Latest Odisha News

BREAKING NEWS

Yearly Archives

2026

Glacial Lake Outburst: ଭୁଟାନରେ ଫାଟିଲା ଗ୍ଲାସିୟର ହ୍ରଦ, ଭାରତରେ ବନ୍ୟା ଆତଙ୍କ! ୧୦ ହଜାର ଲୋକ ସ୍ଥାନାନ୍ତର,…

ନୂଆଦିଲ୍ଲୀ: ଭୁଟାନରେ ଗ୍ଲାସିୟର ହ୍ରଦ ଫାଟିବା ପରେ ଏବେ ଭାରତର ପଶ୍ଚିମବଙ୍ଗ ଓ ଆସାମରେ ବନ୍ୟା ଆଶଙ୍କା ଦେଖାଦେଇଛି। ଭୁଟାନର ଲେମଥାଙ୍ଗ ଅଞ୍ଚଳରେ ଥିବା ଅତି ସମ୍ବେଦନଶୀଳ ଶିନ୍ତାଫୁ ହ୍ରଦରୁ ଗୁରୁବାର ରାତିଠାରୁ ପ୍ରବଳ ବେଗରେ ପାଣି ବାହାରିବା ଆରମ୍ଭ ହୋଇଛି। ଏହି ପାଣି ମୋଫୁ ନଦୀ ଦେଇ…

Cyclone Arnab Effect: ଭୁବନେଶ୍ୱର-ବିଶାଖାପଟନମ୍ ବନ୍ଦେ ଭାରତ ସହ ୩୫ ଟ୍ରେନ୍ ବାତିଲ୍

ବ୍ୟୁରୋ: ବାତ୍ୟା ଯାଇଛି, ଏବେ ବନ୍ୟା ସ୍ଥିତି । ରାଜ୍ୟରେ ଗଂଜାମ, ଗଜପତି, ସେପଟେ ଆନ୍ଧ୍ରରେ ବନ୍ୟାର ଭୟଙ୍କର ପରିସ୍ଥିତି । ରାସ୍ତାଘାଟ- ଚାଷ ଜମି ସବୁ ପାଣିରେ ଏକାକାର । ସେହିପରି ଟ୍ରେନ୍ ଟ୍ରାକ୍ରେ ବି ଚାଲୁଛି ବନ୍ୟାପାଣି । ଫଳରେ କିଛି ଟ୍ରେନ୍ ଆଜିପାଇଁ ବାତିଲ୍ ହୋଇଥିବା ବେଳେ କିଛି…

ବନ୍ୟା ସ୍ଥିତିର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ: ବିପନ୍ନଙ୍କ ପାଖରେ ତୁରନ୍ତ ସହାୟତା ପହଞ୍ଚାଇବାକୁ ନିର୍ଦ୍ଦେଶ

ଭୁବନେଶ୍ୱର: ବାତ୍ୟା ଅର୍ଣ୍ଣବ ପରେ ଗଞ୍ଜାମ ଓ ଗଜପତିରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ବନ୍ୟା ଯୋଗୁଁ ହୋଇଥିବା କ୍ଷୟକ୍ଷତିକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବାତ୍ୟା ଓ ବର୍ଷା ପରବର୍ତ୍ତୀ ବନ୍ୟା ସ୍ଥିତିର ଆକାଶମାର୍ଗରୁ ସମୀକ୍ଷା କରିଛନ୍ତି। ମୁଖ୍ୟମନ୍ତ୍ରୀ ପ୍ରତିକ୍ରିୟା ମଧ୍ୟ…

ବନ୍ୟାଞ୍ଚଳରେ ନୌସେନା ହେଲିକପ୍ଟର: ଏଆର ଡ୍ରପ ହେବ ଖାଦ୍ୟ ପୁଡିଆ

ଭୁବନେଶ୍ୱର: ବାତ୍ୟା 'ଅର୍ଣ୍ଣବ' (Cyclone Arnab) ପ୍ରଭାବରେ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ବନ୍ୟା ପ୍ରଭାବିତ ଅଞ୍ଚଳରେ ନୌସେନା (Naval) ଏବଂ କୋଷ୍ଟଗାର୍ଡ ହେଲିକପ୍ଟର ଜରିଆରେ ଖାଦ୍ୟ ପୁଡ଼ିଆ ଏୟାର ଡ୍ରପ୍ (ଆକାଶମାର୍ଗରୁ ବଣ୍ଟନ) କରିବା ପାଇଁ ରାଜ୍ୟ ସରକାର…

OPSC ପରୀକ୍ଷା ଘୁଞ୍ଚିବ ନାହିଁ, ବନ୍ୟା ପ୍ରଭାବିତ ପରୀକ୍ଷାର୍ଥୀଙ୍କ ଦାୟିତ୍ୱ ନେବେ ସରକାର: ରାଜସ୍ୱ ମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟର କେତେକ ଅଞ୍ଚଳରେ ବନ୍ୟା ଓ ବାତ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲେ ମଧ୍ୟ OPSC ଓସିଏସ (OCS) ମେନ୍ ପରୀକ୍ଷା ଆଉ ଘୁଞ୍ଚିବ ନାହିଁ ବୋଲି ଓଡ଼ିଶାର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ସ୍ପଷ୍ଟ କରିଛନ୍ତି। ମନ୍ତ୍ରୀ କହିଛନ୍ତି ଯେ ପରୀକ୍ଷା ଥରେ…

