Latest Odisha News

BREAKING NEWS

Yearly Archives

2026

ଆକାଶରୁ ଖସିଲା ରହସ୍ୟମୟ ବକ୍ସ, ଇସ୍ରୋ ସହ ସମ୍ପର୍କ…

ଭୁବନେଶ୍ୱର: ଆକାଶରୁ ଏକ ରହସ୍ୟମୟ ବକ୍ସ ଶନିବାର ଅପରାହ୍ନରେ ଖସିପଡ଼ି ଏକ ଗଛରେ ଲାଗିଯାଇଥିଲା।ଯାହାକୁ ଦେଖି ଲୋକେ ଆତଙ୍କିତ ହୋଇପଡ଼ିଥିଲେ। ଏହି ଘଟଣାଟି ବାଲେଶ୍ୱର ଜିଲ୍ଲା ଅନ୍ତର୍ଗତ ନୀଳଗିରି ବ୍ଲକ ନାରାୟଣପୁର ପଞ୍ଚାୟତସ୍ଥିତ ଗେନ୍ଦରା ଗ୍ରାମର ଏକ ଅଙ୍ଗନବାଡ଼ି କେନ୍ଦ୍ର ନିକଟରେ ଘଟିଥିଲା।…

Indians live longer: ଅସୁସ୍ଥ ଦିନ କାଟୁଛନ୍ତି ଭାରତୀୟ, ବୟସ ସହ ବଢୁଛି ରୋଗ…WHO ରିପୋର୍ଟ ଖୋଲିଲା ଆୟୁଷ୍ମାନ୍‌…

ନୂଆଦିଲ୍ଲୀ: ଭାରତୀୟଙ୍କ ହାରାହାରି ଆୟୁ ବଢ଼ିଛି। ପାକିସ୍ତାନ ତୁଳନାରେ ଭାରତ ଆଗରେ ଥିବା ବେଳେ ବାଂଲାଦେଶଠାରୁ ଏବେ ବି ପଛରେ ରହିଛି ଭାରତ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ, WHOର ନୂଆ ‘ଗ୍ଲୋବାଲ୍ ହେଲ୍ଥ ଏଷ୍ଟିମେଟ୍‌ସ’ ରିପୋର୍ଟରେ ଏଭଳି ଚିତ୍ର ସାମ୍ନାକୁ ଆସିଛି। ୨୦୦୦ରୁ ୨୦୨୩ ପର୍ଯ୍ୟନ୍ତର…

Congress On Fullback: ପଂଜାବ ନିର୍ବାଚନ ଖେଳରେ ପରଗତ ସିଂ ଫିଟ୍ !

ପଂଜାବ: କଂଗ୍ରେସର ନୂଆ ଚାଲ୍ । ପଂଜାବ ରାଜନୀତିରେ ଆସିଲା ପଦ୍ମଶ୍ରୀ ପରଗତ ସିଂଙ୍କ ସମୟ । ପଂଜାବ କମାଣ ଧରିଥିବା ଅର୍ଜୁନ ପୁରସ୍କାରପ୍ରାପ୍ତ ପରଗତ୍ ସିଂଙ୍କ ଚର୍ଚ୍ଚା । ପୂର୍ବତନ ହକି ଖେଳାଳି ପରଗତ ସିଂଙ୍କୁ କଂଗ୍ରେସ ନିଜ ପଂଜାବ ଶାଖା ମୁଖ୍ୟ ଭାବେ ନିଯୁକ୍ତି ଦେବା ପରେ ରାଜ୍ୟ ରାଜନୀତିରେ…

କଲେଜ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ; CISF ଯବାନ ଗିରଫ

ଭୁବନେଶ୍ୱର: କେନ୍ଦୁଝର ଜିଲ୍ଲା ହାଟଡ଼ିହି ବ୍ଲକ୍ ସୋସୋ ଥାନା ଅଞ୍ଚଳରେ ଜଣେ ୨୨ ବର୍ଷୀୟା କଲେଜ ଛାତ୍ରୀଙ୍କୁ ଏକ ହୋଟେଲକୁ ଡ଼ାକିନେଇ ଯୌନ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ପୋଲିସ ମାମଲା ରୁଜୁ କରି ମାଣ୍ଡୁକାଟି ଗ୍ରାମର ରଶ୍ମୀ ରଞ୍ଜନ ସେଠୀ (୨୯)ଙ୍କୁ ଗିରଫ କରିଛି ।…

CEC ଜ୍ଞାନେଶ କୁମାରଙ୍କ ବିରୋଧରେ ହେଉ ଭିଜିଲାନ୍ସ ତଦନ୍ତ: କେରଳମ୍ ସରକାରଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ସିଇସି ଜ୍ଞାନେଶ କୁମାରଙ୍କ ବିରୋଧରେ ଖୋଲୁଛି ଦୁର୍ନୀତିର ନୂଆ ନୂଆ ଫର୍ଦ୍ଦା ଏସଆଇଆରରେ ଦୁର୍ନୀତି ଅଭିଯୋଗରେ ଏବେ ସବୁ ବିରୋଧୀଙ୍କ ଟାର୍ଗେଟରେ ଥିବା ବେଳେ କେରଳମ୍ ସରକାରଙ୍କ ନୂଆ ଅଭିଯୋଗ ଏବେ ଚର୍ଚ୍ଚାରେ । ୨୦୦୬ରେ କେରଳମ୍‌ରେ ଏକ ଆତ୍ମହତ୍ୟା ଘଟଣାରେ ଜଡିତ ଥିଲେ ଜ୍ଞାନେଶ…

