Latest Odisha News

BREAKING NEWS

Yearly Archives

2026

କୁକୁର କାମୁଡ଼ି ଏକ ବର୍ଷର ଶିଶୁକୁ କଲା ଲହୁଲୁହାଣ

କୋଡ଼ିଙ୍ଗା:ଏକ ବର୍ଷର ଶିଶୁକୁ କୁକୁର କାମୁଡ଼ି ଲହୁଲୁହାଣ କରିଛି। ନବରଙ୍ଗପୁର ଜିଲ୍ଲାର କୋଷାଗୁମୁଡ଼ା ବ୍ଲକ କୋଡ଼ିଙ୍ଗା ସଦର ଚାଉଁରିଆ ସାହିର ରାଜୁ ଦଳେଇଙ୍କ ଏକ ବର୍ଷର ଶିଶୁକୁ କୁକୁର କାମୁଡ଼ି ଲହୁଲୁହାଣ କରିଛି। ଆଜି ଦିନରେ ନିଜ ଘରେ ଶିଶୁପୁତ୍ରଟି ଶୋଇଥିବାବେଳେ ଏକ ବୁଲା କୁକୁର ଶିଶୁଟିର…

ରୋହିତ ଶର୍ମାଙ୍କୁ ସୁନୀଲ ଗାଭାସ୍କର ଦେଲେ ବଡ଼ ଟାର୍ଗେଟ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଟିମ୍‌ର ପୂର୍ବତନ ମହାନ ଖେଳାଳି ସୁନୀଲ ଗାଭାସ୍କର କହିଛନ୍ତି ଯେ, ସନ୍ନ୍ୟାସ (ଅବସର) ନେବା ପୂର୍ବରୁ ସେ ରୋହିତ ଶର୍ମାଙ୍କୁ ତାଙ୍କ ବୟସଠାରୁ ଅଧିକ ଶତକ ହାସଲ କରୁଥିବାର ଦେଖିବାକୁ ଚାହାଁନ୍ତି । ରୋହିତ ଏପର‌୍ୟ୍ୟନ୍ତ ଏକଦିବସୀୟ  କ୍ରିକେଟ୍‌ରେ ୩୫ଟି ଶତକ…

ସେହ୍ୱାଗଙ୍କ ପୁଅଙ୍କୁ ପ୍ରଦାନ କରାଗଲା ଦିଲ୍ଲୀ ଟିମର ବଡ ଦାୟିତ୍ୱ

ନୂଆଦିଲ୍ଲୀ: ଭାରତର ପୂର୍ବତନ ବିସ୍ଫୋରକ ଓପନର ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର‌୍ୟ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ଏକ ବଡ଼ ଦାୟିତ୍ୱ ମିଳିଛି । ଡିଡିସିଏ  ଆଗାମୀ  ଭିନୁ ମଙ୍କଡ ଟ୍ରଫି ପାଇଁ ଆର‌୍ୟ୍ୟବୀରଙ୍କୁ ଦିଲ୍ଲୀ ପୁରୁଷ ଅଣ୍ଡର-୧୯ ଟିମ୍‌ର ଅଧିନାୟକ  ଭାବେ ଘୋଷଣା…

ଇରାନୀ କପ୍: ଜାମ୍ମୁ-କାଶ୍ମୀରକୁ ହରାଇ ଚାମ୍ପିୟନ୍ ହେଲା ରେଷ୍ଟ ଅଫ୍ ଇଣ୍ଡିଆ

ରେଷ୍ଟ ଅଫ୍ ଇଣ୍ଡିଆ ୩୧ଶ ଥର ପାଇଁ ଇରାନୀ କପ୍ ଟାଇଟଲ୍ ହାସଲ କରିଛି । ଦଳ ଫାଇନାଲ୍ ମ୍ୟାଚ୍‌ରେ ଜାମ୍ମୁ-କାଶ୍ମୀରକୁ ୧୬୭ ରନ୍‌ରେ ପରାସ୍ତ କରିଛି । ଶ୍ରୀନଗରରେ ଅକ୍ଟୋବର ୧ ରୁ ୫ ପର‌୍ୟ୍ୟନ୍ତ ଖେଳାଯାଇଥିବା ଏହି ମୁକାବିଲାରେ ରେଷ୍ଟ ଅଫ୍ ଇଣ୍ଡିଆ ପ୍ରଥମ ଇନିଂସରେ ୨୩୭ ରନ୍ ଏବଂ ଦ୍ୱିତୀୟ…

ନୟାପଲ୍ଲୀ ଦୁଷ୍କର୍ମ ଘଟଣା:ମୁଖ୍ୟଅଭିଯୁକ୍ତଙ୍କ ୨ ସହଯୋଗୀ ଗିରଫ

ଭୁବନେଶ୍ବର:ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ଦୁଷ୍କର୍ମ ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର ୨ ସହଯୋଗୀଙ୍କୁ ଗିରଫ କରିଛି କ୍ୟାପିଟାଲ ଥାନା ପୋଲିସ। ଗିରଫ ହୋଇଥିବା ଦୁଇ ସହଯୋଗୀ ଚକେଇସିଆଣି ଅଞ୍ଚଳର ବୋଲି…

India summons Pak: ପାକିସ୍ତାନରୁ ବେଆଇନ ଅନୁପ୍ରବେଶକୁ ନେଇ ଭାରତର ଦୃଢ଼ ପ୍ରତିବାଦ;ପାକ୍ ହାଇକମିଶନଙ୍କୁ ସମନ୍

