କୁକୁର ଗଣିବା ପାଇଁ ଶିକ୍ଷକଙ୍କୁ କେତେ ମିଳିବ ଟଙ୍କା? ଦରମାଠୁ ଅଧିକ ମିଳିବ….
ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଅଲିଗଡ଼ରେ ଏକ ନୂଆ ପ୍ରଶାସନିକ ଆଦେଶ ବଡ଼ ଧରଣର ବିବାଦ ସୃଷ୍ଟି କରିଛି। ସେଠାରେ ସ୍କୁଲ ଶିକ୍ଷକମାନଙ୍କୁ ଏକ ଅଦ୍ଭୁତ ଦାୟିତ୍ୱ ଦିଆଯାଇଛି। ଏହି ଦାୟିତ୍ୱ ହେଉଛି ବୁଲା କୁକୁରମାନଙ୍କର ଗଣତି କରିବା। ଏହି ନିର୍ଦ୍ଦେଶ ବେସିକ ଶିକ୍ଷା ବିଭାଗ ଦ୍ୱାରା ଜାରି ହୋଇଛି…