Latest Odisha News

BREAKING NEWS

Yearly Archives

2026

ଧୋନୀ ଯାହା କରିବାକୁ ୩୩୧ ମ୍ୟାଚ୍ ଲଗାଇଥିଲେ, ତାହା ଶ୍ରେୟାଶ ମାତ୍ର ୧୩୩ ମ୍ୟାଚ୍‌ରେ କରିଦେଲେ

ନୂଆଦିଲ୍ଲୀ: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ଅନ୍ତର୍ଜାତୀୟ ସିରିଜର ତୃତୀୟ ମୁକାବିଲାରେ ଭାରତୀୟ ଦଳ ୧୪ ରନ୍‌ରେ ଏକ ଦମଦାର ବିଜୟ ହାସଲ କରିଛି । ଇନ୍ଦୋରର ହୋଲକର ଷ୍ଟାଡିୟମରେ ମିଳିଥିବା ଏହି ବିଜୟ ସହିତ ଭାରତ ସିରିଜରେ ୨-୧ ର ଅଗ୍ରସର ହୋଇଛି ।…

Trains Cancelled: ୧୩ରୁ ୨୨ ଯାଏ ଏହି ଏକ୍ସପ୍ରେସ୍‌ ଓ ପ୍ୟାସେଞ୍ଜର ଟ୍ରେନ ହେଲା ବାତିଲ

ଜୟପୁର:ମାଳିଗୁଡ଼ା ଓ ଛତ୍ରୀପୁଟ ରେଳ ଷ୍ଟେସନ ମଧ୍ୟରେ ଭୂସ୍ଖଳନ ହୋଇଥିଲା । ତେବେ ଏହାର ପୁନରୁଦ୍ଧାର କାର୍ଯ୍ୟ ପାଇଁ ପୂର୍ବତଟ ରେଲଓ୍ବେ ରାୟଗଡ଼ା ଡିଭିଜନରେ ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଏଥିପାଇଁ ଅକ୍ଟୋବର ୧୩ରୁ ୨୨ ଯାଏ ଅନେକ ଏକ୍ସପ୍ରେସ୍‌ ଓ ପ୍ୟାସେଞ୍ଜର ବାତିଲ କରାଯାଇ ଚଳାଚଳ…

ନ୍ୟୁଜିଲାଣ୍ଡ ଗସ୍ତ ପାଇଁ ଇଣ୍ଡିଆ ଏ ଦଳରୁ ବାଦ ପଡ଼ିଲେ ଋଷଭ ପନ୍ତ

ନୂଆଦିଲ୍ଲୀ: ଷ୍ଟାର୍ ୱିକେଟ୍ କିପର-ବ୍ୟାଟ୍ସମ୍ୟାନ ଋଷଭ ପନ୍ତ ନ୍ୟୁଜିଲାଣ୍ଡ ଏ ବିପକ୍ଷ ଅନଅଫିସିଆଲ ଟେଷ୍ଟ ମ୍ୟାଚ୍‌ରୁ ବାଦ ପଡ଼ିଛନ୍ତି । ତାଙ୍କ ସ୍ଥାନରେ ଇଣ୍ଡିଆ ଏ ଦଳରେ କୁମାର କୁଶାଗ୍ରଙ୍କୁ ସାମିଲ କରାଯାଇଛି । ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ ନ୍ୟୁଜିଲାଣ୍ଡ ଏ ବିପକ୍ଷ ତିନୋଟି…

Election Cancelled:ଏହି କଲେଜରେ ଛାତ୍ର ସଂସଦ ନିର୍ବାଚନ ବାତିଲ, ସାଇନ୍ ଡାଏ ଘୋଷଣା

ବାଙ୍କୀ:ନିର୍ବାଚନ ତାରିଖ ଘୋଷଣା ହେବା ପରଠାରୁ ଗୋଟେ ପରେ ଗୋଟେ କଲେଜର ବିଶୃଙ୍ଖଳାର ଖବର ସାମ୍ନାକୁ ଆସୁଛି । ଛାତ୍ରଛାତ୍ରୀ ଓ କଲେଜ କର୍ମଚାରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବାଙ୍କୀ କଲେଜର ଛାତ୍ର ସଂସଦ ନିର୍ବାଚନକୁ ବାତିଲ କରାଯାଇଛି । ଏଥିସହ କଲେଜ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସାଇନ୍…

