Latest Odisha News

BREAKING NEWS

Yearly Archives

2026

Leave Iran immediately: ତୁରନ୍ତ ଇରାନ ଛାଡ…ତୃତୀୟ ଥର ପାଇଁ ଆଡଭାଇଜରୀ ଜାରି କଲା ଭାରତ

ନୂଆଦିଲ୍ଲୀ:ଇରାନର ପରିସ୍ଥିତି ଦ୍ରୁତ ଗତିରେ ଖରାପ ହେଉଛି। ଏହାକୁ ଦୃଷ୍ଟିରେ ରଖି,ଭାରତ ସରକାର ସେଠାରେ ରହୁଥିବା ଭାରତୀୟ ନାଗରିକଙ୍କ ସୁରକ୍ଷା ନେଇ ଚିନ୍ତା ପ୍ରକାଶ କରିଛନ୍ତି। ବୈଦେଶିକ ମନ୍ତ୍ରଣାଳୟ (MEA) ଅନୁଯାୟୀ, ବର୍ତ୍ତମାନ ଇରାନରେ ପ୍ରାୟ ୯ ,000 ଭାରତୀୟ ନାଗରିକ ଅଛନ୍ତି।…

Capital Hospital: ଡାକ୍ତରଙ୍କୁ ଆକ୍ରମଣ କଲେ ରୋଗୀଙ୍କ ସମ୍ପର୍କୀୟ; ଚିକିତ୍ସା ନମିଳିବାରୁ …

ଭୁବନେଶ୍ବର:ଶୁକ୍ରବାର ଅପରାହ୍ନରେ କ୍ୟାପିଟାଲ ହସ୍ପିଟାଲରେ ଡ଼ାକ୍ତରଙ୍କୁ ଆକ୍ରମଣ । ଚିକିତ୍ସା ନମିଳିବାରୁ ଡାକ୍ତରଙ୍କୁ ଆକ୍ରମଣ ଅଭିଯୋଗ । କ୍ୟାପିଟାଲ ହସ୍ପିଟାଲରେ ଡାକ୍ତର ଓ ଆଟେଣ୍ଡାଣ୍ଟଙ୍କୁ ରୋଗୀଙ୍କ ଆକ୍ରମଣ । ନିମାପଡ଼ାରୁ ରୋଗୀ ନେଇ ଆସିଥିବା ଜନୈକ ସମ୍ପର୍କୀୟ ଏଭଳିକାଣ୍ଡ କରିଥିବା…

Brown Sugar: ୧୨ ଲକ୍ଷ ଟଙ୍କାର ଧଳାଜହର ଜବତ, ୭ ଗିରଫ

ପୁରୀ: ପୁରୀ ବ୍ରହ୍ମଗିରି ଥାନା ପୋଲିସ ୭ ଜଣ ବ୍ରାଉନ ସୁଗାର ମାଫିଆଙ୍କୁ ଗିରଫ କରିଛି । ବ୍ରହ୍ମଗିରି ଥାନା ଅନ୍ତର୍ଗତ ମା’ ପାଦୁକେଇ ମନ୍ଦିର ମେଳଣ ପଡ଼ିଆରୁ ୭ ଜଣ ବ୍ରାଉନ ସୁଗାର ମାଫିଆଙ୍କୁ ଗିରଫ କରିଛି ପୋଲିସ । ଅଭିଯୁକ୍ତଙ୍କ ଠାରୁ ୧୧୯ ଗ୍ରାମ ବ୍ରାଉନ ସୁଗାର ସହିତ ନଗଦ ୧୨ ହଜାର ୫ ଶହ…

ଓଡ଼ିଶା ସରକାର ଓ ଏନଆଇଇପିଆଇଡି ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷର;ଲକ୍ଷ୍ୟ ମାନସିକ ଅନଗ୍ରସର ବ୍ୟକ୍ତି…

ଭୁବନେଶ୍ୱର: ଓଡିଶା ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଏବଂ ଜାତୀୟ ବୌଦ୍ଧିକ ଦିବ୍ୟାଙ୍ଗଜନ ସଶକ୍ତିକରଣ ସଂସ୍ଥା (ଏନଆଇଇପିଆଇଡି) ମଧ୍ୟରେ ଏକ ବୁଝାମଣା ପତ୍ର (ଏମଓୟୁ ) ସ୍ୱାକ୍ଷରିତ ହୋଇଯାଇଛି। ଏହି ବୁଝାମଣାପତ୍ର ମାଧ୍ୟମରେ ରାଜ୍ୟରେ ମାନସିକ ଅନଗ୍ରସର ଥିବା…

X down: ଗୋଟିଏ ସପ୍ତାହରେ ୨ୟ ଥର ପାଇଁ X ହେଲା ଡାଉନ, ଭାରତ ସମେତ ସାରା ବିଶ୍ୱର ୟୁଜର ପ୍ରଭାବିତ

ନୂଆଦିଲ୍ଲୀ:ବିଶ୍ୱର ପ୍ରମୁଖ ସୋସିଆଲ ମିଡିଆ ପ୍ଲାଟଫର୍ମ X, ପୁଣି ଥରେ ଏକ ବଡ଼ ଯାନ୍ତ୍ରିକ ତ୍ରୁଟିର ସମ୍ମୁଖୀନ ହୋଇଛି। ପୂର୍ବରୁ ଟ୍ୱିଟର ନାମରେ ଜଣାଶୁଣା ଏହି ପ୍ଲାଟଫର୍ମ, ଗୋଟିଏ ସପ୍ତାହ ମଧ୍ୟରେ ଦ୍ୱିତୀୟ ଥର ପାଇଁ ଡାଉନ୍ ହୋଇଛି । ଶୁକ୍ରବାର ରାତିରେ, ଲକ୍ଷ ଲକ୍ଷ ଉପଭୋକ୍ତା ହଠାତ୍ X…

