Odisha-Andhra police face off: କୋଟିଆରେ ଉଗ୍ର ରୂପ ନେଇଛି ସୀମା ବିବାଦ;ପ୍ରଶାସନ-ପୋଲିସର ବିରୋଧ ପରେ ପଛଘୁଞ୍ଚା…
କୋଟିଆ:ବ୍ୟାରିକେଡ୍ ଭାଙ୍ଗି ଓଡ଼ିଶା ସୀମାକୁ ଧସେଇ ପଶିବାକୁ ଉଦ୍ୟମ କରୁଥିବା ଆନ୍ଧ୍ର ପୋଲିସ ଓ ସମର୍ଥକଙ୍କୁ ଅଟକାଇଛି ଓଡ଼ିଶା ପ୍ରଶାସନ ଓ ରାଜ୍ୟ ପୋଲିସ । କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ୍ ଅଧୀନସ୍ଥ ବିବାଦୀୟ କୋଟିଆ ପଞ୍ଚାୟତର ନେରିଡିବାଲସା ଗ୍ରାମରେ ପୁଣି ଥରେ ସୀମା ବିବାଦ ଉଗ୍ର ରୂପ…