Latest Odisha News

BREAKING NEWS

Yearly Archives

2026

ଆଇଆଇଟି ମାଡ୍ରାସର ବଡ଼ ସଫଳତା: ୭୦ କିଲୋମିଟର ଯାଏଁ ଲକ୍ଷ୍ୟଭେଦ କରିପାରିବ ସ୍ୱଦେଶୀ ତୋପ ସେଲ୍, ସେନାକୁ କରିବ…

ନୂଆଦିଲ୍ଲୀ: ଆଇଆଇଟି ମାଡ୍ରାସ ରାମଜେଟ୍-ଭିତ୍ତିକ ତୋପ ସେଲ୍ ବିକଶିତ କରି ଡିଫେନ୍ସ ଟେକନୋଲୋଜିରେ ଏକ ବଡ଼ ସଫଳତା ହାସଲ କରିଛି । ଯାହା ତୋପ ସେଲ୍‌ର ଶକ୍ତିକୁ ୫୦ ପ୍ରତିଶତ ବୃଦ୍ଧି କରିଥାଏ । ଏହା ଭାରତୀୟ ସେନାର ଟ୍ୟାଙ୍କ ସେଲ୍‌ର ଶକ୍ତିକୁ ବହୁ ଗୁଣ ବୃଦ୍ଧି କରିବ । ଆଇଆଇଟି ମାଡ୍ରାସର ଏହି…

BJP: ଆଜିଠୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନିର୍ବାଚନ ପ୍ରକ୍ରିୟା ଆରମ୍ଭ..

ଭୁବନେଶ୍ବର: ଆଜି ଠାରୁ ଆରମ୍ଭ ହେଲା ଭାରତୀୟ ଜନତା ପାର୍ଟି (ବିଜେପି) ରାଷ୍ଟ୍ରୀୟ ଅଧ୍ୟକ୍ଷ ନିର୍ବାଚନ ପ୍ରକ୍ରିୟା । ଆଜି ଅପରାହ୍ନ ୨ଟାରୁ ୪ଟା ମଧ୍ୟରେ ଅଧ୍ୟକ୍ଷ ପଦ ପାଇଁ ନାମାଙ୍କନ ଦାଖଲ ହେବ । ଅପରାହ୍ନ ୪ଟାରୁ ୫ଟା ମଧ୍ୟରେ କରାଯିବ ନାମାଙ୍କନ ପତ୍ର ଯାଞ୍ଚ ପ୍ରକ୍ରିୟା । ସନ୍ଧ୍ୟା ୫ଟାରୁ…

Weather Update: ରାଜ୍ୟରେ ପଶ୍ଚିମାଝଡ଼ ପ୍ରଭାବରେ ବଢିବ ରାତି ତାପମାତ୍ରା

ଭୁବନେଶ୍ୱର: ରାଜ୍ୟରେ ଏବେ ବି ଥଣ୍ଡା ପ୍ରକୋପ ଜାରି ରହିଛି । ଜି. ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ୨.୮ ଡିଗ୍ରୀ ରେକର୍ଡ ହୋଇଛି । ତେବେ ସୋମବାର ଓ ବୁଧବାର ରାତିରୁ ଉତ୍ତର-ପଶ୍ଚିମ ଭାରତକୁ ଅତି କମ୍‌ ଅନ୍ତରାଳରେ ଦୁଇଟି ପଶ୍ଚିମାଝଡ଼ ପ୍ରଭାବିତ କରିବା ସମ୍ଭାବନା ଥିବାରୁ ଆସନ୍ତା ୪ ଦିନ…

UAE President: ସାଉଦି ଆରବ ସହ ଉତ୍ତେଜନା ମଧ୍ୟରେ ୟୁଏଇ ରାଷ୍ଟ୍ରପତିଙ୍କ ଭାରତ ଗସ୍ତ; ପ୍ରଧାନମନ୍ତ୍ରୀ ମୋଦୀଙ୍କୁ…

ନୂଆଦିଲ୍ଲୀ:ୟୁଏଇ ରାଷ୍ଟ୍ରପତି ଶେଖ ମହମ୍ମଦ ବିନ୍ ଜାଏଦ ଅଲ୍ ନାହୟାନ ଜାନୁଆରୀ ୧୯ ତାରିଖରେ ଭାରତ ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ରାଷ୍ଟ୍ରପତି ହେବା ପରେ ଏହା ତାଙ୍କର ତୃତୀୟ ସରକାରୀ ଭାରତ ଗସ୍ତ ହେବ। ପ୍ରଧାନମନ୍ତ୍ରୀ ମୋଦୀଙ୍କ ନିମନ୍ତ୍ରଣରେ ଏହି ଗସ୍ତ ହେଉଛି। ଗତ ଦଶନ୍ଧି ମଧ୍ୟରେ…

ଗତବର୍ଷ ତୁଳନାରେ ଏଥର ଚିଲିକାକୁ ଆସିଛନ୍ତି ଅଧିକ ପକ୍ଷୀ

ଚିଲିକା: ଚଳିତ ବର୍ଷ ଚିଲିକାକୁ ୧୯୬ ପ୍ରଜାତିର ୧୧ ଲକ୍ଷ ୩୨ ହଜାର ୨ ଶହ ପକ୍ଷୀ ଆସିଛନ୍ତି । ଗତବର୍ଷ ତୁଳନାରେ ଚଳିତ ବର୍ଷ ଚିଲିକାକୁ ୪ ହଜାର ୯୭୨ ପକ୍ଷୀ ଅଧିକ ଆସିଛନ୍ତି । ପ୍ରଜାତି ସଂଖ୍ୟା ସମାନ ମାତ୍ର ପକ୍ଷୀଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଏଥିର ୧୦୬ ପ୍ରଜାତିର ବିଦେଶପକ୍ଷୀ ୧୧ ଲକ୍ଷ…

