Latest Odisha News

BREAKING NEWS

Yearly Archives

2025

GST Revamp: ଜରୁରୀ ସାମଗ୍ରୀକୁ ଆଶ୍ବସ୍ତି, ଲଗଜରୀକୁ ପ୍ରହାର!

ନୂଆଦିଲ୍ଲୀ:  ଦୀପାବଳି ପୂର୍ବରୁ ଦୀପାବଳି ଉପହାର ଦେଇଛନ୍ତି ସରକାର । GST ହାରରେ ସାଧାରଣ ଲୋକଙ୍କୁ ବଡ଼ ଆଶ୍ୱସ୍ତି ଦେଇଛନ୍ତି । ଯାହା ୨୨ ସେପ୍ଟେମ୍ବର ୨୦୨୫ ରୁ ବିଭିନ୍ନ ବ୍ୟବହାର୍ଯ୍ୟ ଜିନିଷରେ ବଡ ପରିବର୍ତ୍ତନ ପରିଲକ୍ଷିତ ହେବାକୁ ଯାଇଛି । GST ପରିଷଦର ୫୬ତମ ବୈଠକରେ ଏହି ନିଷ୍ପତ୍ତି…

Antyodaya Houses: ବଡ଼ ଘୋଷଣା କଲେ ମନ୍ତ୍ରୀ, ମୋଦିଙ୍କ ଜନ୍ମଦିନରେ ବଣ୍ଟାଯିବ ୫୦ ହଜାର ଅନ୍ତ୍ୟୋଦୟ ଘର

ଭୁବନେଶ୍ୱର: ଆସନ୍ତା ୧୭ରେ ୫୦ ହଜାର ଅନ୍ତ୍ୟୋଦୟ ଘର ବାଣ୍ଟିବେ ରାଜ୍ୟ ସରକାର। ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମଦିନରେ ବଣ୍ଟାଯିବ ୫୦ ହଜାର ଅନ୍ତ୍ୟୋଦୟ ଘର। ଏନେଇ ସୂଚନା ଦେଲେ ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାଏକ। ମନ୍ତ୍ରୀ କହିଛନ୍ତି, 'ମୋଦିଙ୍କ ଜନ୍ମଦିନରେ ଅନ୍ତ୍ୟୋଦୟ ଗୃହ…

Assam Police Raids: ଭୁବନେଶ୍ବରରେ ମୋଷ୍ଟ ୱାଣ୍ଟେଡକୁ ଧରିବାକୁ ଆସାମ ପୋଲିସର ରେଡ୍‌

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ବରରେ ଆସାମ ପୋଲିସ ଗୁରୁବାର ରେଡ୍‌ କରିଛି। ତେବେ ଜଣେ ମୋଷ୍ଟ ଓ୍ବାଣ୍ଟେଡ୍‌ ଆତ୍ମଗୋପନ କରିଥିବା ସୂଚନା ପରେ ଏହି ଚଢ଼ାଉ ଜାରି ରହିଛି। କମିଶନରେଟ ପୋଲିସ ସହାୟତାରେ ଆସାମ ପୋଲିସ ରେଡ୍‌ କରୁଛି। ଇନ୍‌ଫୋସିଟି ପୋଲିସ ସହାୟତାରେ ଏକ ଆପାର୍ଟମେଣ୍ଟରେ ରେଡ୍‌…

ED Summon Shikhar Dhawan: ବଢିଲା ଶିଖର ଧୱନଙ୍କ ସମସ୍ୟା: ଏହି ମାମଲାରେ ପଚରାଉଚରା ପାଇଁ ସମନ କଲା ଇଡି

ନୂଆଦିଲ୍ଲୀ: ବଢିଲା ଟିମ୍ ଇଣ୍ଡିଆର କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍ ଶିଖର ଧୱନଙ୍କ ସମସ୍ୟା। ଦିଲ୍ଲୀ ଇଡି ଅଫିସ୍‌ରେ ପହଞ୍ଚିଲେ କ୍ରିକେଟର ଶିଖର ଧୱନ। ବେଆଇନ୍ ବେଟିଂ ଆପ୍ ମାମଲାରେ ଜେରା କରିବ ଇଡି। ପୂର୍ବରୁ ସୁରେଶ ରୈନାଙ୍କୁ ଜେରା କରିଥିଲା ଇଡି। ସୂଚନା ଅନୁଯାୟୀ, ଏଜେନ୍ସି ଅନଲାଇନ୍ ବେଟିଂ…

Lord Jagannaths Land Properties: ମହାପ୍ରଭୁ ଜଗନ୍ନାଥଙ୍କ ଭୂସମ୍ପତ୍ତି ଫେରିବ: ଆଇନ ମନ୍ତ୍ରୀ

ଭୁବନେଶ୍ୱର: ମହାପ୍ରଭୁଙ୍କ ଭୂସମ୍ପତ୍ତି ଫେରାଇ ଆଣିବାକୁ ସରକାରଙ୍କ ପ୍ରକ୍ରିୟା ଆରମ୍ଭ। ରାଜ୍ୟ ଓ ରାଜ୍ୟ ବାହାରେ ଥିବା ସଂପତ୍ତି ଫେରାଇ ଆଣିବାକୁ ପ୍ରକ୍ରିୟା ଆରମ୍ଭ କରିଛନ୍ତି ରାଜ୍ୟ ସରକାର। ଏନେଇ ସୂଚନା ଦେଲେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ମନ୍ତ୍ରୀ କହିଛନ୍ତି, 'ମହାପ୍ରଭୁଙ୍କର…

Habisha Brata: ଅକ୍ଟୋବର ୭ରୁ ହବିଷ ବ୍ରତ ଆରମ୍ଭ, ଜାଣନ୍ତୁ କିପରି କରିବେ ପଞ୍ଜିକରଣ..