ଜମ୍ମୁ-କାଶ୍ମୀର: LOC ପାର ହେବାକୁ ଯୋଜନା କରୁଥିବା ବେଳେ ଲସ୍କରର ୪ ଆତଙ୍କି ନିହତ

ଜମ୍ମୁ-କାଶ୍ମୀର: ଜମ୍ମୁ-କାଶ୍ମୀରର ପୁଞ୍ଚ ଜିଲ୍ଲା ଅନ୍ତର୍ଗତ କ୍ରିଷ୍ଣା ଘାଟି ସେକ୍ଟରର ନାଙ୍ଗୀ ଟେକ୍ରି ନିକଟରେ ନିୟନ୍ତ୍ରଣ ରେଖା (LoC) ଅତିକ୍ରମ କରି ଭାରତରେ ଅନୁପ୍ରବେଶ କରିବାକୁ ଉଦ୍ୟମ କରୁଥିବା ବେଳେ ଏକ ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ଜଣେ ଲସ୍କର-ଏ-ତୋଇବା କମାଣ୍ଡର ସମେତ ୪ ଜଣ…

INS Mangrol: ଶତ୍ରୁ ପକ୍ଷର ସବମେରାଇନ୍‌କୁ ପାଇଁ କାଳ ସାଜିବ INS ମାଙ୍ଗରୋଲ୍

ନୂଆଦିଲ୍ଲୀ:ଭାରତୀୟ ନୌସେନାର ବଢୁଛି ଶକ୍ତି । ସ୍ୱଳ୍ପ ଗଭୀର ଜଳରାଶିରେ ସବ୍‌ମେରାଇନ୍‌କୁ ଚିହ୍ନଟ କରିବା ଓ ସେଗୁଡ଼ିକର ମୁକାବିଲା କରିବାର କ୍ଷମତା ରଖୁଥିବା ଯୁଦ୍ଧପୋତ 'ମାଙ୍ଗ୍ରୋଲ୍'କୁ ନୌସେନାରେ ସାମିଲ କରାଯାଇଛି । ଆଧୁନିକ ଅସ୍ତ୍ରଶସ୍ତ୍ର ଓ ସେନ୍ସରରେ ସଜ୍ଜିତ ଏହି ଜାହାଜ ଭାରତର…

ରଣଜୀ ଟ୍ରଫି: ଗୌରବଙ୍କ କ୍ୟାରିୟରର ଶ୍ରେଷ୍ଠ ୧୩୭ ରନ୍ ସତ୍ତ୍ୱେ ଗୁଜରାଟ ବିପକ୍ଷରେ ପଛରେ ପଡ଼ିଗଲା ଓଡ଼ିଶା

ଅହମ୍ମଦାବାଦ: ଗୁଜରାଟ ବିପକ୍ଷରେ ଚାଲିଥିବା ରଣଜୀ ଟ୍ରଫି କ୍ରିକେଟର ଦ୍ୱିତୀୟ ଦିନରେ ଓଡ଼ିଶା ଏକ ଭଲ ସୁଯୋଗ ହାତଛଡା କରିଛି  । ନରେନ୍ଦ୍ର ମୋଦି ଷ୍ଟାଡିୟମ୍ ‘ବି’ ଗ୍ରାଉଣ୍ଡରେ ଏହି ମ୍ୟାଚ୍ ଖେଳାଯାଉଛି । ପ୍ରଥମ ଦିନର  ସ୍କୋର ୨୭୨/୩ ରୁ ଖେଳ ଆରମ୍ଭ କରି, ଓଡ଼ିଶା ସୋମବାର ସକାଳେ ମାତ୍ର ୫୨…

