Latest Odisha News

BREAKING NEWS

Yearly Archives

2026

ପାଠ୍ୟ ପୁସ୍ତକ ଉତ୍ପାଦନ ଓ ବିପଣନ କାର୍ଯ୍ୟାଳୟରେ ବୟସ ଜାଲିଆତି ଅଭିଯୋଗ; ଚାକିରି ଅବଧି ବଢ଼ାଇବାକୁ… 

ଭୁବନେଶ୍ବର: ଓଡ଼ିଶା ପାଠ୍ୟ ପୁସ୍ତକ ଉତ୍ପାଦନ ଓ ବିପଣନ କାର୍ଯ୍ୟାଳୟ (ଟିବିପିଏମ୍)ରେ ନିଯୁକ୍ତି ପ୍ରକ୍ରିୟାରେ ବ୍ୟାପକ ଜାଲିଆତି ହୋଇଥିବା ଅଭିଯୋଗ ହୋଇଛି। ବେସରକାରୀ ଭାବେ କାମ କରିବା ପରେ ୨୦୧୪ ମସିହାରେ ଟେକ୍ଟବୁକ୍ ପ୍ରିଣ୍ଟିଂ ପ୍ରେସ୍ ମଜଦୁର ସଂଘ ସେମାନଙ୍କୁ ସରକାରୀ ବେତନ ସହ…

Nana Patekar Dialogues: ଡାଏଲଗ୍ କହୁନଥିଲେ, ଚରିତ୍ର ଜୀବନ୍ତ କରୁଥିଲେ ନାନା! ‘ଏ ଦୁଃଖ୍ କାହେ ଖତମ୍ ନେହିଁ ହୋତା…

ମୁମ୍ବାଇ: ଅଫେରା ରାଇଜରେ ନାନା ପାଟେକର । ହେଲେ ଆଜି ବି କାନରେ ଶୁଭୁଛି ତାଙ୍କ ନିଚ୍ଛକ ଦମଦାର ଡାଇଲଗ୍ । ପରଦାରେ ନାନା ପାଟେକର ଯେତେବେଳେ କଥା କହୁଥିଲେ, ତାହା କେବଳ ଏକ ଡାଏଲଗ୍ ହୋଇ ରହୁନଥିଲା, ବରଂ ଦର୍ଶକଙ୍କ ମନରେ ଛାପ ଛାଡ଼ି ଯାଉଥିଲା। ତାଙ୍କର ସ୍ୱତନ୍ତ୍ର ସ୍ୱର, ଡାଏଲଗ୍ କହିବାର…

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍; ଦମ୍ପତି ମୃତ

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଅନ୍ତର୍ଗତ ଖଡିଆଳ ଅଞ୍ଚଳରେ ଥିବା ଜାତୀୟ ରାଜପଥ-୩୫୩ (NH-353) ଉପରେ ଗୁରୁବାର ଦିନ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଦମ୍ପତିଙ୍କ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ସକାଳ ସମୟରେ ଖଡିଆଳ ଥାନା ଅଧୀନ ତିଖାଲି ଛକ ନିକଟରେ ଏହି ଦୁର୍ଘଟଣା…

Nana Patekar in Army: ଫିଲ୍ମ ଛାଡ଼ି ସୀମାରେ ପହଞ୍ଚିଥିଲେ ନାନା! କେବଳ ପରଦାରେ ନୁହେଁ, ସତରେ କାରଗିଲରେ ପାକିସ୍ତାନ…

ମୁମ୍ବାଇ: ପରଦାରେ ନାନା ପାଟେକରଙ୍କୁ ଅନେକଥର ସୈନିକ ଭୂମିକାରେ ଦେଖିଛନ୍ତି ଦର୍ଶକ। କିନ୍ତୁ ନାନା ପାଟେକରଙ୍କ ଦେଶପ୍ରେମ କେବଳ ସିନେମା ପରଦା ଭିତରେ ସୀମିତ ନଥିଲା। ଜଣେ ଅଭିନେତା ଭାବେ ନୁହେଁ, ବରଂ ଜଣେ ସେନା ଅଧିକାରୀ ଭାବେ ମଧ୍ୟ ସେ ଦେଶ ପାଇଁ ସେବା କରିଥିଲେ। ୧୯୯୯ ମସିହାର କାରଗିଲ…

ଗଞ୍ଜାମରେ ଟିପିଏସ୍ଓଡିଏଲ୍‌ର ମେଗା ‘ସେବା ସେତୁ’ କ୍ୟାମ୍ପ…

ବ୍ରହ୍ମପୁର: ଗଞ୍ଜାମରେ ଟିପିଏସ୍ଓଡିଏଲ୍‌ର ମେଗା ‘ସେବା ସେତୁ’ କ୍ୟାମ୍ପ ଆୟୋଜିତ କରାଯାଇଛି। ରୁଫଟପ୍ ସୋଲାର ସମ୍ପର୍କିତ ସୂଚନା ଓ ସୁବିଧାକୁ ଉପଭୋକ୍ତାଙ୍କ ନିକଟରେ ପହଞ୍ଚାଇବା ଲକ୍ଷ୍ୟରେ ମାସବ୍ୟାପୀ ‘ସେବା ସଙ୍କଳ୍ପ ଅଭିଯାନ’ର ଅଂଶ ଭାବେ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍…

