Latest Odisha News

BREAKING NEWS

Yearly Archives

2025

Road Accident: ଅଟୋ ଉପରେ ମାଡ଼ିଗଲା କାର୍‌; ୩ ମୃତ, ୨ ଗୁରୁତର

ଅନୁଗୁଳ: ଅଟୋ ଉପରେ ଶନିବାର ଏକ କାର୍‌ ମାଡ଼ିଯିବାରୁ ୩ ଜଣଙ୍କ ଜୀବନ ଚାଲିଯାଇଛି। ଅନ୍ୟ ୨ ଆହତଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସଦର ଥାନା ଅନୁଗୁଳ ସଦର ଥାନା ଅନ୍ତର୍ଗତ ଖଣ୍ଡହତା ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଥିଲା । କାର ଚାଳକ ଫେରାର ରହିଛି। ପୋଲିସ…

ଏସବୁ ଜିଲ୍ଲାରେ ପ୍ରବଳ ବର୍ଷିବ

ଭୁବନେଶ୍ୱର: ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଆଗାମୀ ୩ ଘଣ୍ଟା ପର୍ଯ୍ୟନ୍ତ ଭୁବନେଶ୍ୱର ଏବଂ କଟକ ପାଇଁ ଏକ ସତର୍କତା ଜାରି କରିଛି। ପାଣିପାଗ ସଂସ୍ଥା ଅନୁଯାୟୀ, ୩ ଘଣ୍ଟା ମଧ୍ୟରେ ଖୋର୍ଦ୍ଧା (ଭୁବନେଶ୍ୱର ସମେତ) ଏବଂ କଟକ ଜିଲ୍ଲାରେ ଝଡ଼ତୋଫାନ ଓ ବଜ୍ରପାତ ସହିତ ହାଲୁକାରୁ ମଧ୍ୟମ ବର୍ଷା…

ରାଜ୍ୟ ବିଧାନସଭାର ପୁରାତନ ଅତିଥି ଭବନ ସମ୍ପ୍ରସାରିତ ଅଟ୍ଟାଳିକାର ଶିଳାନ୍ୟାସ

ଭୁବନେଶ୍ୱର: ଓଡ଼ିଶା ବିଧାନସଭାର ୪ ନମ୍ବର ୟୁନିଟ୍‌ ସ୍ଥିତ ପୁରାତନ ଅତିଥି ଭବନ ସମ୍ପ୍ରସାରିତ ଅଟ୍ଟାଳିକାର ଶିଳାନ୍ୟାସ ହୋଇଯାଇଛି। ବାଚସ୍ପତି ସୁରମା ପାଢ଼ୀ, ଉପବାଚସ୍ପତି ଭବାନୀ ଶଙ୍କର ଭୋଇଙ୍କ ଉପସ୍ଥିତିରେ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି। ଏହି ଅବସରରେ ବିଧାନସଭାର ସଚିବ ସତ୍ୟବ୍ରତ ରାଉତ…

Pentagon Rebranding: ଆମେରିକାର ବଡ଼ ପଦକ୍ଷେପ, ପେଣ୍ଟାଗନ ଏବେ ‘ଡିପାର୍ଟମେଣ୍ଟ ଅଫ୍ ଓ୍ବାର୍’, ସ୍ବାକ୍ଷର…

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରତିରକ୍ଷା ବିଭାଗର ପେଣ୍ଟାଗନର ନାମ ପରିବର୍ତ୍ତନ କରି ‘ଡିପାର୍ଟମେଣ୍ଟ ଅଫ୍ ଓ୍ବାର୍(ଯୁଦ୍ଧ ବିଭାଗ)’ କରିଛନ୍ତି। ରାଷ୍ଟ୍ରପତି ଟ୍ରମ୍ପ ଗତକାଲି ଏହି ସମ୍ବନ୍ଧୀୟ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶରେ ସ୍ୱାକ୍ଷର କରିଥିଲେ ଏବଂ ଏହି…

Chandra Grahan 2025: ଚନ୍ଦ୍ରଗ୍ରହଣ ଦିନ କର୍କଟ ସମେତ ଏହି ରାଶିର ଲୋକମାନେ ରୁହନ୍ତୁ ଅତ୍ୟନ୍ତ ସତର୍କ..

ଭୁବନେଶ୍ବର: ୨୦୨୫ ବର୍ଷର ଶେଷ ଚନ୍ଦ୍ରଗ୍ରହଣ ୭ ସେପ୍ଟେମ୍ବରରେ ହେବାକୁ ଯାଉଛି। ଏହି ଦିନ ଭାଦ୍ରବ ମାସର ପୂର୍ଣ୍ଣିମା । ସୂଚନାନୁସାରେ ଆସନ୍ତା ୭ ତାରିଖ ଦିନ ୧୨ଟା ୫୭ରୁ ପାକ ତ୍ୟାଗ କରାଯିବ। କୌଣସି ଦେବ ନୀତି କରାଯିବ ନାହିଁ। ଗ୍ରହଣ ସ୍ପର୍ଶ ରାତି ୯ଟା ୫୭ରେ ହେବାକୁ ଥିବା ବେଳେ…

