Latest Odisha News

BREAKING NEWS

Yearly Archives

2026

ରାଜ୍ୟସଭା ନିର୍ବାଚନ: ଉତ୍ତର ପ୍ରଦେଶରୁ ହରଦୀପ ସିଂହ ପୁରୀ ଓ ବିଏଲ ବର୍ମାଙ୍କ ସହ ୮ ଜଣଙ୍କୁ ବାଦ୍ ଦେଲା ବିଜେପି

ଦିଲ୍ଲୀ: ଉତ୍ତର ପ୍ରଦେଶରେ ହେବାକୁ ଥିବା ଆଗାମୀ ରାଜ୍ୟସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି ନିଜର ୮ ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା କରିବା ସହ ସମସ୍ତଙ୍କୁ ଚକିତ କରିଦେଇଛି। ଏହି ନୂଆ ତାଲିକାରେ ଦଳ ନିଜର ସମସ୍ତ ୮ ଜଣ ପୁରୁଣା ସାଂସଦଙ୍କୁ ବାଦ୍ ଦେଇ ସମ୍ପୂର୍ଣ୍ଣ ନୂଆ ଚେହେରାଙ୍କୁ…

Imran Khan’s release protest:ଇମ୍ରାନଙ୍କ ମୁକ୍ତି ଦାବିରେ ବିକ୍ଷୋଭ ତୀବ୍ର; ଇସଲାମାବାଦରେ ଧାରା ୧୪୪ ଲାଗୁ,…

ନୂଆଦିଲ୍ଲୀ:ପାକିସ୍ତାନରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍‌ଙ୍କୁ ମୁକ୍ତ କରିବା ଦାବିରେ ପୁଣିଥରେ ବ୍ୟାପକ ବିକ୍ଷୋଭ ଆରମ୍ଭ ହୋଇଛି। ଇମ୍ରାନ୍ ଖାନ୍‌ଙ୍କ ଦଳ 'ପାକିସ୍ତାନ ତେହରିକ୍-ଏ-ଇନ୍‌ସାଫ୍' (PTI) ନେତୃତ୍ୱରେ ଏକ ବିଶାଳ ରାଲି ଖୈବର ପଖତୁନଖ୍ୱାରୁ ଇସଲାମାବାଦ ଅଭିମୁଖେ ଅଗ୍ରସର…

ଲାଞ୍ଚ ନେଇ ଫସିଲେ ଆରଆଇ, ପ୍ରମାଣପତ୍ର ପାଇଁ ୫ ହଜାର…

ଭୁବନେଶ୍ୱର: ଆଇନଗତ ଉତ୍ତରାଧିକାରୀ ପ୍ରମାଣପତ୍ର ପ୍ରଦାନ ପାଇଁ ତଦନ୍ତ ରିପୋର୍ଟ ଆଗକୁ ବଢ଼ାଇବା ନିମନ୍ତେ ୫,୦୦୦ ଟଙ୍କା  ଲାଞ୍ଚ ନେଉଥିବା ବେଳେ ସୋମବାର ଦିନ ଓଡ଼ିଶା ଭିଜିଲାନ୍ସ ବିଭାଗ ଭୁବନେଶ୍ୱରର ୟୁନିଟ୍-୬ ଅନ୍ତର୍ଗତ କେଶରୀ ନଗର ସର୍କଲର ରାଜସ୍ୱ ନିରୀକ୍ଷକ (ଆରଆଇ) ନିରଞ୍ଜନ ସିଂହଙ୍କୁ…

ଜିରା ପାଉଡର ନା କୀଟନାଶକ; ଏଭରେଷ୍ଟର ଏହି ଉତ୍ପାଦ ଉପରେ ରୋକ୍ ଲଗାଇଲା FSSAI

ନୂଆଦିଲ୍ଲୀ: ଏଭରେଷ୍ଟର ନାମ ପୁଣି ଥରେ ବିବାଦରେ ଫସିଛି। ଖାଦ୍ୟ ନିୟାମକ FSSAI ଏଭରେଷ୍ଟର ପୂର୍ବରୁ ପ୍ୟାକେଜ୍ ହୋଇଥିବା ଜିରା ପାଉଡରର ଏକ ବ୍ୟାଚ୍ ତୁରନ୍ତ ପ୍ରତ୍ୟାହାର କରିବାକୁ ନିର୍ଦ୍ଦେଶ ଦେଇଛି। ଏକ ନିୟାମକ ନମୁନାରେ ଅନୁମୋଦିତ ସୀମାଠାରୁ ଅଧିକ କୀଟନାଶକର ଚିହ୍ନ ମିଳିବା ପରେ…

ନାଇଡୁ କମିଶନ ଫାଇଲ୍‌ ହଜିବା ଘଟଣାରେ ୩ ଜଣଙ୍କ ବୟାନ ରେକର୍ଡ

ଭୁବନେଶ୍ୱର: ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (CMO) ରୁ ଜଷ୍ଟିସ୍‌ ନାଇଡୁ କମିଶନଙ୍କ ତଦନ୍ତ ରିପୋର୍ଟ ସମ୍ବନ୍ଧୀୟ ଫାଇଲ୍‌ ହଜିବା ବା ଗାଏବ ହେବା ଏକ ବଡ଼ ରାଜନୈତିକ ଏବଂ ପ୍ରଶାସନିକ ବିବାଦ ସୃଷ୍ଟି କରିଛି। ଏବେ ଏହି ଘଟଣାରେ ୩ ଜଣଙ୍କ ବୟାନ ରେକର୍ଡ ହୋଇଛି। କ୍ରାଇମବ୍ରାଞ୍ଚ…

