Latest Odisha News

BREAKING NEWS

Yearly Archives

2026

ରୋନାଲ୍ଡୋଙ୍କ ଉପରେ ବଡ଼ କାର‌୍ୟ୍ୟାନୁଷ୍ଠାନ: ଏଫପିଏଫ ପକ୍ଷରୁ ଅସ୍ଥାୟୀ ଭାବେ କରାଗଲା ସସପେଣ୍ଡ

ନୂଆଦିଲ୍ଲୀ: ବିପକ୍ଷ ଓହ୍ଲାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ପୂର୍ଣ୍ଣ ଅଧିକାର ରହିଛି । ପର୍ତ୍ତୁଗାଲର ମହାନ ଫୁଟବଲର୍ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ଉପରେ ପର୍ତ୍ତୁଗୀଜ ଫୁଟବଲ୍ ଫେଡେରେସନ ଏକ ବଡ଼ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରିଛି । କୋଚ୍‌ଙ୍କ ସହ ବିବାଦ ଏବଂ ହଠାତ୍ ଜାତୀୟ ଦଳର…

ଜେଏସ୍‌ଡବ୍ଲ୍ୟୁ ଷ୍ଟିଲର ଓଡ଼ିଶା ଖଣି ବିଭାଗ ପକ୍ଷରୁ ‘ମାନସିକ ସ୍ୱାସ୍ଥ୍ୟ’ କାର୍ଯ୍ୟକ୍ରମ ଆୟୋଜିତ

ବଡ଼ବିଲ୍: ଜେଏସ୍‌ଡବ୍ଲ୍ୟୁ ଷ୍ଟିଲ୍‌ର ଓଡ଼ିଶା ଖଣି ବିଭାଗ ପକ୍ଷରୁ ୯ ଅକ୍ଟୋବରରେ ବଡ଼ବିଲ୍ ଟାଉନ୍‌ସିପ୍‌ଠାରେ କର୍ମଚାରୀଙ୍କ ମାନସିକ ସ୍ୱାସ୍ଥ୍ୟ ଓ କଲ୍ୟାଣ ସମ୍ପର୍କିତ ସଚେତନତା ବୃଦ୍ଧି ଲକ୍ଷ୍ୟରେ ଏକ'ମାନସିକ ସ୍ୱାସ୍ଥ୍ୟ ଓ କଲ୍ୟାଣ' (Mental Health and Wellbeing) କାର୍ଯ୍ୟକ୍ରମ…

ସଚିନଙ୍କ ପୁଅଙ୍କ ସହ ଅନ୍ୟାୟ ! ୫୦ ୱିକେଟ୍ ନେବା ପରେ ମଧ୍ୟ ଅର୍ଜୁନଙ୍କୁ ଗୋଆ ଦଳରୁ କରାଗଲା ବାହାର

ରଣଜୀ ଟ୍ରଫି ୨୦୨୬-୨୭ ପାଇଁ ଗୋଆ କ୍ରିକେଟ୍ ଆସୋସିଏସନ୍ ୧୬ ଜଣିଆ ଘରୋଇ ଦଳର ଘୋଷଣା କରିଛି । ଏହି ଦଳରେ ମହାନ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକରଙ୍କୁ ସ୍ଥାନ ମିଳି ନାହିଁ । ଅର୍ଜୁନ ୨୦୨୨-୨୩ ସିଜିନ୍‌ରୁ ଗୋଆ ପାଇଁ ଘରୋଇ କ୍ରିକେଟ୍ ଖେଳିଆସୁଛନ୍ତି, କିନ୍ତୁ ଏଥର…

ସାମୀଙ୍କ ବଡ଼ ବୟାନ: ଟିମ୍ ଇଣ୍ଡିଆରେ ଚୟନ ନହେବା ମୋ ପାଇଁ କୌଣସି କ୍ଷତି ନୁହେଁ

ନୂଆଦିଲ୍ଲୀ: ପେସ ବୋଲର ମହମ୍ମଦ ସାମୀଙ୍କ ଏକ ବୟାନ ଏବେ ବେଶ ଚର୍ଚ୍ଚାର କାରଣ ସାଜିଛି । ଭାରତୀୟ ଦଳରେ ସ୍ଥାନ ନ ପାଇବା ପରୋକ୍ଷରେ ଟିମ ଇଣ୍ଡିଆ ପାଇଁ କ୍ଷତି ବୋଲି କହିଛନ୍ତି । ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସାମୀ ଜାତୀୟ ଦଳରେ ସୁଯୋଗ ନ ମିଳିବା ନେଇ ଏକ ବଡ଼ ଏବଂ ସ୍ପଷ୍ଟ ବୟାନ ଦେଇଛନ୍ତି ।…

ଅଭିଜିତ୍ ଦୀପକେଙ୍କ ଜେଜେ ମା’ଙ୍କ ଦେହାନ୍ତ, ଏଭଳି କହିଲା ଦିଲ୍ଲୀ ପୋଲିସ…

ନୂଆଦିଲ୍ଲୀ: କକ୍ରୋଚ୍ ଜନତା ପାର୍ଟି (CJP)ର ପ୍ରତିଷ୍ଠାତା ଅଭିଜିତ୍ ଦୀପକେଙ୍କ ଗିରଫଦାରୀ ପରେ ତାଙ୍କ ପରିବାର ଶୋକରେ ବୁଡ଼ି ଯାଇଛି। ଅଭିଜିତ୍ ଦୀପକେଙ୍କ ଅଟକ ପରେ ତାଙ୍କ ପରିବାରରୁ ଦୁଃଖଦ ଖବର ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଅଭିଜିତ୍ ଦୀପକେଙ୍କ ଜେଜେମା'ଙ୍କ ଦେହାନ୍ତ ହୋଇଛି।…