ପୋଲିସ ହାତରୁ ଖସିଯିବା ପାଇଁ ଫାଙ୍କା ଗୁଳି ଚାଳନା; ୮ ଅଟକ

କଟକ: ବାରଙ୍ଗ ଥାନା ତ୍ରିଶୂଳିଆ ଛକ ନିକଟ କୁସିନ୍ଦା ଗ୍ରାମରେ ଫୁଟିଛି ଗୁଳି । ଜମିଜମା ବିବାଦକୁ କେନ୍ଦ୍ରକରି ଫାଙ୍କା ଗୁଳି ଚାଳନା । ବାରଙ୍ଗ ପୋଲିସ ଘଟଣାସ୍ଥଳରୁ ୮ ଜଣ ଦୁର୍ବୃତ୍ତଙ୍କୁ କାବୁ କରିବା ସହ ଏକ ଥାର ଗାଡ଼ି ଜବତ କରିଛି । ପୋଲିସ ଗାଡିରୁ କିଛି ମୋବାଇଲ ଓ ବନ୍ଧୁକ ଜବତ କରିଥିବା…

କଳାହାଣ୍ଡିକୁ ୮୯୧.୩୯ କୋଟିର ପ୍ରକଳ୍ପ ଭେଟି ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କଳାହାଣ୍ଡି ଓଡ଼ିଶାର ସବୁଠାରୁ ସମୃଦ୍ଧ ସାଂସ୍କୃତିକ ଅଞ୍ଚଳ ମଧ୍ୟରୁ ଅନ୍ୟତମ । କଳାହାଣ୍ଡି ଜିଲ୍ଲାର ପ୍ରତି କୋଣ ଅନୁକୋଣରେ ଭରି ରହିଛି ଭାବନା, ସାହସ, ସ୍ଥିରତା ଏବଂ ଆତ୍ମସମ୍ମାନ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି କଳାହାଣ୍ଡି ଘୁମୁରା ମହୋତ୍ସବ ୨୦୨୬ ଉଦଯାପନୀ…

ଜାନୁଆରୀ ୨୩ରେ ଓଡ଼ିଶା ଆସିବେ ଉପରାଷ୍ଟ୍ରପତି; ନେତାଜୀ ସଂଗ୍ରହାଳୟରେ ଉଦଘାଟନ ହେବ ନୂଆ ଗ୍ୟାଲେରୀ

କଟକ: କଟକ ଆସିବେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ୍‌ । ଜାନୁଆରୀ ୨୩ରେ କଟକ ଆସିବା ନେଇ ଉପରାଷ୍ଟ୍ରପତି ସହମତି ଦେଇଛନ୍ତି । ଉପରାଷ୍ଟ୍ରପତି ନେତାଜୀଙ୍କ ଜନ୍ମ ଜୟନ୍ତୀ ଉତ୍ସବରେ ସାମିଲ ହେବେ । ନେତାଜୀ ଜୟନ୍ତୀରେ ନେତାଜୀଙ୍କ ଜନ୍ମସ୍ଥାନ ସଂଗ୍ରହାଳୟରେ ନୂଆ ଗ୍ୟାଲେରୀର ଉଦଘାଟନ କରାଯିବ ।…

ଭାରତର AI ପାଇଁ କାହିଁକି ଖର୍ଚ୍ଚ ହେଉଛି ଆମେରିକୀୟ ଡଲାର; ଚିହିଁକିଲେ ଟ୍ରମ୍ପଙ୍କ ପରାମର୍ଶଦାତା

ନୂଆଦିଲ୍ଲୀ: ପୂର୍ବତନ ହ୍ୱାଇଟ୍ ହାଉସ୍ ବାଣିଜ୍ୟ ପରାମର୍ଶଦାତା ପିଟର ନାଭାରୋ ଭାରତକୁ ନେଇ ଏକ କଠୋର ବିବୃତ୍ତି ଜାରି କରିଛନ୍ତି। ଭାରତରେ କୃତ୍ରିମ ବୁଦ୍ଧିମତ୍ତା (AI) ସେବାର ବର୍ଦ୍ଧିତ ବ୍ୟବହାର ଏବଂ ଏଥିରେ ଖର୍ଚ୍ଚ ହେଉଥିବା ଆମେରିକୀୟ ଡଲାରକୁ ନେଇ ସେ ପ୍ରଶ୍ନ ଉଠାଇଛନ୍ତି ଓ ଏହା…

Road Accident: ଘାଟିରେ ଓଲଟିଲା ବସ୍ ;୫ ଜଣକ ମୃତ୍ୟୁ, ୫୦ରୁ ଅଧିକ ଆହତ

ରାଞ୍ଚି: ଝାଡ଼ଖଣ୍ଡର ଲାତେହାର ଜିଲ୍ଲାର ମହୁଆଟାଣ୍ଡ ଥାନା ଅଞ୍ଚଳରେ ଆଜି ସନ୍ଧ୍ୟାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଏଥିରେ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଛି ଏବଂ୫୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୩୨ ଜଣଙ୍କୁ ଉନ୍ନତ ଚିକିତ୍ସା ପାଇଁ ରିମ୍ସ ପଠାଯାଇଛି । ସମସ୍ତ…