ମୁକେଶ ଅମ୍ବାନୀଙ୍କୁ କାହିଁକି ‘ପ୍ରଧାନମନ୍ତ୍ରୀ’ କହିଲେ ଏଲନ ମସ୍କ…
ନୂଆଦିଲ୍ଲୀ: ଭାରତରେ ସାଟେଲାଇଟ୍ ଇଣ୍ଟରନେଟ୍ ସେବାକୁ ନେଇ ମୁହାଁମୁହିଁ ହେଲେ ଦୁନିଆର ଧନୀ ବ୍ୟବସାୟୀ ଏଲନ ମସ୍କ ଓ ଭାରତୀୟ ଶିଳ୍ପପତି ମୁକେଶ ଅମ୍ବାନୀ।
ମସ୍କ ନିଜ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଅମ୍ବାନୀଙ୍କୁ କଟାକ୍ଷ କରି ‘ଡିଅର ପ୍ରାଇମ୍ ମିନିଷ୍ଟର ଅମ୍ବାନୀ’ ବୋଲି…