Latest Odisha News
Yearly Archives

2026

ରଣଜୀ ଟ୍ରଫି: ଜେଲରୁ ମୁକ୍ତ ହେବା ପରେ ପୋରେଲଙ୍କ ଶତକ, କାନ୍ଦିଲେ ପିଚ୍ ମଝିରେ

ନୂଆଦିଲ୍ଲୀ: ବଙ୍ଗଳାର ଯୁବ ୱିକେଟ୍ କିପର-ବ୍ୟାଟ୍ସମ୍ୟାନ୍ ଅଭିଷେକ ପୋରେଲ୍ ପ୍ରତିଯୋଗିତାମୂଳକ କ୍ରିକେଟ୍‌କୁ ଏକ ଚମତ୍କାର ପ୍ରତ୍ୟାବର୍ତ୍ତନ କରିଛନ୍ତି । ସେ ରଣଜୀ ଟ୍ରଫି ୨୦୨୬-୨୭ ର ପ୍ରଥମ ମ୍ୟାଚ୍‌ରେ ଦିଲ୍ଲୀ ବିପକ୍ଷରେ ଏକ ଶତକ ଅର୍ଜନ କରିଛନ୍ତି । ବିବାଦ, ଆଇନଗତ ଜଟିଳତା ଏବଂ ୩୬ ଦିନ…

ଋଷୀୟ ସେନାରେ କାର୍ଯ୍ୟରତ ତେଲେଙ୍ଗାନା ଯୁବକଙ୍କ ମୃତ୍ୟୁ ଆଶଙ୍କା: ଉଦ୍ଧାର ପାଇଁ ବୈଦେଶିକ ମନ୍ତ୍ରଣାଳୟକୁ ଗୁହାରି କଲା…

ହାଇଦ୍ରାବାଦ: ଋଷିଆ-ୟୁକ୍ରେନ ଯୁଦ୍ଧ ମଝିରେ ଋଷୀୟ ସେନାରେ କାର୍ଯ୍ୟରତ ତେଲେଙ୍ଗାନାର ଜଣେ ୪୩ ବର୍ଷୀୟ ବ୍ୟକ୍ତି ମହମ୍ମଦ ଅଫଜଲ ଖାନ (Mohammed Afzal Khan) ଙ୍କ ମୃତ୍ୟୁ ଘଟିଥିବା ଆଶଙ୍କା କରାଯାଉଛି । ସେ ତେଲେଙ୍ଗାନାର କାମାରେଡ୍ଡୀ ଜିଲ୍ଲାର ବାଂସୱାଡା ଅଞ୍ଚଳର ବାସିନ୍ଦା । ତେବେ ଏହି…

IND-SRI ଦିନିକିଆ: ବଦଳିବନି ଭେନ୍ୟୁ, ବିସିସିଆଇ ଦେଲା ସ୍ପଷ୍ଟୀକରଣ

ବ୍ୟୁରୋ: ଡିସେମ୍ବର ୧୩ରେ ଦିଲ୍ଲୀରେ ହେବ ଭାରତ-ଶ୍ରୀଲଙ୍କା ପ୍ରଥମ ଦିନିକିଆ ମ୍ୟାଚ୍ । ଦିଲ୍ଲୀରୁ ଅହମ୍ମଦାବାଦ୍ ସ୍ଥାନ ପରିବର୍ତ୍ତନ ଖବରକୁ ଖଣ୍ଡନ କଲା ବିସିସିଆଇ । ସ୍ପଷ୍ଟୀକରଣ ରଖିଲେ ସମ୍ପାଦକ ଦେବଜିତ ସାଇକିଆ । ଭାରତ-ଶ୍ରୀଲଙ୍କା ମଧ୍ୟରେ ହେବାକୁ ଥିବା ପ୍ରଥମ ଦିନିକିଆ ମ୍ୟାଚ୍ର ସ୍ଥାନ…

ପ୍ରତିଦିନ ଦୁଗ୍ଧଜାତ ଖାଦ୍ୟ ଖାଉଛନ୍ତି କି? ତଥାପି କାହିଁକି ଦୁର୍ବଳ ହେଉଛି ହାଡ?

ବ୍ୟୁରୋ: ଶରୀରରେ ହାଡର ଘନତ୍ୱ ବା ମଜବୁତି ସାଧାରଣତଃ ୨୦ରୁ ୩୦ ବର୍ଷ ବୟସରେ ହୋଇଥାଏ । ଯେତେବେଳେ ହାଡ ଘନତା ହରାଇ ଦୁର୍ବଳ ହୋଇଯାଏ, ଭାଙ୍ଗିବାର ଆଶଙ୍କା ବୃଦ୍ଧି ପାଏ, ସେତେବେଳେ ଓଷ୍ଟେଓପୋରେସିସ୍ ହୁଏ । ଏହା ସାଧାରଣତଃ ବୟସ୍କ ବ୍ୟକ୍ତି ଏବଂ କିଛି ସ୍ୱାସ୍ଥ୍ୟସମସ୍ୟା ଥିବା ଲୋକଙ୍କ ଠାରେ…

ଚିନାବାଦାମ୍ ସେବନ କଲେ ବଢିିବକି କୋଲେଷ୍ଟ୍ରଲ ? ହୋଇଯିବେ କି ମୋଟା ? ଜାଣନ୍ତୁ କଣ କହୁଛି ଅଧ୍ୟୟନ

