ଅଧିକ ସୁରକ୍ଷିତ ଓ ସୁଦୃଢ଼ ଭିତ୍ତିଭୂମି ନିର୍ମାଣ ପାଇଁ ଅଗ୍ନି ପ୍ରତିରୋଧୀ ଷ୍ଟ୍ରକ୍ଚରାଲ୍ ଷ୍ଟିଲ୍ ବିକଶିତ କଲା ଟାଟା…
ମୁମ୍ବାଇ: ଅଗ୍ନିକାଣ୍ଡ ସମୟରେ ଦୀର୍ଘ ସମୟ ପର୍ଯ୍ୟନ୍ତ କୋଠା ଓ ଅନ୍ୟାନ୍ୟ ଇଞ୍ଜିନିୟରିଂ ସଂରଚନାର ଦୃଢ଼ତା ଓ ସ୍ଥିରତା ବଜାୟ ରଖିବାରେ ସହାୟକ ହେବା ପାଇଁ ଟାଟା ଷ୍ଟିଲ୍ ଏକ ନୂତନ ହଟ୍-ରୋଲ୍ଡ, ଅଗ୍ନି ପ୍ରତିରୋଧୀ ‘ଇ୩୫୦’ ଷ୍ଟ୍ରକଚରାଲ୍ ଷ୍ଟିଲ୍ ବିକଶିତ କରିଛି । ଏହି ଷ୍ଟିଲକୁ ଭାରତୀୟ ମାନକ…