Latest Odisha News

BREAKING NEWS

Yearly Archives

2026

ସାମ୍ବାଦିକା ଶିଲା ପଟ୍ଟନାୟକଙ୍କ ପରିବାର ପାଇଁ ୪ ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ସାମ୍ବାଦିକା ଶିଲା ପଟ୍ଟନାୟକ ମୃତ୍ୟୁ ଘଟଣାରେ ସହାୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଦୁର୍ଘଟଣାରେ ମୃତ ସାମ୍ବାଦିକା ଶିଲା ପଟ୍ଟନାୟକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ସହାୟତା ଦିଆଯିବ । ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଏହି ସହାୟତା ଘୋଷଣା କରିଛନ୍ତି…

ବାଂଲାଦେଶ କ୍ରିକେଟର ଆତ୍ମଘାତୀ ପଦକ୍ଷେପ

ନୂଆଦିଲ୍ଳୀ: ରାଜନୀତି ଓ କୂଟନୀତିରେ ଫସିଯାଇଛି ବାଂଲାଦେଶ କ୍ରିକେଟ । ଟି୨୦ ବିଶ୍ୱକପରୁ ଓହରିଯିବା ନିଷ୍ପତି ସବୁ ଦିଗରୁ ବାଂଲାଦେଶ କ୍ରିକେଟ ବୋର୍ଡର କ୍ଷତି କରିବ । ୨୦୦୦ରେ ଟେଷ୍ଟ କ୍ରିକେଟ ଖେଳିବା ପାଇଁ ଯୋଗ୍ୟତା ଅର୍ଜନ କରିଥିବା ବାଂଲାଦେଶର ଭବିଷ୍ୟତ ରାସ୍ତା ନିଶ୍ଚିତ ଭାବେ ଅନ୍ଧକାରକୁ…

UP To Blackout: ଆଜି ସନ୍ଧ୍ୟା ୬ଟାରେ ପୁରା ଅନ୍ଧାର ହୋଇଯିବ ଉତ୍ତର ପ୍ରଦେଶ, ଏମିତି କ’ଣ କରିବାକୁ ଯାଉଛନ୍ତି…

ଲକ୍ଷ୍ନୌ: ଶୁକ୍ରବାର ସନ୍ଧ୍ୟା ୬ ଟାରେ ଅନ୍ଧକାରରେ ଛାଇଯିବ ପୁରା ଉତ୍ତରପ୍ରଦେଶ। ଜରୁରୀକାଳୀନ ପରିସ୍ଥିତିର ପ୍ରସ୍ତୁତି ପାଇଁ ଆଜି ଉତ୍ତର ପ୍ରଦେଶର ସମସ୍ତ ଜିଲ୍ଲାରେ ମକ୍ ଡ୍ରିଲ୍ କରାଯିବ। ସନ୍ଧ୍ୟା ୬ଟାରେ ସମଗ୍ର ଉତ୍ତର ପ୍ରଦେଶରେ ଏକକାଳୀନ ବ୍ଲାକଆଉଟ୍ ଲାଗୁ କରାଯିବ, ଯାହା ସମଗ୍ର…

ତାମିଲନାଡୁ ଗଡ ହାତେଇବାକୁ ଏନଡିଏର କସରତ, ଚର୍ଚ୍ଚାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ରାଲି ମେଣ୍ଟ…

ଚେନ୍ନାଇ: ତାମିଲନାଡୁ ବିଧାନସଭା ନିର୍ବାଚନକୁ ମାତ୍ର ଚାରି ମାସ ବାକି ଥିବା ବେଳେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର (ଜାନୁଆରୀ ୨୩) ଚେନ୍ନାଇରୁ ପ୍ରାୟ ୧୦୦ କିଲୋମିଟର ଦୂର ମଦୁରନ୍ତକମରେ ଏକ ବିଶାଳ ରାଲିରେ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (NDA) ଅଭିଯାନ ଆରମ୍ଭ କରିବେ। ଏହି…

Robot Guinness World Record: ପାଦରେ ଚାଲି ଚାଲି ଗିନିଜ୍ ବିଶ୍ୱ ରେକର୍ଡ କଲା ରୋବୋଟ

ନୂଆଦିଲ୍ଲୀ: ଏବେର ପ୍ରଯୁକ୍ତିବିଦ୍ୟା ଯୁଗରେ ମଣିଷ ଭଳି ସବୁ କାମ କରୁଛି ରୋବୋଟ୍ । କାରଖାନାରେ ଶ୍ରମିକ ଭାବରେ କାମ କରିବା, ଘରେ ରୋଷେଇ କରିବା, କିମ୍ବା ରେଷ୍ଟୁରାଣ୍ଟରେ ଗ୍ରାହକମାନଙ୍କୁ ସେବା ଯୋଗାଇବା ହେଉ, ଏମିତିକି ପିଲା ମଧ୍ଯ ଜନ୍ମ କରିବା...ରୋବୋଟ୍ ଏବେ ଏହି ସମସ୍ତ କାର୍ଯ୍ୟ କରୁଛି।…