ବ୍ୟୁରୋ: ଶରୀରକୁ ସୁସ୍ଥ ରଖିବାକୁ ଛୋଟରୁ ବଡ ସମସ୍ତେ ଏବେ ସତର୍କ । କିଏ ଜିମ୍ ଗଲାଣି ତ କିଏ ହେଲଦି ଖାଇଲାଣି । କିଏ ଓଜନ ବଢାଇବାକୁ ଖାଉଛି ପ୍ରୋଟିନ୍ ତ କିଏ କମାଇବାକୁ କରୁଛି କସରତ । ଏହାରି ଭିତରେ କିନ୍ତୁ ଡାଏଟ୍ ହେଉଛି ସବୁଠୁ ଗୁରୁତ୍ୱପୂଣ୍ଣ ର୍ା ଖାଦ୍ୟପେୟ ଠିକ୍ ରଖିଲେ ଶରୀର ସୁସ୍ଥ…

କଲେଜ ପରିସରରେ ଉତ୍ତେଜନା;ବିଜେଡି-ଭାଜପା ଛାତ୍ର ଗୋଷ୍ଠୀ ମୁହାଁମୁହିଁ,ଘଟଣାସ୍ଥଳରେ ପୋଲିସ

ମହାକାଳପଡ଼ା:ମହାକାଳପଡ଼ାସ୍ଥିତ ବାୟାବାବା କଲେଜରେ ଛାତ୍ର ସଂସଦ ନିର୍ବାଚନକୁ କେନ୍ଦ୍ରକରି ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଛି । ମଧ୍ୟାହ୍ନରେ କଲେଜ ପରିସରରେ ଶକ୍ତି ପ୍ରଦର୍ଶନ ଓ ପ୍ରଚାରକୁ ନେଇ ଉଭୟ ବିଜୁ ଛାତ୍ର ଜନତା ଦଳ (ବିସିଜେଡି) ଏବଂ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ…

ଭିଜିଲାନ୍ସ ଜାଲରେ ABEO; ରହିଛି ୧୯ ପ୍ଲଟ, ୩ କୋଠା…

ଭୁବନେଶ୍ୱର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଆଉ ଜଣେ ସରକାରୀ ଅଧିକାରୀ। ଯାଜପୁର ଜିଲ୍ଲା ଧର୍ମଶାଳାଠାରେ କାର୍ଯ୍ୟରତ ସହକାରୀ ବ୍ଲକ ଶିକ୍ଷା ଅଧିକାରୀ (ଏବିିଇଓ) ଜୟଦେବ ଜେନାଙ୍କ ବିଭିନ୍ନ ସ୍ଥାନରେ ଏକକାଳୀନ ଚଢଉ କରାଯାଇଛି। ଭୁବନେଶ୍ୱର, ଯାଜପୁର …

The Dirty Picture-2: ୧୫ବର୍ଷ ପରେ ଏକତାଙ୍କ ସିକ୍ୱେଲ ପ୍ଲାନିଂ

ମୁମ୍ବାଇ: ୨୦୧୧ର ମ୍ୟୁଜିକାଲ ଡ୍ରାମା ଫିଲ୍ମ ଦ ଡାଟି ର୍ପିକ୍ସଚର୍ସର ଆସିବ ସିକ୍ୱେଲ । ଦୀର୍ଘ ୧୫ ବର୍ଷ ପରେ ପ୍ରଡ୍ୟୁସର ଏକତା କପୁର ଫିଲ୍ମର ସେକେଣ୍ଡ ପାର୍ଟ ଆଣିବାର ପ୍ଲାନ୍ କରୁଛନ୍ତି । ଏମିତିକି ଏହି ପ୍ରୋଜେକ୍ଟରେ କାମ ଆରମ୍ଭ କରିଥିବା କହିଛନ୍ତି ନିଜେ ଏକତା । ତେବେ ଫିଲ୍ମରେ କିଏ କିଏ…

ରେକର୍ଡ ଗଢ଼ିଲା ପାରଦୀପ ବନ୍ଦର: ଗୋଟିଏ ଦିନରେ ସର୍ବାଧିକ କୋଇଲା ଲୋଡ୍ କରି ଇତିହାସ ରଚିଲା

ପାରଦୀପ: ଇତିହାସ ରଚିଲା ପାରଦୀପ ବନ୍ଦର। ସୃଷ୍ଟି କଲା ଆଉ ଏକ ନୂଆ କୀର୍ତ୍ତିମାନ। ଭାଙ୍ଗିଲା ପୁରୁଣା ସମସ୍ତ ରେକର୍ଡ। ଦିନକରେ ୧.୪୦ ଲକ୍ଷ ମେଟ୍ରିକ ଟନରୁ ଅଧିକ କୋଇଲା ଲୋଡିଂ କରି ପୁଣି ସଫଳତା ହାସଲ କରିଛି। ଓଡ଼ିଶାର ପାରାଦୀପ ବନ୍ଦର ପ୍ରାଧିକରଣ (PPA) ପୁଣି ଏକ ବଡ଼ ସଫଳତା ହାସଲ କରି ଆଉ…

ସ୍ଵଚ୍ଛ ଓ ସଠିକ୍ ଭୋଟର ତାଲିକା ପାଇଁ SIR ଆବଶ୍ୟକ: ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ/ଭୁବନେଶ୍ୱର: SIRକୁ ନେଇ ଦିଲ୍ଲୀରେ ବିରୋଧୀଙ୍କ ପ୍ରତିବାଦ। ଏନେଇ ସୋସିଆଲ ମିଡିଆ ଏକ୍ସରେ ପ୍ରତିକ୍ରିୟା ରଖିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ମୁଖ୍ୟମନ୍ତ୍ରୀ ଭାରତ ନିର୍ବାଚନ କମିଶନ (ECI) ଙ୍କ ଦ୍ୱାରା କରାଯାଉଥିବା ଭୋଟର ତାଲିକା ସଂଶୋଧନ ବା ସ୍ପେସିଆଲ ଇଣ୍ଟେନ୍ସିଭ ରିଭିଜନ…