଳିମାଡ଼ କରିଛି ଦୁର୍ବୃତ୍ତ । ଘର କବାଟକୁ ଗୁଳି ମାଡ଼ କରିଛନ୍ତି କିଛି ଦୁର୍ବୃତ୍ତ ।…

Weather Update: ରାଜ୍ୟରେ ଆହୁରି ଛେଚିବ ବର୍ଷା, ଆଜି ୫ ଜିଲ୍ଲାକୁ ଆଲର୍ଟ ଜାରି

ଭୁବନେଶ୍ୱର: ରାଜ୍ୟରେ ବର୍ତ୍ତମାନ ଅନେକ ସ୍ଥାନରେ ବର୍ଷା ଲାଗି ରହିଥିବାବେଳେ, ଆହୁରି ୩ଦିନ ବର୍ଷିବ ବୋଲି ସୂଚନା ଦେଇଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ତେବେ ଆଜି ମଧ୍ୟ ରାଜ୍ୟର ପ୍ରାୟ ସମସ୍ତ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି । ବର୍ଷା ସାଙ୍ଗକୁ ବିଜୁଳି ଘଡ଼ଘଡ଼ି ନେଇ ୫…

Chandra Grahan 2025:ଚନ୍ଦ୍ରଗ୍ରହଣରେ ଆପଣଙ୍କ ରାଶି ଅନୁସାରେ ଏହି ଜିନିଷ କରନ୍ତୁ ଦାନ; ଦୂର ହେବ ଦାରିଦ୍ର୍ୟ

ଭୁବନେଶ୍ବର: ୨୦୨୫ ବର୍ଷର ଶେଷ ଚନ୍ଦ୍ରଗ୍ରହଣ ୭ ସେପ୍ଟେମ୍ବରରେ ହେବାକୁ ଯାଉଛି। ଏହି ଗ୍ରହଣ ଭାରତରେ ସମ୍ପୂର୍ଣ୍ଣ ଦୃଶ୍ୟମାନ ହେବ। ଶାସ୍ତ୍ର ଅନୁସାରେ, ଗ୍ରହଣ ସମୟ ପରେ ଦାନ କରିବା ବହୁତ ଫଳପ୍ରଦ ଏବଂ ଏହା ଅଶୁଭ ପ୍ରଭାବକୁ ସମାପ୍ତ କରେ। ଚନ୍ଦ୍ରଗ୍ରହଣ ସର୍ବମୋକ୍ଷ ହେବା ପରେ ,ତା' ପରଦିନ…

Ropeway breakdown:ରୋପୱେ ତାର ଛିଣ୍ଡି ଚାଲିଗଲା ୬ ଜୀବନ

ଗୁଜୁରାଟ: ଗୁଜରାଟର ପଞ୍ଚମହାଲ ଜିଲ୍ଲାରେ ଅବସ୍ଥିତ ପ୍ରସିଦ୍ଧ ଶକ୍ତିପୀଠ ପାବାଗଡ଼(Pavagadh Hill temple )ରେ ଶନିବାର ଅପରାହ୍ନରେ ଏକ ବଡ଼ ଦୁର୍ଘଟଣା ଘଟିଛି। ପଞ୍ଚମହାଲ ଜିଲ୍ଲାରେ ପାବାଗଡ଼ରେ ମାଲବାହୀ ରୋପୱେ ତାର ଛିଣ୍ଡି ୬ ଜଣଙ୍କର ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ଅନେକ ଲୋକ ଆହତ…

Chatar jatra 2025: ଆସନ୍ତା ୩୦ରେ ମା’ ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା

କଳାହାଣ୍ଡି: କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତରଯାତ୍ରା (manikeswari chatar jatra)ସେପ୍ଟେମ୍ବର ୩୦ରେ ଅନୁଷ୍ଠିତ ହେବ। ଏହି ଉତ୍ସବ ପାଳନ ପାଇଁ ଶନିବାର ଭବାନୀପାଟଣାସ୍ଥିତ ଜିଲ୍ଲାପାଳଙ୍କ ସଦ୍‌ଭାବନା ସଭାଗୃହରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ…

Special OTET Exam: ଆସନ୍ତା ୨୭ରେ ସ୍ପେଶାଲ୍ ଓଟିଇଟି ପରୀକ୍ଷା; ବଦଳି ନାହିଁ ପରୀକ୍ଷା କେନ୍ଦ୍ର

କଟକ: ଦୁଇ ଦୁଇ ଥର ପରୀକ୍ଷା ସ୍ଥଗିତ ହେବା ପରେ ଏବେ ସେପ୍ଟେମ୍ବର ୨୭ରେ ହେବ ସ୍ପେଶାଲ୍‌ OTET ପରୀକ୍ଷା । ଦୁଇଟି ସିଟିଂରେ ହେବ ସ୍ପେଶାଲ୍‌ OTET ପରୀକ୍ଷା । ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି । ଆସନ୍ତା ୧୭ରୁ www.bseodisha.ac.in ୱେବ୍‌ସାଇଟରେ ଉପଲବ୍ଧ ହେବ…

Road safety act: ୩ଦିନରେ ୪୦୧ଟି ଗାଡ଼ିର ଫିଟନେସ ପ୍ରମାଣପତ୍ର ରଦ୍ଦ

ଭୁବନେଶ୍ୱର:ସଡ଼କ ସୁରକ୍ଷା ନିୟମ ଉଲ୍ଲଂଘନ ବିରୋଧରେ ବାଣିଜ୍ୟ ଓ ପରିବହନ ବିଭାଗ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ନିର୍ଦ୍ଦେଶରେ ସ୍ୱତନ୍ତ୍ର ଏନଫୋର୍ସମେଣ୍ଟ ଜାରି ରହିଛି। ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନ ଓ ପରିବହନ ଆୟୁକ୍ତ ଅମିତାଭ ଠାକୁରଙ୍କ ନେତୃତ୍ୱରେ ତିନି…

Hockey Asia Cup 2025: ଏକତରଫା ମ୍ୟାଚ ଜିତି ଫାଇନାଲରେ ଏଣ୍ଟ୍ରି ମାରିଲା ଭାରତ; ଆସନ୍ତାକାଲି କୋରିଆକୁ ଭେଟିବ

ନୂଆଦିଲ୍ଲୀ:ଏସିଆ କପ୍ ୨୦୨୫(Hero Men’s Asia Cup Rajgir Bihar 2025)ର ସୁପର-୪ ର ଶେଷ ମ୍ୟାଚ୍ ରେ ଭାରତ ୭-୦ରେ ଚୀନକୁ ପରାସ୍ତ କରିଛି। ଏହି ଦମଦାର୍ ବିଜୟ ସହିତ ଟିମ୍ ଇଣ୍ଡିଆ ଟୁର୍ଣ୍ଣାମେଣ୍ଟର ଫାଇନାଲରେ ପ୍ରବେଶ କରିଛି। ଟିମ୍ ଇଣ୍ଡିଆ ସମଗ୍ର ଟୁର୍ଣ୍ଣାମେଣ୍ଟରେ କୌଣସି ମ୍ୟାଚ୍ ନ…