କିଟରେ ଚେସ୍‍ ମହାକୁମ୍ଭ ଉଦ୍‍ଯାପିତ

ଭୁବନେଶ୍ୱର: ଜାନୁଆରୀ ୧୪ ଓ ୧୫ତାରିଖ ଦୁଇ ଦିନ ଧରି କିଟରେ ଚାଲିଥିବା ସାମାଜିକ ଏବଂ ଶିକ୍ଷାଗତ ଚେସ୍ (ସୋସିଆଲ୍ ଆଣ୍ଡ ଏଜୁକେସନାଲ୍ ଚେସ୍‌) ଉପରେ ଅନ୍ତର୍ଜାତୀୟ ସମ୍ମିଳନୀ ଗୁରୁବାର ଉଦ୍‍ଯାପିତ ହୋଇଯାଇଛି। ଏହାକୁ ଅନ୍ତର୍ଜାତୀୟ ଚେସ୍‍ ଫେଡେରେସନ୍‍ (ଏଫ୍‌ଆଇଡିଇ)ର ଉପସଭାପତି ତଥା…

ଏହି ଦିନ ରିଲିଜ ହେବ ପ୍ରଭାସଙ୍କ ‘ସ୍ପିରିଟ୍’…

ମୁମ୍ବାଇ: ସନ୍ଦୀପ ରେଡ୍ଡୀ ଭାଙ୍ଗାଙ୍କ ନିର୍ଦ୍ଦେଶିତ ଓ ପ୍ରଭାସ ଏବଂ ତୃପ୍ତି ଡିମିରି ଅଭିନୀତ ଫିଲ୍ମ "ସ୍ପିରିଟ୍" ର ରିଲିଜ ଡେଟ୍ ଘୋଷଣା ହୋଇଯାଇଛି। ତେବେ ୨୦୨୬ର ପ୍ରଥମ ଦିନ ଅର୍ଥାତ୍ ନବବର୍ଷ ଦିନ, ନିର୍ମାତାମାନେ ଏହାର ପ୍ରଥମ ଲୁକ୍ ରିଲିଜ୍ କରିଥିଲେ। ତେବେ ପୋଷ୍ଟରରେ ପ୍ରଭାସ ଏବଂ…

National Education Policy: ରାଜ୍ୟରେ ଶିକ୍ଷା କ୍ଷେତ୍ରରେ ସଂସ୍କାର ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କ ୪ ସୂତ୍ରୀ…

ଭୁବନେଶ୍ଵର: ଭୁବନେଶ୍ବର ପରିଦର୍ଶନରେ ଆସି ଆଜି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ପାଠ୍ୟକ୍ରମ ସଂସ୍କାର ଓ ପାଠ୍ୟପୁସ୍ତକ ବିକାଶ ସମ୍ପର୍କରେ ଏକ ଆଲୋଚନା ବୈଠକରେ ଯୋଗ ଦେଇଛନ୍ତି । ଜାତୀୟ ଶିକ୍ଷା ନୀତି ୨୦୨୦ ଆଧାରରେ ପାଠ୍ୟପୁସ୍ତକ ବିକାଶ କରୁଛନ୍ତି ରାଜ୍ୟ ସରକାର ।…

ଆଫ୍ରିଦୀଙ୍କ ଆଉ ଏକ ରେକର୍ଡ ଭାଙ୍ଗି ପାରନ୍ତି ରୋହିତ

ଇନ୍ଦୋର: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ତୃତୀୟ ଦିନିକିଆ କ୍ରିକେଟ ମ୍ୟାଚ ଇନ୍ଦୋରରେ ଖେଳାଯିବ । ଏହି ମ୍ୟାଚରେ ରୋହିତ ଶର୍ମା ଆଉ ଏକ ଉପଲବ୍ଧି ହାସଲ କରିବାକୁ ଯାଉଛନ୍ତି । ୨ଟି ଯାକ ଦିନିକିଆରେ ରୋହିତ(୨୬ ଓ ୨୪ ରନ) ଭଲ ପ୍ରଦର୍ଶନ କରିପାରି ନାହାନ୍ତି । ପ୍ରଶଂସକମାନେ ତାଙ୍କଠାରୁ ଏକ ବଡ…

ଜ୍ବାଇଁଙ୍କ ସ୍ଵାଗତ ପାଇଁ ୧୫୮ ପ୍ରକାରର ସୁସ୍ୱାଦୁ ବ୍ୟଞ୍ଜନ, ଭାଇରାଲ ହେଉଛି ଭିଡିଓ…

ଗୁଣ୍ଟୁର: ଆନ୍ଧ୍ରପ୍ରଦେଶ ଗୋଦାବରୀ ଜିଲ୍ଲାର ରାଜମହେନ୍ଦ୍ରିର ଶ୍ରୀଦତ୍ତଙ୍କର ବିବାହ ମୌନିକାଙ୍କ ସହ ହୋଇଥିଲା। ଉଭୟ ବିବାହ ପରେ ପ୍ରଥମ ସଂକ୍ରାନ୍ତି ପାଳନ ପାଇଁ ଗୁଣ୍ଟୁର ଜିଲ୍ଲାର ତେନାଲିକୁ ଆସିଥିଲେ। ଏହି ଅବସରରେ ମୌନିକାଙ୍କ ପିତାମାତା ତାଙ୍କ ଜ୍ୱାଇଁଙ୍କ ପାଇଁ ୧୫୮ ପ୍ରକାରର ଖାଦ୍ୟ ପେୟ…