CJP Delhi protest: କକ୍ରୋଚ ପ୍ରତିବାଦରେ ସାମିଲ ଓକିଲ ଅଟକ, CJI କହିଲେ…

ନୂଆଦିଲ୍ଲୀ: ଦିଲ୍ଲୀର ସୁପ୍ରିମକୋର୍ଟ ପରିସରରେ ଶାନ୍ତିପୂର୍ଣ୍ଣ ଭାବରେ ପ୍ରତିବାଦ କରୁଥିବା ଓକିଲମାନଙ୍କୁ ଅଟକ ରଖାଯାଇଛି। ଏହା ପରେ ସୁପ୍ରିମକୋର୍ଟ ବାର୍ ଆସୋସିଏସନ୍ (SCBA) ଶନିବାର ଭାରତର ପ୍ରଧାନ ବିଚାରପତି (CJI) ସୂର୍ଯ୍ୟକାନ୍ତଙ୍କୁ ତୁରନ୍ତ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଥିଲା।…

ମା’ ସମଲେଶ୍ୱରୀଙ୍କ ଦୁର୍ଲଭ ଧବଳମୁଖୀ ବେଶ; ଜାଣନ୍ତୁ ମହତ୍ତ୍ବ

ସମ୍ବଲପୁର:ପବିତ୍ର ମହାଳୟା ଅବସରରେ ମାଆ ସମଲେଶ୍ୱରୀଙ୍କ ଧବଳମୁଖୀ ବେଶ । ମା' ସିନ୍ଦୁର ମୁହିଁ ବେଶରେ ଦର୍ଶନ ଦେଉଥିବା ବେଳେ କେଵଳ ଆଜିର ଦିନରେ ମା' ସମଲେଶ୍ୱରୀ ଧବଳମୁଖୀ ବେଶରେ ଦର୍ଶନ ଦେଇଥାନ୍ତି । ପ୍ରତିବର୍ଷ ପିତୃପକ୍ଷର ଶେଷ ଦିନ ଅର୍ଥାତ୍ ମହାଳୟା ଅମାବାସ୍ୟା ଅବସରରେ ଧବଳମୁଖୀ ବେଶରେ…

ନିର୍ବାଚନ ପୂର୍ବରୁ ଦୁଇ ଅଣଛାତ୍ର ଗୋଷ୍ଠୀ ମଧ୍ୟରେ ଛୁରାମାଡ଼

ଉମରକୋଟ:ନବରଙ୍ଗପୁର ଜିଲ୍ଲାର ଉମରକୋଟରେ କଲେଜ ନିର୍ବାଚନକୁ କେନ୍ଦ୍ର କରି ଉତ୍ତେଜନା । କଲେଜରେ ଛାତ୍ର ସଂସଦ ନିର୍ବାଚନ ପ୍ରସ୍ତୁତି ବେଳେ କଲେଜ କ୍ୟାମ୍ପସ ବାହାରେ ଗତକାଲି ଦୁଇ ଅଣଛାତ୍ର ଗୋଷ୍ଠୀ ମଧ୍ୟରେ କୌଣସି କାରଣକୁ ନେଇ ବଚସା ହୋଇଥିଲା। ଦୁଇ ଅଣଛାତ୍ର ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଛି…

ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛରଙ୍କ ଉପରେ ଆକ୍ରମଣ ଘଟଣାରେ NIA ପକ୍ଷରୁ UAPA ଓ ଆଣ୍ଟି-ହାଇଜାକିଂ ଆଇନରେ ମାମଲା ରୁଜୁ

ନୂଆଦିଲ୍ଲୀ: ଫ୍ଲାଏଦୁବାଇ ବିମାନର ଭାରତୀୟ ପାଇଲଟ୍ କ୍ୟାପ୍ଟେନ୍ ସ୍ମିତ ମଚ୍ଛରଙ୍କ ଉପରେ ହୋଇଥିବା ଆକ୍ରମଣର ତଦନ୍ତ ପାଇଁ ଭାରତ ସରକାର ପଦକ୍ଷେପ ନେଇଛନ୍ତି। ଜାତୀୟ ତଦନ୍ତକାରୀ ସଂସ୍ଥା ଏହି ମାମଲାରେ ଆଣ୍ଟି-ହାଇଜାକିଂ ଆଇନ ଏବଂ ବେଆଇନ କାର୍ଯ୍ୟକଳାପ ନିବାରଣ ଆଇନ ଅଧୀନରେ ଏକ ମାମଲା ରୁଜୁ…

ସୁନ୍ଦରଗଡ଼ ମୃତ୍ତିକା ସଂରକ୍ଷଣ ଉପ-ନିର୍ଦ୍ଦେଶକଙ୍କ ପାଖରେ କୋଟିକୋଟି ସମ୍ପତି, ଗିରଫ କଲା ଭିଜିଲାନ୍ସ 

ଭୁବନେଶ୍ୱର: ଆୟ ବହର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ବିଭାଗ ସୁନ୍ଦରଗଡ଼ର ମୃତ୍ତିକା ସଂରକ୍ଷଣ ଉପ-ନିର୍ଦ୍ଦେଶକ ତଥା ୱାଟରସେଡ୍ ପ୍ରକଳ୍ପ ନିର୍ଦ୍ଦେଶକ ପ୍ରସନ୍ନ କୁମାର ପାତ୍ରଙ୍କୁ ଗିରଫ କରିଛି। ଏହି ବରିଷ୍ଠ ଅଧିକାରୀଙ୍କୁ ସୁନ୍ଦରଗଡ଼ ସ୍ଥିତ ଭିଜିଲାନ୍ସ ସ୍ୱତନ୍ତ୍ର…