Latest Odisha News

BREAKING NEWS

Yearly Archives

2026

ସୁରକ୍ଷାକର୍ମୀଙ୍କ ଗୁଳିରେ ୬ ହାର୍ଡକୋର ମାଓବାଦୀ ନିହତ, ଅନେକ ଅତ୍ୟାଧୁନିକ ବନ୍ଧୁକ ଜବତ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲ୍ଲାରେ ଏନକାଉଣ୍ଟର । ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୬ ଜଣ ହାର୍ଡକୋର ମାଓବାଦୀ । ନିହତ ମାଓବାଦୀଙ୍କ ମଧ୍ୟରେ ଚାରି ଜଣ ମହିଳା ଓ ଦୁଇ ଜଣ ପୁରୁଷ ଥିବା ଜଣାପଡିଛି । ସେମାନଙ୍କ ନିକଟରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର…

୩ଟି ମ୍ୟାଚ ବଦଳାଇ ଦେଇପାରେ ଶ୍ରେୟାଶଙ୍କ ଭାଗ୍ୟ

ନୂଆଦିଲ୍ଲୀ: ଭାରତୀୟ ଦିନିକିଆ କ୍ରିକେଟ ଟିମର ଉପ ଅଧିନାୟକ ଶ୍ରେୟାଶ ଆୟାର ଟି୨୦ ଟିମରେ ସ୍ଥାନ ହାସଲ କରିପାରିଛନ୍ତି । ନ୍ୟୁଜିଲାଣ୍ଡ ବିପକ୍ଷ ଟି୨୦ ସିରିଜରେ ପ୍ରଥମ ୩ଟି ମ୍ୟାଚ ସେ ଖେଳିବେ । ତିଳକ ବର୍ମା ଆଘାତପ୍ରାପ୍ତ ହେବା ଯୋଗୁ ତାଙ୍କୁ ଏହି ସୁଯୋଗ ମିଳିଛି । ଆଗକୁ ଟି୨୦ ବିଶ୍ୱକପ…

SRK Viral Video: ମଞ୍ଚ ଉପରେ ଶାହରୁଖ ଖାନଙ୍କ ସହ ଏକ ସେଲଫି ନେବାକୁ ଚାହୁଁଥିଲେ ପ୍ରଶଂସକ, କିନ୍ତୁ ହାତରୁ ଫୋନ୍…

ମୁମ୍ବାଇ: ଶାହାରୁଖ ଖାନ ସମ୍ପ୍ରତି ସାଉଦି ଆରବର ରିୟାଦରେ ଜୟ ପୁରସ୍କାରରେ ଯୋଗ ଦେଇଥିଲେ, ଯେଉଁଠାରେ ତାଙ୍କର ଅନେକ ଭିଡିଓ ଏବଂ ଫଟୋ ସୋସିଆଲ ମିଡିଆରେ ଶୀଘ୍ର ଭାଇରାଲ ହୋଇଥିଲା। ଏକ କ୍ଲିପ୍ ଇଣ୍ଟରନେଟର ଦୃଷ୍ଟି ଆକର୍ଷଣ କରିଥିଲା, ଯେଉଁଥିରେ ସୁପରଷ୍ଟାର ଷ୍ଟେଜରେ ଜଣେ ପ୍ରଶଂସକଙ୍କ ଫୋନ୍…

ଅନ୍ତର୍ଜାତୀୟ ନିଶା କାରବାରରେ ଓଡ଼ିଶା ଲିଙ୍କ୍‌, ୭ ରାଜ୍ୟର ୨୬ଟି ସ୍ଥାନରେ ଇଡିର ରେଡ୍

ଭୁବନେଶ୍ବର: ଅନ୍ତର୍ଜାତୀୟ ନିଶା କାରବାରରେ ଓଡ଼ିଶା ଲିଙ୍କ୍‌ । ଓଡ଼ିଶା ସମେତ ୭ ରାଜ୍ୟର ୨୬ଟି ସ୍ଥାନରେ ଚଢ଼ଉ କରିଛି ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡ଼ି) । ଗୋଆରୁ ଓଡ଼ିଶାକୁ ଲମ୍ବିଥିବା ନିଶା କାରବାର ଚେର ଖୋଜିବା ସହ ମନି ଲଣ୍ଡରିଂ ମାମଲାର ତଦନ୍ତରୁ ବଡ଼ଧରଣ ରାକେଟ୍‌ ସାମ୍ନାକୁ ଆସିଛି ।…

ବନ୍ଦ ଘରୁ ୫ ଜଣଙ୍କର ମୃତଦେହ ଉଦ୍ଧାର

ସହାରନପୁର: ଉତ୍ତରପ୍ରଦେଶର ସହାରନପୁରରେ ମଙ୍ଗଳବାର ସକାଳେ ସାରସୱାର କୌଶିକ ବିହାର କଲୋନିରେ ଏକ ବନ୍ଦ ଘର ଭିତରେ ଗୋଟିଏ ପରିବାରର ପାଞ୍ଚ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ଏସ୍‌ପି (ଗ୍ରାମାଞ୍ଚଳ ପୁଲିସ) ଦଳ ସହିତ ପହଞ୍ଚି ତଦନ୍ତ କରିଛନ୍ତି। ପ୍ରାଥମିକ ତଦନ୍ତରେ ମାମଲାକୁ ଆତ୍ମହତ୍ୟା ବୋଲି

