Naxal Encounter: ନକ୍ସଲ କମାଣ୍ଡର ସହ ଗୁଳି ବିନିମୟ, ୨ ଯବାନ ସହିଦ, ଜଣେ ଗୁରୁତର
ରାଞ୍ଚି: ବୁଧବାର ବିଳମ୍ବିତ ରାତିରେ ପାଲାମୁ (Palamu)ଜିଲ୍ଲାର ମାନତୁ ଥାନା ଅଞ୍ଚଳର କେଦଲ ଜଙ୍ଗଲରେ ପୋଲିସ ଏବଂ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ (Naxal Encounter) ହୋଇଥିଲା। ଏହି ସମୟରେ ପାଲାମୁ ପୋଲିସର ଦୁଇ ସାହସୀ ଯବାନ ସୁନୀଲ ରାମ ଏବଂ ସାନ୍ତାନ ମେହେଟା ସହିଦ ହୋଇଛନ୍ତି ଓ ଜିଲ୍ଲା…