ରଣଜୀ ଟ୍ରଫି: ଜେଲରୁ ମୁକ୍ତ ହେବା ପରେ ପୋରେଲଙ୍କ ଶତକ, କାନ୍ଦିଲେ ପିଚ୍ ମଝିରେ

ନୂଆଦିଲ୍ଲୀ: ବଙ୍ଗଳାର ଯୁବ ୱିକେଟ୍ କିପର-ବ୍ୟାଟ୍ସମ୍ୟାନ୍ ଅଭିଷେକ ପୋରେଲ୍ ପ୍ରତିଯୋଗିତାମୂଳକ କ୍ରିକେଟ୍‌କୁ ଏକ ଚମତ୍କାର ପ୍ରତ୍ୟାବର୍ତ୍ତନ କରିଛନ୍ତି । ସେ ରଣଜୀ ଟ୍ରଫି ୨୦୨୬-୨୭ ର ପ୍ରଥମ ମ୍ୟାଚ୍‌ରେ ଦିଲ୍ଲୀ ବିପକ୍ଷରେ ଏକ ଶତକ ଅର୍ଜନ କରିଛନ୍ତି । ବିବାଦ, ଆଇନଗତ ଜଟିଳତା ଏବଂ ୩୬ ଦିନ…

ଋଷୀୟ ସେନାରେ କାର୍ଯ୍ୟରତ ତେଲେଙ୍ଗାନା ଯୁବକଙ୍କ ମୃତ୍ୟୁ ଆଶଙ୍କା: ଉଦ୍ଧାର ପାଇଁ ବୈଦେଶିକ ମନ୍ତ୍ରଣାଳୟକୁ ଗୁହାରି କଲା…

ହାଇଦ୍ରାବାଦ: ଋଷିଆ-ୟୁକ୍ରେନ ଯୁଦ୍ଧ ମଝିରେ ଋଷୀୟ ସେନାରେ କାର୍ଯ୍ୟରତ ତେଲେଙ୍ଗାନାର ଜଣେ ୪୩ ବର୍ଷୀୟ ବ୍ୟକ୍ତି ମହମ୍ମଦ ଅଫଜଲ ଖାନ (Mohammed Afzal Khan) ଙ୍କ ମୃତ୍ୟୁ ଘଟିଥିବା ଆଶଙ୍କା କରାଯାଉଛି । ସେ ତେଲେଙ୍ଗାନାର କାମାରେଡ୍ଡୀ ଜିଲ୍ଲାର ବାଂସୱାଡା ଅଞ୍ଚଳର ବାସିନ୍ଦା । ତେବେ ଏହି…

IND-SRI ଦିନିକିଆ: ବଦଳିବନି ଭେନ୍ୟୁ, ବିସିସିଆଇ ଦେଲା ସ୍ପଷ୍ଟୀକରଣ

ବ୍ୟୁରୋ: ଡିସେମ୍ବର ୧୩ରେ ଦିଲ୍ଲୀରେ ହେବ ଭାରତ-ଶ୍ରୀଲଙ୍କା ପ୍ରଥମ ଦିନିକିଆ ମ୍ୟାଚ୍ । ଦିଲ୍ଲୀରୁ ଅହମ୍ମଦାବାଦ୍ ସ୍ଥାନ ପରିବର୍ତ୍ତନ ଖବରକୁ ଖଣ୍ଡନ କଲା ବିସିସିଆଇ । ସ୍ପଷ୍ଟୀକରଣ ରଖିଲେ ସମ୍ପାଦକ ଦେବଜିତ ସାଇକିଆ । ଭାରତ-ଶ୍ରୀଲଙ୍କା ମଧ୍ୟରେ ହେବାକୁ ଥିବା ପ୍ରଥମ ଦିନିକିଆ ମ୍ୟାଚ୍ର ସ୍ଥାନ…