ଗାଡ଼ିରେ ନେଉଥିଲେ ଗଞ୍ଜେଇ, ଖରାପ ହେବାରୁ ନିଆଁ ଲଗାଇ ଫେରାର

ସୋନପୁର: ସୋନପୁର ବିଙ୍କାରେ ଶନିବାର ଦିନ ଟାୟାର ଫାଟିଯିବାରୁ ଏକ ବଡ଼ ଗଞ୍ଜେଇ ବୋଝେଇ କାରକୁ ଡ୍ରାଇଭର ପୋଡ଼ି ଦେଇଥିବା ଅଭିଯୋଗ ହୋଇଛି। ଘଟଣାଟି ସକାଳ ସମୟରେ ବିଙ୍କା ନୂଆ ବଜାର ନିକଟରେ ଘଟିଥିଲା। ପଞ୍ଜିକୃତ ହୋଇନଥିବା ଗାଡିଟି ନିଆଁରେ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ଜଣାପଡ଼ିଛି।…

ରାଜ୍ୟର କୌଣସି ନଦୀରେ ନାହିଁ ବନ୍ୟା ସ୍ଥିତି: ସର୍ବୋଚ୍ଚ ଯନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ମୌସୁମୀ ବର୍ଷା ଲାଗି ରହିଥିବାବେଳେ, ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରର ୨୦ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଛି । ତେବେ ଏହି ସମୟ ଭିତରେ ରାଜ୍ୟରେ ବନ୍ୟା ପରିସ୍ଥିତିକୁ ନେଇ ବଡ ସୂଚନା ଦେଇଛନ୍ତି ସର୍ବୋଚ୍ଚ ଯନ୍ତ୍ରୀ । କୌଣସି…

Punjab floods: ପଞ୍ଜାବ ବନ୍ୟା ବିତ୍ପାତରେ ମନ ଜିଣିଲେ ଅଭିନେତା: ଅକ୍ଷୟଙ୍କ ଠାରୁ ଦିଲଜିତଙ୍କ ପର୍ଯ୍ୟନ୍ତ ବଢାଇଲେ…

ନୂଆଦିଲ୍ଲୀ: ବର୍ଷା ଏବଂ ବନ୍ୟା ବିତ୍ପାତରେ ଏବେ ବେହାଲ ଉତ୍ତର ଭାରତ । ବେଶୀ ପ୍ରଭାବିତ ହୋଇଛି ଭାରତର ପଞ୍ଜାବ ପ୍ରଦେଶ । ପଞ୍ଜାବରେ ବନ୍ୟା ହଜାର ହଜାର ଲୋକଙ୍କ ଜୀବନରେ ବିପର୍ଯ୍ୟୟ ଆଣିଛି। ଅନେକ ଗାଁ ବନ୍ୟାରେ ବୁଡ଼ି ଯାଇଛି । ଏବେ ବି ପଞ୍ଜାବ ପ୍ରଦେଶରେ ବନ୍ୟା କବଳରେ ୨ ଡଜନରୁ ଅଧିକ…

ସୁନ୍ଦରପଦା-ଜଟଣୀ ରାସ୍ତା ସଂପ୍ରସାରଣ କାମ ନଭେମ୍ବର ସୁଦ୍ଧା ଶେଷ କରିବାକୁ ପୂର୍ତ୍ତ ମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ବର: ଆଜି ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ ସୁନ୍ଦରପଦା ଠାରୁ ଜଟଣୀ ପର୍ଯ୍ୟନ୍ତ ନିର୍ମାଣଧୀନ ରାସ୍ତାର ସ୍ଥିତି ଅନୁଧ୍ୟାନ କରିଛନ୍ତି । ସାଧାରଣ ଲୋକଙ୍କ ଆବଶ୍ୟକତା ଦୃଷ୍ଟିରୁ ରାସ୍ତା ନିର୍ମାଣ କାର୍ଯ୍ୟ କିପରି ଶୀଘ୍ର ଶେଷ ହୋଇପାରିବ ସେନେଇ ବିଭାଗୀୟ…

Trump Tariffs Backfire: ଟାରିଫ୍ ଜାଲରେ ଫସିଲେଣି ଟ୍ରମ୍ପ୍!

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜେ ବିଛେଇଥିବା ଜାଲରେ ଏବେ ପଡିଛନ୍ତି । ଅନ୍ୟ ଦେଶରେ ଉପରେ ଲାଗୁ କରିଥିବା ଶୁଳ୍କ, ଏବେ ତାଙ୍କୁ ଭାରି ପଡିବା ଆରମ୍ଭ କଲାଣି । ଯାହାକୁ ନେଇ ଏବେ ଟ୍ରମ୍ପ ପ୍ରଶାସନ ଚିନ୍ତାରେ ଥିବା ବେଳେ ନରମିଲେଣି ଟ୍ରମ୍ପ । ଭାରତ ପ୍ରତି ରୁକ୍ଷ…