‘KING’ Song in King Khan’s Birthday: ‘ତୁ ମିଲ୍ ଯାଏ’ରେ ଶାହାରୁଖ-ଦୀପିକାଙ୍କ ରୋମାନ୍ସ
ବ୍ୟୁରୋ: ବଲିଉଡର ରୋମାନ୍ସ କିଙ୍ଗଙ୍କୁ ଜନ୍ମଦିନରେ ଲଭ୍ ସଙ୍ଗ ଗିଫ୍ଟ । ରିଲିଜ୍ ହୋଇଛି ବାଦଶାହ ଶାହାରୁଖଙ୍କ ଅପକମିଂ ଫିଲ୍ମ ‘କିଙ୍ଗ୍’ର ରୋମାଂଟିକ ଟ୍ରାକ୍ । ସଚିନ-ଜିଗରଙ୍କ କମ୍ପୋଜିଂରେ ‘ତୁ ମିଲ୍ ଯାଏ’ ଲିରିକ୍ସ ଥିବା ଏହି ଗୀତରେ ଶୁଭିଛି ଅରିଜିତ୍ ସିଂ ଓ ମଧୁବନ୍ତୀ ବାଗଚୀଙ୍କ ସ୍ୱର ।…