Latest Odisha News

BREAKING NEWS

Yearly Archives

2026

କୋରାପୁଟ ଗସ୍ତରେ ଆସିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ସୁନାବେଡ଼ା HAL ୟୁନିଟ୍ କରିବେ ପରିଦର୍ଶନ

ଭୁବନେଶ୍ୱର: ଆସନ୍ତାକାଲି ଓଡିଶା ଗସ୍ତରେ ଆସିବେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ। ତାଙ୍କର କୋରାପୁଟ ଜିଲ୍ଲା ସୁନାବେଡାସ୍ଥିତ 'ହାଲ'( ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ୍ )ର ଗୁରୁତ୍ୱପୂର୍ଣ୍ଣ ପ୍ରତିରକ୍ଷା ଉତ୍ପାଦନ ୟୁନିଟ୍ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। 'ହାଲ' ପରିସରରେ…

ପ୍ରଣବ ବଳବନ୍ତରାୟଙ୍କ ଉପରେ ଆକ୍ରମଣ ଘଟଣା: ୪୮ ଘଣ୍ଟାରେ ଅଭିଯୁକ୍ତ ଗିରଫ ହେବା ନେଇ ପ୍ରତିଶ୍ରୁତି ଦେଲେ ଯାଜପୁର ଏସପି

ଯାଜପୁର: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଉପରେ ଆକ୍ରମଣ ନେଇ FIR ହୋଇଛି। ଏହି ଘଟଣାର ଅଭିଯୁକ୍ତ ୪୮ ଘଣ୍ଟାରେ ହେବେ ଗିରଫ । ଏନେଇ ପ୍ରତିଶ୍ରୁତି ଦେଇଛନ୍ତି ଯାଜପୁର ଏସପି ୟଶ ପ୍ରତାପ ଶ୍ରୀମଲ । ସିସିଟିଭି, ମୋବାଇଲ ଫୁଟେଜ ଯାଞ୍ଚ ଚାଲିଛି । ୪୮ ଘଣ୍ଟା ମଧ୍ୟରେ ଅଭିଯୁକ୍ତ ମାନଙ୍କୁ…

ମଣିଷ-କୁମ୍ଭୀର ଲଢ଼େଇ; ମରଣ ମୁହଁରୁ ଯୁବକଙ୍କୁ ବଞ୍ଚାଇଲେ ଦୁଇ ଭାଇ

ଭୁବନେଶ୍ୱର: ମହାନଦୀରେ ଚାଲିଥିଲା ମଣିଷ-କୁମ୍ଭୀର ଲଢ଼େଇ। ଏପଟେ ଭାଇର ଜୀବନ ବଞ୍ଚାଇବାକୁ ଚେଷ୍ଟା କରିଥିଲେ ଦୁଇ ଭାଇ।ମନେ ହେଉଥିଲା ଯେପରି ମୃତ୍ୟୁ ତାଙ୍କୁ ଅପେକ୍ଷା କରିଛି, କିନ୍ତୁ ସେ ହାର ମାନିବାକୁ ମନା କରିଥିଲେ। ପ୍ରାୟ ଦେଢ଼ ଘଣ୍ଟା ଧରି ସଂଘର୍ଷ ପରେ ସେମାନେ କୁମ୍ଭୀର କବଳରୁ…

ଭିଜିଲାନ୍ସ ପଞ୍ଝାରେ ମୟୁରଭଞ୍ଜ ପୂର୍ତ୍ତ ବିଭାଗ AEE

ବାରିପଦା: ଭିଜିଲାନ୍ସ ଜାଲରେ ମୟୂରଭଞ୍ଜ ପୂର୍ତ୍ତ ବିଭାଗ AEE। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢାଉ କରିଛି। ମୟୂରଭଞ୍ଜ ଜିଲ୍ଲା ବେତନଟୀ ସବଡିଭିଜନ AEE ଅରବିନ୍ଦ ମହାନ୍ତିଙ୍କ ଘରେ ଓ ଅଫିସରେ ଚଢାଉ ହୋଇଛି। ବାଲେଶ୍ବର ଅଙ୍ଗାରଗଡିଆ ସ୍ଥିତ ବାସଭବନ ସମେତ ୧୦ ସ୍ଥାନରେ…

ଫ୍ଲାଇଦୁବାଇ ହାଇଜାକର ଅଲ୍ ହମାମୀର ବିସ୍ଫୋରକ ସ୍ଵୀକାରୋକ୍ତି; ମୁଁ ମରିବାକୁ ଡରେ ନାହିଁ…

ନୂଆଦିଲ୍ଲୀ: ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଏଦୁବାଇ ବିମାନ ଅପହରଣ କରିବାକୁ ଚେଷ୍ଟା କରିଥିବା ସହ-ପାଇଲଟ୍ ସମ୍ପର୍କରେ ନୂଆ ଖୁଲାସା ହୋଇଛି। ଓମାନ ପାଇଲଟ୍ ହମାମ ଅଲ-ହାମାମିଙ୍କ ଜେରାରେ ସାମିଲ ଥିବା ଜଣେ ସାଉଦି ଅଧିକାରୀ କହିଛନ୍ତି ଯେ ହମାମି କ୍ୟାପ୍ଟେନ ସ୍ମିତ୍ ମାଛରଙ୍କୁ ଆକ୍ରମଣ…

