ଆଇଏସଏସଏଫ ବିଶ୍ୱକପ : ଭାରତୀୟ ଟିମରେ ଓଡିଶାର କଶିକା ପ୍ରଧାନ
ଭୁବନେଶ୍ୱର: ଓଡିଶାର ଉଦୀୟମାନ ଶୁଟର କଶିକା ପ୍ରଧାନଙ୍କ ନିକଟରେ ଆନ୍ତର୍ଜାତୀୟସ୍ତରରେ ଭଲ ପ୍ରଦର୍ଶନ କରିବା ପାଇଁ ସୁବର୍ଣ୍ଣ ସୁଯୋଗ ଉପନୀତ ହୋଇଛି । ଆଇଏସଏସଏଫ ବିଶ୍ୱକପ ରାଇଫଲ/ପିସ୍ତଲରେ କଶିକାଙ୍କୁ ଭାରତୀୟ ଦଳରେ ସ୍ଥାନ ମିଳିଛି । ସେପ୍ଟେମ୍ବର ୭ରୁ ୧୫ ପର୍ଯ୍ୟନ୍ତ ଏହି ମେଗା ଇଭେଂଟ…