Ama Bus:ମହିଳା ଚଲାଇବେ ‘ଆମ ବସ୍’, ତାଲିମ୍ ପାଇଁ ପୁନେ ଯିବେ
ଭୁବନେଶ୍ବର: ଏଣିକି ମହିଳା ଡ୍ରାଇଭର ଚଲାଇବେ 'ଆମ ବସ୍'। ଏନେଇ ପୁନେରେ ସେମାନଙ୍କୁ ତାଲିମ୍ ଦିଆଯିବ । ଜାନୁଆରୀ ୩୧ରେ ୨୦ ମହିଳା ତାଲିମ୍ ପାଇଁ ପୁନେ ଯିବେ । ନଗର ଉନ୍ନୟନ ମନ୍ତ୍ରୀଙ୍କ 'ଆମ ବସ୍' ସେବା ସମୀକ୍ଷା ବୈଠକରେ ନିଷ୍ପତ୍ତି ହୋଇଛି । ଏଣିକି ପୁରୁଷଙ୍କ ସହ ମହିଳାମାନେ ମଧ୍ୟ ‘ଆମ…