ଗହୀରମଥାରେ ବେଆଇନ ମାଛଧରା; ୭ ମତ୍ସ୍ୟଜୀବୀ ଗିରଫ

ଭୁବନେଶ୍ୱର: କେନ୍ଦ୍ରାପଡ଼ା ଜିଲ୍ଲା ଅନ୍ତର୍ଗତ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଭିତରେ ବେଆଇନ ମାଛ ଧରା ଅଭିଯୋଗରେ ସାତ ଜଣ ମତ୍ସ୍ୟଜୀବୀଙ୍କୁ ଗିରଫ କରାଯାଇଛି। ବନ ବିଭାଗ ଏହି ମତ୍ସ୍ୟଜୀବୀମାନଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୭ଟି ଟ୍ରଲର୍ ଜବତ କରିଛି। ରିପୋର୍ଟ ଅନୁଯାୟୀ,…

‘ଇସ୍ତଫା ଦେବାର କୌଣସି ଅର୍ଥ ନାହିଁ’ : ଟି-୨୦ ଅଧିନାୟକ ପଦରୁ ଓହରିବେ ନାହିଁ ଲିଟନ ଦାସ

ଢାକା: ଏସୀୟ କ୍ରୀଡ଼ା ୨୦୨୬ରେ ବାଂଲାଦେଶ କ୍ରିକେଟ ଦଳର ନିରାଶାଜନକ ପ୍ରଦର୍ଶନ ଏବଂ କୌଣସି ପଦକ ନ ଜିତିବା ପରେ ବି ଟି-୨୦ ଅଧିନାୟକ ଲିଟନ ଦାସ ନିଜ ପଦରୁ ଓହରିବାକୁ ସଫା ସଫା ମନା କରିଦେଇଛନ୍ତି। ଶ୍ରୀଲଙ୍କା ବିପକ୍ଷରେ ୬୩ ରନର ଶୋଚନୀୟ ପରାଜୟ ପରେ ଅଧିନାୟକ ପଦରୁ ଇସ୍ତଫା ଦେବା ପ୍ରଶ୍ନରେ…

ଭାରତୀୟ କମ୍ପାନୀ ଉପରେ ଋଷର ଡ୍ରୋନ ଆକ୍ରମଣ, ଜଣେ ମୃତ

କିଭ୍: ୟୁକ୍ରେନରେ ଭାରତୀୟ ଔଷଧ କମ୍ପାନୀ କୁସୁମ ଗ୍ରୁପ୍‌ର ଔଷଧ କାରଖାନା ଉପରେ ଏକ ରୁଷିଆ ଡ୍ରୋନ୍ ଆକ୍ରମଣ କରିଥିଲା। ଏଥିରେ ଜଣେ ବ୍ୟକ୍ତି ପ୍ରାଣ ହରାଇଥିଲେ ଏବଂ ଅନେକ ଆହତ ହୋଇଥିଲେ। ଅଧିକାରୀଙ୍କ ଅନୁଯାୟୀ, ୟୁକ୍ରେନର ସୁମିରେ ଥିବା କାରଖାନାରେ ଆକ୍ରମଣ ହୋଇଥିଲା, ଯାହା ପ୍ରାୟତଃ…

ଫ୍ଲାଇଦୁବାଇ ବିମାନ ୯/୧୧ ଶୈଳୀରେ ତେଲ୍ ଆଭିଭ୍‌ର ଅଟ୍ଟାଳିକାରେ ବିମାନ ପିଟିବାକୁ ଯୋଜନା କରିଥିଲା କୋ-ପାଇଲଟ୍

ଦୁବାଇ: ଫ୍ଲାଇଦୁବାଇ ବିମାନ FZ1073 ରେ କୋ-ପାଇଲଟ୍ ହମ୍ମାମ ଅଲ୍-ହାମାନି କକପିଟ୍ ଭିତରେ ଭାରତୀୟ କ୍ୟାପଟେନ୍ ସ୍ମିତ୍ ମାଛାରଙ୍କୁ ଆକ୍ରମଣ କରି ବିମାନକୁ ଅପହରଣ କରିବାକୁ ଚେଷ୍ଟା କରିଥିଲା। ତଦନ୍ତକାରୀ ସଂସ୍ଥା ଅନୁଯାୟୀ, ୨୯ ବର୍ଷୀୟ ଓମାନୀ ନାଗରିକ ଅଲ୍-ହାମାନି ୯/୧୧ ଆକ୍ରମଣ ଶୈଳୀରେ…

ଆଗାମୀ ୩ ବର୍ଷ ପର୍ଯ୍ୟନ୍ତ କୌଣସି ନୂଆ ମଦ ଦୋକାନ ଖୋଲାଯିବ ନାହିଁ:ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କମିଶନରେଟ୍ ପୋଲିସ ଆୟୋଜନ କରିଥିବା ଜନସଚେତନତା କାର୍ଯ୍ୟକ୍ରମ ‘ଜୀବନ ଜିନ୍ଦାବାଦ- ୨.୦’ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ରାଜ୍ୟରୁ ନିଶାକୁ ମୂଳପୋଛ କରିବା ପାଇଁ ଦୃଢ଼ ଆହ୍ୱାନ ଦେଇଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କମିଶନରେଟ୍ ପୋଲିସର ‘ନିଶାମୁକ୍ତ ଭାରତ’…