ଆଇପିଏଲ ଇତିହାସରେ ସବୁଠାରୁ ଦାମୀ ବିଦେଶୀ ଖେଳାଳି ହେଲେ ଗ୍ରୀନ
ଆବୁଧାବି: ଆଇପିଏଲ ୨୦୨୬ ମିନି ଅକ୍ସନରେ ସମସ୍ତ ଫ୍ରାଚାଇଜ ନିଜ ନିଜ ଟିମକୁ ମଜଭୁତ କରିବା ପାଇଁ ଖେଳାଳି ପଛରେ ଅର୍ଥ ଲଗାଇବାରେ ଲାଗିଛନ୍ତି । ନିଲାମରେ କାମେରୁନ ଗ୍ରୀନ ଆଇପିଏଲ ଇତିହାସର ସବୁଠାରୁ ଦାମୀ ବିଦେଶୀ ଖେଳାଳି ହୋଇଛନ୍ତି । କୋଲକାତା ନାଇଟ ରାଇଡର୍ସ ତାଙ୍କୁ ୨୫.୨୦ କୋଟି ଟଙ୍କାରେ…