ଅଶ୍ଳୀଳ ଭିଡିଓ ଭାଇରାଲ ଘଟଣା; କର୍ଣ୍ଣାଟକର ଡିଜିପି ରାଙ୍କ ଅଫିସର ନିଲମ୍ବିତ…

ନୂଆଦିଲ୍ଲୀ: କର୍ଣ୍ଣାଟକ ଡିଜିପି ରାଙ୍କ ଅଫିସର ରାମଚନ୍ଦ୍ର ରାଓଙ୍କ ଏକ ଅଶ୍ଳୀଳ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ସେ ଅନେକ ମହିଳାଙ୍କ ସହ ଆପତ୍ତିଜନକ ସ୍ଥିତିରେ ନଜର ଆସିଛନ୍ତି। ଏହି ଭିଡିଓ ଡିଜିପିଙ୍କ କାର୍ଯ୍ୟାଳୟର ସିସିଟିଭି କ୍ୟାମେରାରେ ରେକର୍ଡ ହୋଇଥିବା…

Republic Day 2026: ଗଣତନ୍ତ୍ର ଦିବସରେ କିଏ, କେଉଁଠି କରିବେ ପତାକା ଉତ୍ତୋଳନ…

ଭୁବନେଶ୍ୱର: ଆସନ୍ତା ଜାନୁଆରୀ ୨୬ ତାରିଖରେ ଗଣତନ୍ତ୍ର ଦିବସ ପାଳନ ପାଇଁ ସରକାର ପ୍ରସ୍ତୁତ ହେଉଛନ୍ତି। ରାଜ୍ୟପାଳ ହରି ବାବୁ କମ୍ଭମପାଟି ଭୁବନେଶ୍ୱରରେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଆନୁଷ୍ଠାନିକ ଭାବରେ ଅଭିବାଦନ ଗ୍ରହଣ କରିବା ନେଇ ସୋମବାର ସୂଚନା ଦିଆଯାଇଛି। ଗୃହ ବିଭାଗ ଦ୍ୱାରା ଜାରି…

‘Nitin Nabin My Boss’: ନବୀନଙ୍କୁ ନିଜ ବସ୍ କହିଲେ ମୋଦି, ନିଜକୁ କହିଲେ ତାଙ୍କ ତଳେ କାମ କରୁଥିବା…

ନୂଆଦିଲ୍ଲୀ: 'ନୀତିନ ନବୀନ ମୋ ବସ୍' 'ମୁଁ ତାଙ୍କ ନେତୃତ୍ୱରେ କାମ କରୁଥିବା ଜଣେ କର୍ମୀ' ନୂତନ ବିଜେପି ଜାତୀୟ ସଭାପତିଙ୍କୁ ସ୍ୱାଗତ କରି ନିଜ ଭାଷଣରେ ମନ ମୋହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନିଜକୁ କହିଲେ ସାଧାରଣ ଦଳୀୟ କର୍ମୀ। ନୀତିନ ନବୀନଙ୍କ ନେତୃତ୍ବରେ କରିବେ ସେ କାମ।…

ବ୍ୟାଡମିଂଟନରୁ ଅବସର ଘୋଷଣା କଲେ ସାଇନା

ନୂଆଦିଲ୍ଲୀ: ଭାରତର ମହାନ ବ୍ୟାଡମିଂଟନ ଖେଳାଳି ତଥା ଅଲିମ୍ପିକ ପଦକ ବିଜେତା ସାଇନା ନେହ୍ୱାଲ ଅବସର ଘୋଷଣା କରିଛନ୍ତି । ଦୀର୍ଘ ଦିନ ହେବ ଏହି ଷ୍ଟାର ମହିଳା ଖେଳାଳି ଆଂଠୁ ସମସ୍ୟାରେ ପଡିଥିଲେ । ବର୍ତମାନ ଶରୀର ମୋତେ ଆଉ ସହଯୋଗ କରୁନି । ଅବସର ନେବା ପାଇଁ ମୁଁ ବାଧ୍ୟ ହୋଇଛି ବୋଲି ସେ…

Acid Attack: ୧୪ ବର୍ଷୀୟ ନାବାଳିକା ଉପରେ ଏସିଡ୍‌ ଆକ୍ରମଣ

ଜୟପୁର: ରାଜସ୍ଥାନରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ଯୁବକ ଜଣେ ୧୪ ବର୍ଷୀୟ ଝିଅକୁ ଏସିଡ୍ ଆକ୍ରମଣ କରିଛି। ୧୯ ବର୍ଷୀୟ ଯୁବକ କେବଳ ଆକ୍ରମଣର ଷଡ଼ଯନ୍ତ୍ର କରିନଥିଲେ ବରଂ ଖସିଯିବା ପାଇଁ ବିସ୍ତୃତ ଯୋଜନା ମଧ୍ୟ କରିଥିଲେ। ୧୪ ବର୍ଷୀୟ ଝିଅଟି ଏକ ବିବାହ ଉତ୍ସବରେ ଯାଇଥିଲା,