ନଦୀ କୂଳରୁ ମୁଣ୍ଡବିହୀନ ମହିଳାଙ୍କ ମୃତଦେହ ଉଦ୍ଧାର

କେନ୍ଦ୍ରାପଡ଼ା: ମାର୍ଶାଘାଇ ଅନ୍ତର୍ଗତ କୁଦାନଗରୀ ଥାନା ମହାରକୁଳ ନିକଟ ଲୁଣା ନଦୀ ବନ୍ଧରୁ ଜଣେ ଅଜଣା ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ଉଦ୍ଧାର କରାଯାଇଛି।ମୃତଦେହଟି ନଦୀ ବନ୍ଧ କଡ଼ରେ ପଡ଼ିଥିବା ଦେଖି ସ୍ଥାନୀୟ ଅଞ୍ଚଳରେ ଭୟ ଓ ଚାଞ୍ଚଲ୍ୟ ଖେଳିଯାଇଛି। ମହିଳାଙ୍କ ଶରୀରରୁ ମୁଣ୍ଡ ଅଲଗା…

ରାଜ୍ୟର କୃଷି ଇତିହାସରେ ଅଭୂତପୂର୍ବ ସଫଳତା, କୃଷି ବିଦ୍ୟାନିଧିରେ ରେକର୍ଡ ସଂଖ୍ୟକ ଛାତ୍ରଛାତ୍ରୀଙ୍କୁ ବୃତ୍ତି

ଭୁବନେଶ୍ୱର: ଚାଷୀଙ୍କ ଉନ୍ନତି ଓ ଆର୍ଥିକ ବିକାଶ ହିଁ ଓଡ଼ିଶାର ସାମଗ୍ରୀକ ବିକାଶକୁ ଆଗକୁ ନେବ, ଏହି ଚିନ୍ତାଧାରା ସହ କେନ୍ଦ୍ର ସରକାରଙ୍କ ପିଏମ୍ କିଷାନ ଯୋଜନା ସହିତ ତାଳ ଦେଇ ରାଜ୍ୟ ସରକାର ନିଜସ୍ୱ ପାଣ୍ଠିରୁ ସିଏମ୍ କିଷାନ ଯୋଜନା କାର୍ୟ୍ୟକ୍ରମ କରୁଛନ୍ତି । ଏହି ଯୋଜନା ମାଧ୍ୟମରେ କୃଷି…

ପିଏମ୍ କିଷାନ ଉତ୍ସବ, ଓଡ଼ିଶାର ୩୫ଲକ୍ଷରୁ ଉର୍ଦ୍ଧ୍ୱ ଚାଷୀଙ୍କ ଆକାଉଣ୍ଟକୁ ଗଲା ଟଙ୍କା

ଭୁବନେଶ୍ୱର: ଦେଶର କୃଷକ ସମାଜକୁ ଆର୍ଥିକ ଭାବେ ଅଧିକ ସଶକ୍ତ ଓ ଆତ୍ମନିର୍ଭରଶୀଳ କରିବା ଦିଗରେ ଶୁକ୍ରବାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ ‘ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ନିଧି’‘ପିଏମ୍ କିଷାନ’ ଯୋଜନାର ୨୪ତମ କିସ୍ତି ସହାୟତା ରାଶି ସିଧାସଳଖ ଚାଷୀମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ…

ନଈବନ୍ଧରୁ ମୁଣ୍ଡବିହୀନ ଅଜଣା ମୃତଦେହ ଉଦ୍ଧାର, ପୋଲିସ ତଦନ୍ତ ଜାରି

କେନ୍ଦ୍ରାପଡା: ରାଜ୍ୟରେ ଗୋଟେପଟେ ଉତ୍ସବ, ଅନ୍ୟପଟେ ବାତ୍ୟା ପରେ ବନ୍ୟା ସ୍ଥିତିି । ଗୋଟେପଟେ ଚାଲିଛି ମା ଗଜଲକ୍ଷ୍ମୀଙ୍କ ଆରାଧନା, ଗୋଟେପଟେ ବାତ୍ୟା ପରେ ଜଳପ୍ରଳୟ ସ୍ଥିତି । ଏସବୁ ଭିତରେ ଘଟିଛି ବୀଭତ୍ସ ହତ୍ୟାକାଣ୍ଡ । କେନ୍ଦ୍ରାପଡାରେ ଜଣେ ମହିଳାଙ୍କୁ ବୀଭତ୍ସ ଭାବେ ମୁଣ୍ଡ ଗୁଣ୍ଡି ଅଲଗା…

ଦକ୍ଷିଣ ଓଡିଶାରେ ଅର୍ଣ୍ଣବର ପ୍ରଭାବ, ଗଂଜାମ ଓ ଗଜପତିରେ ବିନାଶକାରୀ ବନ୍ୟା

ବ୍ୟୁରୋ: ବାତ୍ୟା ଅର୍ଣ୍ଣବ ଫଳରେ ଦକ୍ଷିଣ ଓଡିଶାରେ ସ୍ଥିତି ବେହାଲ । ଲ୍ୟାଣ୍ଡଫଳର ପୂର୍ବରୁ ଓ ପରେ ଭୀଷଣ ପବନ ଓ ଲଗାଣ ବର୍ଷାରେ ଜନଜୀବନ ସମ୍ପୂଣ୍ଣ ର୍ ଅସ୍ତବ୍ୟସ୍ତ ହୋଇପଡିଛି । ଗଂଜାମ ଓ ଗଜପତିର ଜଳପ୍ରଳୟ ପରିସ୍ଥିତି । ସ୍ଥିତି ଏପରି ହୋଇଛି ଯୁଆଡେ ଚାହିଁବ ଖାଲି ପାଣି ଆଉ ପାଣି ।…