Latest Odisha News

BREAKING NEWS

Yearly Archives

2026

Trump Rates US War Performance: ଇରାନ ଉପରେ ଆକ୍ରମଣ ନିଷ୍ପତ୍ତିକୁ ଯଥାର୍ଥ କହିଲେ ଟ୍ରମ୍ପ, ସାମରିକ…

ନୂଆଦିଲ୍ଲୀ: ସବୁବେଳେ ଯୁଦ୍ଧ ରୋକୁଥିବା ଦାବି କରି ଆସୁଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ବିରୁଦ୍ଧରେ ଚାଲିଥିବା ସାମରିକ କାର୍ଯ୍ୟାନୁଷ୍ଠାନ ପାଇଁ ତାଙ୍କ ସେନାକୁ ପ୍ରଶଂସା କରିଛନ୍ତି। ହ୍ୱାଇଟ୍ ହାଉସରେ ପ୍ରମୁଖ ଟେକ୍ କମ୍ପାନୀଗୁଡ଼ିକର ମୁଖ୍ୟଙ୍କ ସହ କଥା ହୋଇ ଟ୍ରମ୍ପ ଏହି…

Next Bihar CM: କେନ୍ଦ୍ର ରାଜନୀତିରେ ନୀତିଶ କୁମାରଙ୍କ ରିଏଣ୍ଟ୍ରି! କିଏ ସମ୍ଭାଳିବେ ବିହାର କମାଣ୍ଡ?

ପାଟନା: ପୁଣି କେନ୍ଦ୍ର ରାଜନୀତିରେ ନୀତିଶଙ୍କ ଏଣ୍ଟ୍ରି! ରାଜ୍ୟସଭା ଯିବେ ନୀତିଶ! ମୁଖ୍ୟମନ୍ତ୍ରୀ ଗାଦି ସମ୍ଭାଳିବେ ବିଜେପି ମୁଖିଆ! ପୁରା ଦେଶର ଧ୍ୟାନ ବର୍ତ୍ତମାନ ବିହାର ରାଜନୀତି ଉପରେ କେନ୍ଦ୍ରିତ। ୨୦ ବର୍ଷ ପରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର କେନ୍ଦ୍ରୀୟ ରାଜନୀତିକୁ ଫେରିବେ…

Ram Charan Barefoot: କାହିଁକି ରଶ୍ମିକା-ବିଜୟଙ୍କ ରିସେପ୍ସନରେ ଖାଲି ପାଦରେ ପହଞ୍ଚିଥିଲେ ରାମ ଚରଣ? 

ହାଇଦ୍ରାବାଦ: ରଶ୍ମିକା ମନ୍ଧାନା ଏବଂ ବିଜୟ ଦେବରକୋଣ୍ଡା ବୁଧବାର ହାଇଦ୍ରାବାଦରେ ଫିଲ୍ମ ଷ୍ଟାର ଏବଂ ନିକଟତମ ବନ୍ଧୁମାନଙ୍କ ପାଇଁ ଏକ ଭବ୍ୟ ବିବାହ ରିସେପ୍ସନର ଆୟୋଜନ କରିଥିଲେ। ସେମାନଙ୍କ ରିସେପ୍ସନରେ ଅନେକ ବଲିଉଡ ଷ୍ଟାରଙ୍କ ସହିତ ଅନେକ ପ୍ରମୁଖ ଦକ୍ଷିଣ ଭାରତୀୟ ଅଭିନେତା ମଧ୍ୟ ଯୋଗ…

Indian Ports Used By US Navy: କ’ଣ ଇରାନ ଉପରେ ଆକ୍ରମଣ ପାଇଁ ଆମେରିକାକୁ ନିଜ ଘାଟି ଦେଇଛି ଭାରତ?…

ନୂଆଦିଲ୍ଲୀ: ଇରାନ ଉପରେ ଆକ୍ରମଣ ପାଇଁ ଭାରତୀୟ ଘାଟି ବ୍ୟବହାର, ସ୍ପଷ୍ଟିକରଣ ରଖିଲା ଭାରତ। ଭାରତ ଏକ ରିପୋର୍ଟକୁ ପ୍ରତ୍ୟାଖ୍ୟାନ କରିଛି ଯେଉଁଥିରେ ଦାବି କରାଯାଇଛି ଯେ ଆମେରିକା ଇରାନ ଆକ୍ରମଣ ପାଇଁ ଏହାର ବନ୍ଦର ବ୍ୟବହାର କରୁଛି। ପୂର୍ବତନ ଆମେରିକୀୟ ସେନା କର୍ଣ୍ଣେଲ ଡଗଲାସ ମ୍ୟାକଗ୍ରେଗର…

ପାଟନା ଛାଡ଼ି ଦିଲ୍ଲୀ ଯିବେ ନୀତିଶ କୁମାର, ସରଗରମ ରାଜନୀତି

ନୂଆଦିଲ୍ଲୀ: ରାଜ୍ୟସଭା ଯାଇପାରନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର। ରାଜ୍ୟସଭା ପ୍ରାର୍ଥୀ ଭାବେ ନାମାଙ୍କନ ଭରିବା ନେଇ ସୂଚନା ମିଳିଥିବା ବେଳେ ନୀତିଶ ରାଜ୍ୟସଭା ଯିବା ନେଇ ଏକପ୍ରକାର ନିଷ୍ପତ୍ତି ହୋଇସାରିଛି। ବିହାରରେ ହୋଇପାରେ ବଡ଼ ରାଜନୈତିକ ପରିବର୍ତ୍ତନ। କେବଳ ଔପଚାରିକ ଘୋଷଣାକୁ…

