ସ୍କୁଲରେ ଖୁସି ରହିବାରେ ପୁଅଙ୍କ ତୁଳନାରେ ଆଗରେ ଝିଅ, ହେଲେ କମ୍ ରହୁଛି କନଫିଡେନ୍ସ: ସର୍ଭେ
ବ୍ୟୁରୋ: ପାଠପଢା ମଝିରେ ଝିଅଙ୍କର କମିଯାଉଛି ଆତ୍ମବିଶ୍ୱାସ । ଏକ ସର୍ଭେ ରିପୋର୍ଟରେ ଏପରି ଚାଂଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି । ସ୍କୁଲ ଯିବା , ପାଠପଢିବା ଏବଂ ସ୍କୁଲରେ ଖୁସି ରହିବା କ୍ଷେତ୍ରରେ ପୁଅଙ୍କ ତୁଳନାରେ ଝିଅ ସବୁବେଳେ ଆଗରେ ରହୁଥିବା ବେଳେ ଆତ୍ମବିଶ୍ୱାସ ମାମଲାରେ ଝିଅ ଟିକେ…