Latest Odisha News

BREAKING NEWS

Yearly Archives

2026

ଈଶାନ କିଶାନ ଖେଳିବା ନେଇ ସୂଚନା ଦେଲେ ସୂର୍ଯ୍ୟକୁମାର

ନାଗପୁର: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜ ବୁଧବାରଠାରୁ ଆରମ୍ଭ ହେବ । ଟି୨୦ ବିଶ୍ୱକପ ପ୍ରସ୍ତୁତିର ଅନ୍ତିମ ରୂପରେଖ ପାଇଁ ଏହି ସିରିଜ ବେଶ ଗୁରୁତ୍ୱପୂର୍ଣ୍ଣ ରହିଛି । ଟିମ ଇଣ୍ଡିଆ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଯୁବ ବିସ୍ଫୋରକ ବ୍ୟାଟ୍ସମ୍ୟାନ ଈଶାନ…

AIIMS New Delhi: ୧୩ ମାସରେ ହଜାରରୁ ଅଧିକ ରୋବୋଟିକ୍ ଅସ୍ତ୍ରୋପଚାର…ଦିଲ୍ଲୀ AIIMSର ଇତିହାସ ସୃଷ୍ଟି

ନୂଆଦିଲ୍ଲୀ: ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ) ଶଲ୍ୟଚିକିତ୍ସା(ସର୍ଜରୀ) କ୍ଷେତ୍ରରେ ଏକ ପ୍ରମୁଖ ସଫଳତା ହାସଲ କରିଛି । AIIMSର ଶଲ୍ୟଚିକିତ୍ସା ବିଭାଗ ଗତ ୧୩ ମାସ ମଧ୍ୟରେ ୧୦୦୦ ରୁ ଅଧିକ ରୋବୋଟିକ୍ ଅସ୍ତ୍ରୋପଚାର କରିଛି। ଏହା ଦେଶରେ ସବୁଠାରୁ କମ୍ ସମୟ ମଧ୍ୟରେ ସର୍ବାଧିକ…

ଟ୍ରମ୍ପ ଆମେରିକାର ସବୁଠୁ ବଡ ଦୁର୍ନୀତିଗ୍ରସ୍ତ ରାଷ୍ଟ୍ରପତି; କାହିଁକି ଏଭଳି କହିଲେ ବ୍ରିଟିଶ ସାଂସଦ

ନୂଆଦିଲ୍ଲୀ: ଆମେରିକାର ବୈଦେଶିକ ନୀତିକୁ କଡା ନିନ୍ଦା କରି ଜଣେ ବ୍ରିଟିଶ ସାଂସଦ ଟ୍ରମ୍ପଙ୍କୁ ଆମେରିକାର ସବୁଠାରୁ ଦୁର୍ନୀତିଗ୍ରସ୍ତ ରାଷ୍ଟ୍ରପତି ବୋଲି କହିବା ସହ ତାଙ୍କୁ ଏକ ଅନ୍ତର୍ଜାତୀୟ ଗ୍ୟାଙ୍ଗଷ୍ଟର ମଧ୍ୟ କହିଛନ୍ତି। ସଂସଦରେ ବ୍ରିଟିଶ ସରକାରଙ୍କୁ ସମ୍ବୋଧିତ କରି, ଏଡ୍ ଡେଭି…

ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରେ ଓଡ଼ିଆ ସାହିତ୍ୟିକଙ୍କ କାର୍ଯ୍ୟକ୍ରମ ବାତିଲ; ଓଡ଼ିଶା ସରକାରଙ୍କ ଉପରେ ବର୍ଷିଲା ବିଜେଡି…

ଭୁବନେଶ୍ୱର: ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରେ ଓଡ଼ିଆ ସାହିତ୍ୟିକଙ୍କ କାର୍ଯ୍ୟକ୍ରମ ବାତିଲ ଘଟଣାରେ ଓଡ଼ିଶା ସରକାରଙ୍କ ଉପରେ ବର୍ଷିଲା ବିଜେଡି। ସୂଚନା ଅନୁଯାୟୀ, ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରେ ପ୍ରତିଷ୍ଠିତ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଚେୟାର ତରଫରୁ ସନ୍ଥକବି ଭୀମ ଭୋଇଙ୍କ ଉପରେ…

ଲଭ ଆଣ୍ଡ ୱାର: ଲିକ ହେଲା ରଣବୀର-ଆଲିଆଙ୍କ ଲୁକ

ମୁମ୍ବାଇ: ଆନିମଲର ସଫଳତା ପରେ ଏବେ ରଣବୀର କାପୁରଙ୍କ ଆଗାମୀ ଫିଲ୍ମ ଲଭ ଆଣ୍ଡ ୱାର ଉପରେ ସମସ୍ତଙ୍କ ନଜର ରହିଛି । ମଙ୍ଗଳବାର ରଣବୀର ଓ ଆଲିଆ ଭଟ୍ଟଙ୍କ ଲୁକ ଲିକ ହୋଇଛି । ଯାହାକି ଖୁବ କମ ସମୟରେ ଭାଇରାଲ ହୋଇଛି । ସଞ୍ଜୟ ଲୀଲା ଭନ୍ସାଲୀଙ୍କ ନିର୍ଦ୍ଦେଶନାରେ ନିର୍ମିତ ହେଉଥିବା ଏହି ଫିଲ୍ମର…