ଓଡ଼ିଶା ଗସ୍ତରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ଟ୍ୱିନ ସିଟିରେ ବିଭିନ୍ନ କାର୍ଯ୍ୟକ୍ରମରେ ଦେବେ ଯୋଗ

ଭୁବନେଶ୍ବର: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। କଟକ ଓ ଭୁବନେଶ୍ବରରେ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ ଦେବେ ଯୋଗ। ଆଜି ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିବେ। ଆସନ୍ତାକାଲି କଟକ ମୁଣ୍ଡଳୀ ଠାରେ ସିଆଇଏସଏଫର ପ୍ରତିଷ୍ଠା ଦିବସରେ ଯୋଗଦେବେ ଅମିତ ଶାହ।…

ଇରାନ ଉପରେ ଜାରି ରହିବ ଆକ୍ରମଣ, IDF ସାଧାରଣ ନାଗରିକଙ୍କୁ ରିଜର୍ଭ ବେସରେ ରହିବାକୁ ନିର୍ଦ୍ଦେଶ

ୱାଶିଂଟନ: ଆମେରିକା ଏବଂ ଇସ୍ରାଏଲୀ ଆକ୍ରମଣ ଇରାନରେ ବ୍ୟାପକ ଧ୍ୱଂସ ଘଟାଇଛି। ସାମ୍ପ୍ରତିକ ରିପୋର୍ଟ ଅନୁଯାୟୀ, ଇରାନରେ ମୃତ୍ୟୁ ସଂଖ୍ୟା ୧୦୪୫ ରେ ପହଞ୍ଚିଛି। ଏହି ସଂଖ୍ୟା ଇରାନର ସରକାରୀ ଏବଂ ଅର୍ଦ୍ଧ-ସରକାରୀ ସଂସ୍ଥା, ଯେପରିକି ତସନିମ୍ ନ୍ୟୁଜ୍ ଏଜେନ୍ସି ଏବଂ ଫାଉଣ୍ଡେସନ୍ ଫର୍ ମାର୍ଟର୍ସ…

ନେପାଳରେ ଆଜି ସାଧାରଣ ନିର୍ବାଚନ ପାଇଁ ଭୋଟ୍, କେବଳ ୬୦% ସାଂସଦ ସିଧାସଳଖ ହେବେ ନିର୍ବାଚିତ

କାଠମାଣ୍ଡୁ: ନେପାଳରେ ଆଜି (ଗୁରୁବାର) ସାଧାରଣ ନିର୍ବାଚନ ଅନୁଷ୍ଠିତ ହେଉଛି। ଭୋଟ ଦେବା ପାଇଁ ଲୋକମାନେ ବହୁ ସଂଖ୍ୟାରେ ମତଦାନ କେନ୍ଦ୍ରକୁ ଯାଉଛନ୍ତି। ସେପ୍ଟେମ୍ବର ୨୦୨୫ ର ହିଂସାତ୍ମକ GenZ ଆନ୍ଦୋଳନ ପରେ ଗଠିତ ଅନ୍ତରୀଣ ସରକାରକୁ ବଦଳାଇ ନେପାଳରେ ଏକ ନୂତନ ସଂସଦ ନିର୍ବାଚିତ ହେଉଛି। ଗତ…

ରାଜ୍ୟସଭା ଆସନ ପାଇଁ ନାମାଙ୍କନର ଶେଷ ଦିନ, ମାର୍ଚ୍ଚ ୧୬ରେ ଭୋଟ୍

ଭୁବନେଶ୍ୱର: ରାଜ୍ୟସଭା ଆସନ ପାଇଁ ଆଜି ନାମାଙ୍କନ ଦାଖଲର ଶେଷ ଦିନ । ରାଜ୍ୟସଭା ଆସନ ପାଇଁ ନାଁ ଘୋଷଣା ସରିଥିବାରୁ ଓ ଆଜି ଶେଷ ଦିନ ହୋଇଥିବାରୁ ନାମାଙ୍କନ ଦାଖଲ କରିବେ ପ୍ରାର୍ଥୀ । ଏନେଇ ଦଳ ଓ ପ୍ରାର୍ଥୀଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଓଡ଼ିଶାର ୪ ରାଜ୍ୟସଭା ଆସନ ପାଇଁ ଏଥର ୫ଜଣ…

ହୋଲିରେ ଅଘଟଣ; ଗୀତ ଗାଉ ଗାଉ ଟଳି ପଡିଲେ ଯୁବକ

ଗଞ୍ଜାମ: ଗୀତ ଗାଉଥିବା ବେଳେ ଚାଲିଗଲା ଯୁବକଙ୍କ ଜୀବନ । ଏପରି ଅଭାବନୀୟ ଘଟଣା ଘଟିଛି ଖଲ୍ଲିକୋଟ ବାଲୁକେଶ୍ବରପୁର ଗ୍ରାମରେ ହେଉଥିବା ଏକ ମହାଭାରତ ନାଟକରେ । ଯୁବକ ଜଣକ ହେଲେ ପାତ୍ରପୁର ନିକଟ ଏସ ବେଲପଡ଼ା ଗ୍ରାମର ଶାନ୍ତୁନ କୁମାର ସାହୁ । ହୋଲି ଅବସରରେ ଖଲ୍ଲିକୋଟ ବାଲୁକେଶ୍ବରପୁର…