ଆସୁଛି ଲଘୁଚାପ, ପାର୍ବଣରେ ଭିଜିବ ଓଡ଼ିଶା

ଭୁବନେଶ୍ୱର: ଦୁର୍ଗା ପୂଜା ସମୟରେ ଓଡ଼ିଶାରେ ପାଣିପାଗ ପୁଣି ଥରେ ପରିବର୍ତ୍ତନ ହୋଇପାରେ। କାରଣ ଅକ୍ଟୋବର ୧୨ ତାରିଖ ଆଖପାଖରେ ଉତ୍ତର ଆଣ୍ଡାମାନ ସାଗର ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଯାହା ଫଳରେ ଅକ୍ଟୋବର ୧୩ ତାରିଖ ବେଳକୁ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ।…

Smit Machcchar: ପ୍ରାର୍ଥନା ବାହାନାରେ ପଛରୁ ମାରିଲା କୁରାଢ଼ି ମାଡ଼… ଆଖିକୁ ଦିଶୁନଥିଲା, ତଥାପି ହାର ମାନିଲେନି…

ନୂଆଦିଲ୍ଲୀ: ସ୍ମିତ୍ ମଚ୍ଛାରଙ୍କ ସାହାସିକତାର କାହାଣୀ ଏବେ ପୂରା ବିଶ୍ବରେ ଚର୍ଚ୍ଚା । ଏହାରି ଭିତରେ ସେଦିନର ସେ ଛାତି ଥରା ଅନୁଭବକୁ ପୂରା ବଖାଣିଛନ୍ତି ଭାରତର ହିରୋ ସ୍ମିତ୍ । ସ୍ମିତଙ୍କ କହିବା ଅନୁସାରେ, ସେଦିନ ଉଡ଼ାଣ ଚାଲିଥିଲା ସାଧାରଣ ଭାବେ। ହଠାତ୍ କକପିଟ୍ ଭିତରେ ଘଟିଗଲା ଏମିତି…

ପାର୍ବଣ ପୂର୍ବରୁ ଗଡ଼ିଲା ମୁଣ୍ଡ; ଦୁର୍ଦ୍ଦାନ୍ତ ଟୁନା ନାୟକଙ୍କୁ ହତ୍ୟା ଅଭିଯୋଗ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଉପକଣ୍ଠସ୍ଥ ନିମଖଣ୍ଡି ଅଞ୍ଚଳରେ ପୁରୁଣା ଶତ୍ରୁତାକୁ କେନ୍ଦ୍ରକରି ଜଣେ କୁଖ୍ୟାତ ଅପରାଧୀଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ମୃତ ବ୍ୟକ୍ତିଙ୍କ ପରିଚୟ ଟୁନା ନାୟକ ବୋଲି ଜଣାପଡିଥିବା ବେଳେ ସେ ସେହି ଅଞ୍ଚଳରେ ଜଣେ କୁଖ୍ୟାତ ଅପରାଧୀ ଭାବେ…

Scheme For Unmarried Men: ସାର, ବିହନ, ସବସିଡି ଭଳି ଚଷା ପୁଅଙ୍କୁ ଝିଅ ଖୋଜିକି ଦିଅନ୍ତୁ ସରକାର!

ବେଙ୍ଗାଲୁରୁ: ‘ଚାଷୀଙ୍କ ପାଇଁ କନ୍ୟା ଖୋଜନ୍ତୁ ସରକାର’ ଘର ଅଛି, ଜମି ଅଛି… ହେଲେ ବାହାଘର ହେଉନି! ମୁଖ୍ୟମନ୍ତ୍ରୀଙ୍କ ଆଗରେ ଅଜବ ଦାବି ରଖିଲେ ଚାଷୀ ଚାଷ କରୁଛନ୍ତି ବୋଲି ମିଳୁନି ଝିଅ । ସରକାର ଆଣନ୍ତୁ ନୂଆ ଯୋଜନା । କର୍ଣ୍ଣାଟକରେ ଚାଷୀଙ୍କ ବିବାହକୁ ନେଇ ଆସିଛି ଏକ ଭିନ୍ନ…

ସିଦ୍ଧାର୍ଥ ମିଶ୍ର ICICI ଲାଇଫ୍ ଇନସ୍ୟୁରାନ୍ସର ନୂଆ ସିଇଓ, ଜାଣନ୍ତୁ ଓଡ଼ିଶା ସହ କଣ ଲିଙ୍କ୍…

ନୂଆଦିଲ୍ଲୀ: ICICI ଲାଇଫ୍ ଇନସ୍ୟୁରାନ୍ସର ପରିଚାଳନା ପାଇଁ ବଡ଼ ଖବର। ବୀମା କମ୍ପାନୀ ICICI ବ୍ୟାଙ୍କର ଅଭିଜ୍ଞ ସିଦ୍ଧାର୍ଥ ମିଶ୍ରଙ୍କୁ ପରିଚାଳନା ନିର୍ଦ୍ଦେଶକ ଏବଂ CEO ଭାବରେ ନିଯୁକ୍ତ କରିଛି। ଏହି ନୂଆ ନିଯୁକ୍ତି ଅକ୍ଟୋବର ୧୪ରୁ କାର୍ଯ୍ୟକାରୀ ହେଉଛି। ତେବେ ସେ ଅନୁପ ବାଗଚିଙ୍କ…