ପୁରୀ: ଅକ୍ଟୋବର ୭ରୁ ହବିଷ ବ୍ରତ ଆରମ୍ଭ ହେବ। ମାସେ ଧରି ବ୍ରତ ପାଳନ କରିବେ ହବିଷ୍ଯାଳୀ। ସୁଚାରୁ ରୂପେ ପରିଚାଳନା ପାଇଁ ପୁରୀ ସର୍କିଟ୍ ହାଉସରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ହବିଷ୍ୟାଳୀମାନେ ମାସେ ଧରି ଶ୍ରୀକ୍ଷେତ୍ରରେ ରହିବାକୁ ଆସୁଥିବାରୁ ସେମାନଙ୍କ…

GST Reforms: କେନ୍ଦୁପତ୍ର ଉପରେ ୧୮%ରୁ ୫%କୁ ଖସିଲା GST, ମୁଖ୍ୟମନ୍ତ୍ରୀ କହିଲେ, ‘ତୋଳାଳି ଉପକୃତ ହେବେ, ବିକ୍ରି…

ଭୁବନେଶ୍ବର/ନୂଆଦିଲ୍ଲୀ: ବୁଧବାର ଜିଏସଟି ପରିଷଦର ୫୬ ତମ ବୈଠକରେ ନିତ୍ୟ ଆବଶ୍ୟକ ଜିନିଷ ଉପରେ କର ହ୍ରାସ କରିଛନ୍ତି । ବର୍ତ୍ତମାନର ୪ ସ୍ତରୀୟ GST ସ୍ଲାବ୍ (୫%, ୧୨%, ୧୮%, ଏବଂ ୨୮%)କୁ ସରଳୀକରଣ କରି ଦୁଇ ସ୍ତରୀୟ ସ୍ଲାବ୍ (୫% ଓ ୧୮%) କରାଯାଇଛି। ଯାହା ୨୨ ସେପ୍ଟେମ୍ବର ୨୦୨୫ରୁ ଲାଗୁ…

GST ହ୍ରାସ ପରେ ଆକାଶ ଛୁଇଁଲା ସେୟାର ବଜାର, ପାଖାପାଖି ୯୦୦ ପଏଣ୍ଟକୁ ବଢିଲା ସେନସେକ୍ସ….

ନୂଆଦିଲ୍ଲୀ: ଗତକାଲି GST ହ୍ରାସ ଘୋଷଣା ପରେ ଏବେ ସେୟାର ବଜାରରେ ଲାଗିଛି ନିଆଁ । ଘରୋଇ ଷ୍ଟକ ବଜାରରେ ଘୋଷଣା କରାଯାଇଥିବା GST ହାର ହ୍ରାସ ଗୁରୁବାର ଦିନ ଏକ ଜବରଦସ୍ତ ପ୍ରଭାବ ପକାଇଛି । ଆଜି ଷ୍ଟକ ବଜାର ପ୍ରବଳ ଗତିରେ କାରବାର ଆରମ୍ଭ କରିଥିବା ବେଳେ ଆରମ୍ଭ ବାଣିଜ୍ୟରେ ୩୦-ସେୟାର ବିଏସଇ…

Abhijit Majumdar: ଅଭିଜିତ୍ ମଜୁମଦାରଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର, ଏମ୍‌ସକୁ ସ୍ଥାନାନ୍ତର

କଟକ: ଓଡ଼ିଆ ସଙ୍ଗୀତ ଜଗତର ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଓ ସଂଗୀତକାର ଅଭିଜିତ ମଜୁମଦାରଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର। ବର୍ତ୍ତମାନ କଟକର ଏକ ଘରୋଇ ହସ୍ପିଟାଲରୁ ଭୁବନେଶ୍ବର ଏମ୍‌ସ ସ୍ଥାନାନ୍ତର କରାଯାଇଛି । ଭେଣ୍ଟିଲେଟର ସପୋର୍ଟ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଭୁବନେଶ୍ବର ସ୍ଥିତ ଏମ୍ସକୁ…

Putin, Xi’s Conversation: ୧୫୦ ବର୍ଷ ବଞ୍ଚିବ ମଣିଷ?, ପୁଟିନ ଏବଂ ଜିନପିଙ୍ଗ ହେଉଥିଲେ କଥା….କଏଦ୍ କଲା ହଟ୍…

ନୂଆଦିଲ୍ଲୀ: ବୁଧବାର ଦିନ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ କାନ୍ଧରେ କାନ୍ଧ ମିଶାଇ ଚାଲିବା ସମୟରେ, ଏକ ହଟ୍ ମାଇକ୍ ସେମାନଙ୍କୁ ଅଙ୍ଗ ପ୍ରତିରୋପଣ ଏବଂ ମଣିଷ ୧୫୦ ବର୍ଷ ପର୍ଯ୍ୟନ୍ତ ବଞ୍ଚିପାରିବା ସମ୍ଭାବନା ଉପରେ ଆଲୋଚନା କରୁଥିବାର କଏଦ କରିଥିଲା।…