Nana Patekar’s Real Name: ‘ନାନା’ ନଥିଲା ତାଙ୍କ ପ୍ରକୃତ ନାଁ; ମାଆଙ୍କ ବନ୍ଧୁଙ୍କ ସ୍ନେହର ଡାକ…ଆଜି ସେହି…

ମୁମ୍ବାଇ: ପରଦାରେ ତାଙ୍କ ଡାଏଲଗ୍ ଶୁଣିଲେ ଥରି ଉଠୁଥିଲା ଦର୍ଶକଙ୍କ ମନ। ତାଙ୍କ ଅଭିନୟରେ ଥିଲା ରାଗ, ଭାବନା ଓ ଜୀବନର ବାସ୍ତବ ଚିତ୍ର। କିନ୍ତୁ ଯେଉଁ ‘ନାନା’ ନାଁରେ ତାଙ୍କୁ ସାରା ଦେଶ ଜାଣିଥିଲା, ସେ ନାଁ ପଛରେ ଲୁଚିଥିଲା ଏକ ଛୋଟ ହେଲେ ବି ଖୁବ୍ ଭାବପ୍ରବଣ କାହାଣୀ। ବଲିଉଡ୍ ଓ ମରାଠୀ…

ସାଉଦି ବିମାନବନ୍ଦର ଉପରେ ହୁତି ଆକ୍ରମଣ: ୩ ମୃତ, ୩୬ ଆହତ

ରିୟାଦ: ସାଉଦି ଆରବର ଦୁଇଟି ପ୍ରମୁଖ ବିମାନବନ୍ଦର ଉପରେ ହୋଇଥିବା ଭୟଙ୍କର ଆକ୍ରମଣରେ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩୬ ଜଣ ଗୁରୁତର ଆହତ ହୋଇଛନ୍ତି। ରାଜଧାନୀ ରିୟାଦସ୍ଥିତ ‘ କିଙ୍ଗ ଖାଲିଦ୍ ଆନ୍ତର୍ଜାତୀୟ ବିମାନବନ୍ଦର’ ଏବଂ ‘ଆଭା ଆନ୍ତର୍ଜାତୀୟ ବିମାନବନ୍ଦର’କୁ ଲକ୍ଷ୍ୟ କରି ୟେମେନର…

ଇଣ୍ଡିଆ ମେଣ୍ଟ ପକ୍ଷରୁ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ପାଳନ, କଂଗ୍ରେସର ରେଳରୋକ୍

ଭୁବନେଶ୍ୱର: କଂଗ୍ରେସ ପକ୍ଷରୁ ଗୁରୁବାର ଦିନ ଡକାଯାଇଥିବା ୧୨ ଘଣ୍ଟିଆ 'ଓଡ଼ିଶା ବନ୍ଦ' ଯୋଗୁଁ ରାଜଧାନୀ ଭୁବନେଶ୍ୱରରେ ଜନଜୀବନ ପ୍ରଭାବିତ ହୋଇଛି। ଏହି ବନ୍ଦକୁ 'ଇଣ୍ଡିଆ' (INDIA) ମେଣ୍ଟର ଅନ୍ୟ ଦଳଗୁଡ଼ିକ ମଧ୍ୟ ସମର୍ଥନ ଜଣାଇଥିଲେ। ତେବେ ୪ ଦଫା ଦାବି ନେଇ ସକାଳ ୬ରୁ ସଂଧ୍ୟା ୬ଟା ଯାଏଁ…

ଆରପାରିରେ ବଲିଉଡ ଭେଟେରାନ ଅଭିନେତା ନାନା ପାଟେକର; ୭୫ ବର୍ଷରେ ଗୋଆରେ…

ମୁମ୍ବାଇ: ପ୍ରସିଦ୍ଧ ବଲିଉଡ ଅଭିନେତା ନାନା ପାଟେକରଙ୍କ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ହୋଇଥିଲା। ମିଡ଼ିଆ ସୂଚନା ଅନୁଯାୟୀ, ନାନା ପାଟେକରଙ୍କୁ ତାଙ୍କ ଗୋଆ ଘରେ ଅଚେତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ଏହାପରେ ତାଙ୍କୁ ହସ୍ପିଟାଲକୁ ନିଆଯାଇଥିଲା, ଯେଉଁଠାରେ…

ଆଫଗାନିସ୍ତାନରେ ତାଲିବାନର ନିଷ୍ଠୁରତା: ୬୫ରୁ ଅଧିକ ବାଦ୍ୟଯନ୍ତ୍ର ପୋଡ଼ିଲେ ତାଲିବାନ୍

କାବୁଲ: ଉତ୍ତର ଆଫଗାନିସ୍ତାନର ଜୋଜଜାନ ପ୍ରଦେଶରେ ତାଲିବାନ ପ୍ରଶାସନ ପୁଣିଥରେ ନିଜର କଠୋର ନିୟମ ଜାହିର କରିଛି। ସଙ୍ଗୀତ ଓ ମନୋରଞ୍ଜନ ଉପରେ କଟକଣା ଲଗାଇବା ଅଭିଯାନର ଭାଗ ସ୍ୱରୂପ ସେଠାକାର ନୈତିକତା ମନ୍ତ୍ରଣାଳୟର ଅଧିକାରୀମାନେ ଜବତ ହୋଇଥିବା ୬୫ରୁ ଅଧିକ ବାଦ୍ୟଯନ୍ତ୍ରକୁ ନିଆଁ ଲଗାଇ ପୋଡ଼ି…