Manipur Violence: ମଣିପୁରରେ ପୁଣି ହିଂସା, NIAକୁ ମାମଲା ହସ୍ତାନ୍ତର କଲେ ରାଜ୍ୟପାଳ

ଇମ୍ଫାଲ: ମଣିପୁରରେ ପୁଣି ହିଂସା। ମଣିପୁରର ଚୁରାଚାନ୍ଦପୁର ଜିଲ୍ଲାରେ କୁକି ସଂପ୍ରଦାୟର ଲୋକେମାନେ ମୈତେଇ ସମ୍ପ୍ରଦାୟର ଜଣେ ଯୁବକଙ୍କୁ ଅପହରଣ କରି ଗୁଳି କରି ହତ୍ୟା କରିଛନ୍ତି, ଯାହା ଅଶାନ୍ତ ମଣିପୁରରେ ଉତ୍ତେଜନାକୁ ଆହୁରି ବୃଦ୍ଧି କରିଛି। ହତ୍ୟାର ପ୍ରତିବାଦରେ ମୈତେଇ ସମ୍ପ୍ରଦାୟର…

President Visit Odisha: ରାଷ୍ଟ୍ରପତିଙ୍କ ଗସ୍ତକୁ ତ୍ରୁଟି ଶୂନ୍ୟ କରିବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ଭାରତର ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଫେବୃୟାରୀ ୨ ତାରିଖରୁ ୭ ତାରିଖ ପର୍ଯ୍ୟନ୍ତ ୬ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ପରିପ୍ରେକ୍ଷୀରେ ଏକ ରାଜ୍ୟସ୍ତରୀୟ ପ୍ରସ୍ତୁତି ବୈଠକ ଗୁରୁବାର ସଂଧ୍ୟାରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନସ୍ଥିତ…

Rath Yatra: ରଥଖଳାରେ ପହଞ୍ଚିଲା କାଠ, ମାଘ ପଞ୍ଚମୀରେ ଅନୁକୂଳ ହେବ ରଥକାଠ

ପୁରୀ: ଆଜି ପବିତ୍ର ବସନ୍ତ ପଞ୍ଚମୀ। ଶ୍ରୀପଞ୍ଚମୀ ତଥା ମା’ ସରସ୍ୱତୀ ପୂଜାରେ ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାର ପରମ୍ପରା କ୍ରମେ ରଥକାଠ ଅନୁକୂଳ ହେବ। ମାଘ ମାସ ଶୁକ୍ଳ ପକ୍ଷ ପଞ୍ଚମୀ ତିଥିରେ ରଥଖଳାରେ ପହଞ୍ଚିଲା କାଠ। ଶ୍ରୀଗୁଣ୍ଡିଚା ଯାତ୍ରାର ପ୍ରଥମ ପର୍ବ ହିସାବରେ ଆଜି ଅନୁକୂଳ…

Maoists Killed: ମାଓ ସଂଗଠନକୁ ପୁଣି ବଡ଼ ଝଟକା: ଏନକାଉଣ୍ଟରରେ ଟଳିଲେ ୧୫ ମାଓବାଦୀ

ରାଉରକେଲା: ଭାଙ୍ଗୁଛି ମାଓଗଡ଼। ମାଓ ସଂଗଠନକୁ ଆଉ ଏକ ବଡ଼ ଝଟକା। ଏନକାଉଣ୍ଟରରେ ଟଳିଲେ ୧୫ ମାଓବାଦୀ। ଏମାନଙ୍କ ମଧ୍ୟରେ ୧ କୋଟି ପୁରସ୍କାର ଘୋଷଣା ହୋଇଥିବା ଜଣେ କୁଖ୍ୟାତ ମାଓନେତା ଅନଲଦା ବି ନିହତ ହୋଇଛି। ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ସରଣ୍ଡା ଜଙ୍ଗଲକୁ ନକ୍ସଲମୁକ୍ତ କରିବାକୁ ଝାଡ଼ଖଣ୍ଡ…