CECଙ୍କୁ ହଟାଇବା ଅନ୍ତରୀଣ ନିର୍ଦ୍ଦେଶ ଦେବାକୁ ମନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କୁ ତାଙ୍କ ପଦବୀରୁ ନିଲମ୍ବିତ କରିବା ପାଇଁ ଆଗତ ଏକ ଆବେଦନ ଉପରେ ସୁପ୍ରିମକୋର୍ଟ କୌଣସି ଅନ୍ତରୀଣ ନିର୍ଦ୍ଦେଶ ଦେବାକୁ ମନା କରିଦେଇଛନ୍ତି। ତେବେ ଏହି ମାମଲାରେ ସର୍ବୋଚ୍ଚ ଅଦାଲତ କେନ୍ଦ୍ର ସରକାର ଏବଂ ଭାରତୀୟ ନିର୍ବାଚନ କମିଶନ…

ଋଷରେ ପ୍ଲେଗ୍ ଆତଙ୍କ; କ୍ବାରେଣ୍ଟାଇନରେ ରହିଲେ ଶତାଧିକ ବ୍ୟକ୍ତି

ମୋସ୍କୋ: ଋଷରେ ପ୍ଲେଗ୍ ଆତଙ୍କ ଦେଖାଦେଇଛି। କ୍ବାରେଣ୍ଟାଇନରେ ରହିଲେ ଶତାଧିକ ବ୍ୟକ୍ତି। ୨୮ ବର୍ଷୀୟ ରିସର୍ଚ୍ଚରଙ୍କ ମୃତ୍ୟୁ ପରେ ହାଇ ଆଲର୍ଟରେ ଋଷ ସରକାର। ଇର୍କୁଷ୍ଟକରେ ଥିବା ପ୍ଲେଗ ନିରୋଧୀ ରିସର୍ଚ୍ଚ ଇନଷ୍ଟିଚ୍ୟୁଟରେ ପ୍ଲେଗ୍ ଆତଙ୍କ ଦେଖାଦେଇଛି। ଟେଷ୍ଟ ଟ୍ୟୁବ ଭାଙ୍ଗିବାରୁ ଲାଇଭ…

ଚର୍ଚ୍ଚାରେ ପଡ଼ିଲା ପୂର୍ଣ୍ଣଛେଦ; ୧୫ରେ ଛାତ୍ର ସଂସଦ ନିର୍ବାଚନ

ଭୁବନେଶ୍ୱର: ବହୁ ଚର୍ଚ୍ଚା ପରେ ବାଜିଲା ଛାତ୍ର ସଂସଦ ନିର୍ବାଚନ ବିଗୁଲ। ଖୁବଶୀଘ୍ର ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ହେବାକୁ ଯାଉଥିବା ନେଇ ଆଜି ସୂଚନା ଦେଇଛନ୍ତି ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ। ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକ ପରେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି, "…

ପିଏନବି ବ୍ୟାଙ୍କ ଶାଖାରେ ଅଗ୍ନିକାଣ୍ଡ, ଜଳିଗଲା ବ୍ୟାପକ କାଗଜପତ୍ର…

ସୁନ୍ଦରଗଡ଼: ସୋମବାର ସକାଳେ ସୁନ୍ଦରଗଡ଼ ସହରର ଏକ ବ୍ୟସ୍ତବହୁଳ ବାଣିଜ୍ୟିକ ଅଞ୍ଚଳରେ ଥିବା ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (PNB)ର ମୁଖ୍ୟ ଶାଖାରେ ଅଗ୍ନିକାଣ୍ଡ ଘଟିବା ପରେ ସେଠାରେ ଆତଙ୍କ ଖେଳିଯାଇଥିଲା। ଟାଉନ୍ ଥାନା ନିକଟରେ ଏବଂ ମୁଖ୍ୟ ଡାକଘର ସମ୍ମୁଖରେ ଅବସ୍ଥିତ ଏହି ବ୍ୟାଙ୍କ ଶାଖା…

କୋରାପୁଟ ଗସ୍ତରେ ଆସିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ସୁନାବେଡ଼ା HAL ୟୁନିଟ୍ କରିବେ ପରିଦର୍ଶନ

ଭୁବନେଶ୍ୱର: ଆସନ୍ତାକାଲି ଓଡିଶା ଗସ୍ତରେ ଆସିବେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ। ତାଙ୍କର କୋରାପୁଟ ଜିଲ୍ଲା ସୁନାବେଡାସ୍ଥିତ 'ହାଲ'( ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ୍ )ର ଗୁରୁତ୍ୱପୂର୍ଣ୍ଣ ପ୍ରତିରକ୍ଷା ଉତ୍ପାଦନ ୟୁନିଟ୍ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। 'ହାଲ' ପରିସରରେ…