ନୂଆଦିଲ୍ଲୀ:ସୀମାପାର୍ ବେଆଇନ ଅନୁପ୍ରବେଶ କ୍ଷେତ୍ରରେ ପାକିସ୍ତାନର 'ନିରନ୍ତର ସହାୟତା'କୁ ନେଇ ଭାରତ ଦୃଢ଼ ପ୍ରତିବାଦ ଜଣାଇଛି । ଭାରତ ଶନିବାର ଦିନ ପାକିସ୍ତାନ ହାଇକମିଶନର 'ଚାର୍ଜ ଡି'ଆଫେୟାର୍ସ' (Charge d'Affaires) ସାଦ ୱାରାଇଚ୍‌ଙ୍କୁ ସମନ କରିଛି । ଇସଲାମାବାଦସ୍ଥିତ ଭାରତୀୟ…

୭ ଜଣଙ୍କୁ ‘କିଓ’ ଜୀବନବ୍ୟାପୀ ସାଧନା ସମ୍ମାନ

ଭୁବନେଶ୍ୱର: ନାଗାଲାଣ୍ଡ ରାଜ୍ୟପାଳ ନନ୍ଦ କିଶୋର ଯାଦବଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି କିଟ୍ ଓ କିସ୍ ପରିଦର୍ଶନ କରି ଛାତ୍ରଛାତ୍ରୀଙ୍କ ସହ ସମୟ ଅତିବାହିତ କରିଥିଲେ। ଏହି ଅବସରରେ କିସରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ନିମନ୍ତେ ୭ଜଣ…

ତାମିଲ ଫିଲ୍ମମେକର ସିଙ୍ଗିଥମ୍ ଶ୍ରୀନିବାସ ରାଓଙ୍କ ପରଲୋକ

ବ୍ୟୁରୋ: ଆଉ ନାହାନ୍ତି ପ୍ରଖ୍ୟାତ ଚଳଚ୍ଚିତ୍ର ନିର୍ମାତା ସିଙ୍ଗିଥମ୍ ଶ୍ରୀନିବାସ ରାଓ । ୧୯୩୧ ମସିହା ସେପଟେମ୍ବର ୨୧ରେ ଆନ୍ଧ୍ରପ୍ରଦେଶର ଗୁଡୁରଠାରେ ଜନ୍ମ ନେଇଥିଲେ ସିଙ୍ଗିଥମ୍ । ବିଖ୍ୟାତ ଫିଲ୍ମ ନିର୍ଦ୍ଦେଶକ ଏଲ.ଭି ପ୍ରସାଦଙ୍କ ସହଯୋଗୀ ଭାବରେ ନିଜ କ୍ୟାରିଅର ଆରମ୍ଭ କରିଥିଲେ ସେ ।…

Drishyam 3: ୨ ଦିନରେ ୧୦୦ କୋଟି କ୍ଲବ୍‌ରେ ‘ଦୃଶ୍ୟମ ୩’! ବକ୍ସ ଅଫିସ୍‌ରେ ଅଜୟ ଦେବଗନଙ୍କ ଫିଲ୍ମର ଧମାକା,…

ମୁମ୍ବାଇ: ବକ୍ସ ଅଫିସ୍‌ରେ ଅଜୟ ଦେବଗନଙ୍କ ‘ଦୃଶ୍ୟମ ୩: ଦ କନକ୍ଲୁଜନ୍’ର ଜବରଦସ୍ତ ଦବଦବା ଦେଖିବାକୁ ମିଳିଛି। ଅକ୍ଟୋବର ୨ରେ ସିନେମା ହଲ୍‌କୁ ଆସିଥିବା ଏହି ସସ୍‌ପେନ୍ସ-ଥ୍ରିଲର୍‌କୁ ନେଇ ଦର୍ଶକଙ୍କ ମଧ୍ୟରେ ରିଲିଜ୍ ପୂର୍ବରୁ ହିଁ ବେଶ୍ ଉତ୍ସାହ ଥିଲା। ରିଲିଜ୍ ପରେ ଏହାର ପ୍ରଭାବ ବକ୍ସ…

ଆକାଶରୁ ଖସିଲା ରହସ୍ୟମୟ ବକ୍ସ, ଇସ୍ରୋ ସହ ସମ୍ପର୍କ…

ଭୁବନେଶ୍ୱର: ଆକାଶରୁ ଏକ ରହସ୍ୟମୟ ବକ୍ସ ଶନିବାର ଅପରାହ୍ନରେ ଖସିପଡ଼ି ଏକ ଗଛରେ ଲାଗିଯାଇଥିଲା।ଯାହାକୁ ଦେଖି ଲୋକେ ଆତଙ୍କିତ ହୋଇପଡ଼ିଥିଲେ। ଏହି ଘଟଣାଟି ବାଲେଶ୍ୱର ଜିଲ୍ଲା ଅନ୍ତର୍ଗତ ନୀଳଗିରି ବ୍ଲକ ନାରାୟଣପୁର ପଞ୍ଚାୟତସ୍ଥିତ ଗେନ୍ଦରା ଗ୍ରାମର ଏକ ଅଙ୍ଗନବାଡ଼ି କେନ୍ଦ୍ର ନିକଟରେ ଘଟିଥିଲା।…