ଜିଏସଟି ସ୍ଲାବରେ ବଡ଼ ପରିବର୍ତ୍ତନ: ପ୍ରଧାନମନ୍ତ୍ରୀ ମୋଦି ଦେଲେ ବଡ଼ ବୟାନ
ନୂଆଦିଲ୍ଲୀ: ଜିଏସଟି ପରିଷଦର ୫୬ତମ ବୈଠକରେ ଏକ ଐତିହାସିକ ନିଷ୍ପତ୍ତି ନିଆଯାଇଛି। ୧୨% ଓ ୨୮% ଟିକସ ସ୍ଲାବକୁ ପୂରାପୂରି ହଟାଇ ଦିଆଯାଇଛି। ଏବେ ମାତ୍ର ଦୁଇଟି ଜିଏସଟି ସ୍ଲାବ - ୫% ଓ ୧୮% - ରହିବ। ଏହା ସହିତ ତମାଖୁ ଜାତୀୟ ତଥା ବିଲାସପୂର୍ଣ୍ଣ ଜିନିଷ ପାଇଁ ୪୦% ନୂଆ ସ୍ଲାବ ମଞ୍ଜୁର ହୋଇଛି।…