ଏସିଆନ୍ ଚାମ୍ପିଅନ୍ସ ଟ୍ରଫି ୨୦୨୬: ଓହରିଗଲା ପାକିସ୍ତାନ, ବାଂଲାଦେଶକୁ ମିଳିଲା ସୁଯୋଗ
ମୋହାଲି : ଆସନ୍ତା ଏସିଆନ୍ ଚାମ୍ପିଅନ୍ସ ଟ୍ରଫି ୨୦୨୬ ହକି ଟୁର୍ଣ୍ଣାମେଣ୍ଟରୁ ପାକିସ୍ତାନ ନିଜର ନାମ ପ୍ରତ୍ୟାହାର କରିନେଇଛି । ଏହି ଟୁର୍ଣ୍ଣାମେଣ୍ଟ ଭାରତର ପଞ୍ଜାବରେ ଆୟୋଜିତ ହେବାକୁ ଥିବାବେଳେ, ନିରପେକ୍ଷ ସ୍ଥାନରେ ମ୍ୟାଚ୍ ଖେଳିବା ପାଇଁ ପାକିସ୍ତାନ କରିଥିବା ଦାବିକୁ ଏସୀୟ ହକି ମହାସଂଘ…