ରାଉରକେଲା ବିମାନ ଦୁର୍ଘଟଣା; ସୁସ୍ଥ ହୋଇ ଘରକୁ ଫେରିଲେ ପାଇଲଟ

ରାଉରକେଲା: ଗତ ଜାନୁଆରୀ ୧୦ରେ ରାଉରକେଲାରେ ଏକ ବିମାନ ଦୁର୍ଘଟଣା ହୋଇଥିଲା। ଯେଉଁଥିରେ ପାଇଲଟ୍ କ୍ୟାପ୍ଟେନ୍ ନବୀନ କଡାଙ୍ଗା ନିଜ ଦକ୍ଷତା ଦ୍ଵାରା ବିମାନକୁ ଜରୁରୀକାଳୀନ ଅବତରଣ କରାଇଥିଲେ। ଯାହାଫଳରେ ହେବାକୁ ଥିବା ଦୁର୍ଘଟଣା ଅଳ୍ପକେ ବର୍ତ୍ତି ଯାଇଥିଲା। ଏହି ଦୁର୍ଘଟଣାରେ ତାଙ୍କ…

Jatra actor piyush: କୋର୍ଟ ଦେଲେ ଅନୁମତି, ପୁଣି ମଞ୍ଚରେ ଦମ ଦେଖାଇବେ ପୀୟୂଷ

ଭୁବନେଶ୍ୱର: ଏବେ ଯାତ୍ରା ମଞ୍ଚ ଚଢ଼ିବାକୁ ଅଭିନେତା ପୀୟୂଷ ତ୍ରିପାଠୀଙ୍କୁ ଅନୁମତି ମିଳିଛି । ଭୁବନେଶ୍ବର କୋର୍ଟ ଅନୁମତି ଦେଇଥିବା ପୀୟୂଷଙ୍କ ଓକିଲ କହିଛନ୍ତି। ପୀୟୂଷଙ୍କ ଉପରେ ଲାଗିଥିବା ଅନ୍ତରୀଣ ରହିତାଦେଶ କୋର୍ଟ ଉଠାଇଥିବା ଜଣାପଡିଛି । ଯାତ୍ରା ପାର୍ଟି ସହ ଚୁକ୍ତି ଖିଲାପକୁ ନେଇ…

ସାବରିମାଳା ମନ୍ଦିର ସୁନା ଚୋରି ମାମଲା; ୨୧ ସ୍ଥାନରେ ଇଡି ରେଡ୍

ନୂଆଦିଲ୍ଲୀ: ସାବରିମାଳା ମନ୍ଦିରର ସୁନା ଚୋରି ମାମଲାରେ ତଦନ୍ତ କରି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମଙ୍ଗଳବାର ଦିନ କେରଳ, କର୍ଣ୍ଣାଟକ ଏବଂ ତାମିଲନାଡୁର ପ୍ରାୟ ୨୧ ଟି ସ୍ଥାନରେ ଚଢାଉ କରିଥିବା ନେଇ ସୂଚନା ମିଳିଛି। ଏହି ସମସ୍ତ ଚଢାଉ ମନି ଲଣ୍ଡରିଂ ନିବାରଣ ଆଇନ (PMLA) ଅନୁଯାୟୀ କରାଯାଇଥିବା…

ରାଜଧାନୀରେ ଚାଞ୍ଚଲ୍ୟ, ପାର୍କିଂ ପାଇଁ ମନା କରିବାରୁ ନିର୍ଦ୍ଧୁମ ପିଟିଲେ

ଭୁବନେଶ୍ୱର: ଭୁବନେଶ୍ୱରର ବ୍ୟସ୍ତବହୁଳ ୟୁନିଟ୍-୩ ଅଞ୍ଚଳରେ ପାର୍କିଂକୁ ନେଇ ବିବାଦ ଦେଖାଯାଇଛି। ସ୍ଥିତି ଏଭଳି ଯେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି। ଏହି ଘଟଣା ଖାରବେଳ ନଗରର କେଶରୀ ଟକିଜ୍ ପଛରେ ଥିବା ଏକ ନୋ ପାର୍କିଂ ଜୋନରେ ଘଟିଥିଲା। ସୂଚନା ଅନୁଯାୟୀ, ବିକାଶ ଦାସ ନାମକ ଜଣେ…

Khandagiri Jatra: ଖଣ୍ଡଗିରି ଯାତ୍ରାରେ ଅଶ୍ଳିଳତା ପ୍ରଦର୍ଶନ କଲେ ବାତିଲ ହେବ ଏନଓସି…

ଭୁବନେଶ୍ୱର: ଜାନୁଆରୀ ୨୭ରୁ ଆରମ୍ଭ ହେବ ଖଣ୍ଡଗିରି ମେଳା । ଏହା ଫେବୃଆରୀ ୭ ପର୍ଯ୍ୟନ୍ତ ଚାଲିବ । ଏହି ସମୟରେ ଖଣ୍ଡଗିରେରେ କମ୍ପିବ ଯାତ୍ରା ମହାସମର । ସବୁ ଯାତ୍ରା ପାର୍ଟି ନିଜର ସବୁଠୁ ବେଷ୍ଟ ନାଟକ ଏଠାରେ ପରିବେଷଣ କରିବେ । ଏହାରି ଭିତରେ ଖଣ୍ଡଗିରି ଯାତ୍ରା ପାଇଁ ଏସଓପି ଆଣିଛି ବିଏମସି…