Latest Odisha News

BREAKING NEWS

Yearly Archives

2026

ଐତିହାସିକ ଫୁଟବଲ୍ ମ୍ୟାଚ୍‌ରେ ଭାରତକୁ ୪-୦ରେ ହରାଇଲା ବ୍ରାଜିଲ; ଏଷ୍ଟେଭାଓ, ପେଡ୍ରୋ ଓ ସାମୁଏଲ୍ ଲିନୋଙ୍କ ଗୋଲ୍

କୋଲକାତା: କୋଲକାତାର ସଲ୍ଟ ଲେକ୍ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଐତିହାସିକ ବନ୍ଧୁତ୍ୱପୂର୍ଣ୍ଣ ଫୁଟବଲ ମ୍ୟାଚରେ ୫ ଥରର ବିଶ୍ୱ ଚାମ୍ପିଅନ୍ ବ୍ରାଜିଲ୍ ନିକଟରୁ ଭାରତୀୟ ଦଳ ୦-୪ ଗୋଲ୍‌ରେ ପରାଜିତ ହୋଇଛି । ବ୍ରାଜିଲ୍ ପକ୍ଷରୁ ସାମୁଏଲ୍ ଲିନୋ ଦୁଇଟି ଗୋଲ୍ ଦେଇଥିବା ବେଳେ ଏଷ୍ଟେଭାଓ ଓ ପେଡ୍ରୋ…

ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର ଘଟଣାର ପର୍ଦ୍ଦାଫାସ;ଜମି ବିବାଦକୁ ନେଇ ଭାଇର ହତ୍ୟା

ଫୁଲବାଣୀ: ଏକ ଭଡାଘରୁ ଜଣେ ଯୁବକଙ୍କ ଗଳିତ ମୃତଦେହ ଶୁକ୍ରବାର ଉଦ୍ଧାର କରାଯାଇଥିଲା । ଏହି ଘଟଣାର ପର୍ଦ୍ଦାଫାସ କରିଛି ଟାଉନ ପୋଲିସ । ଜମି ବିବାଦକୁ ନେଇ ତାଙ୍କୁ ହତ୍ୟା କରିଥିବା ପୋଲିସ ତଦନ୍ତରେ ଜଣାପଡିଛି। ମୃତକ ହେଲେ ଅଶୋକ ସାହୁ । ମୃତକଙ୍କ ଭାଇ ଅରୁଣ କୁମାର ସାହୁଙ୍କୁ ଗିରଫ କରାଯାଇଛି…

Krushi Unnata Sahayogi: ‘କୃଷି ଉନ୍ନତ ସହଯୋଗୀ’ର ଶୁଭାରମ୍ଭ:୩୧୪ ବ୍ଲକରେ ନିୟୋଜିତ ହେବେ ୯୬୪ ଜଣ କୃଷି ଛାତ୍ର…

ଭୁବନେଶ୍ୱର:କୃଷି ଶିକ୍ଷାକୁ କ୍ଷେତ୍ରସ୍ତରୀୟ ସମ୍ପ୍ରସାରଣ ସେବା ସହ ଯୋଡ଼ିବା ଲକ୍ଷ୍ୟରେ ଓଡ଼ିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଏକ ଅନନ୍ୟ ଇଣ୍ଟର୍ନସିପ୍ କାର୍ଯ୍ୟକ୍ରମ 'କୃଷି ଉନ୍ନତ ସହଯୋଗୀ'ର ଶୁଭାରମ୍ଭ ହୋଇଛି। ଓୟୁଏଟି (OUAT)ର କୃଷି ଶିକ୍ଷା ସଦନ ସମ୍ମିଳନୀ…

ଭାରତୀୟ ଦଳର ଏକଦିବସୀୟରେ ନୂଆ ଛକା ରେକର୍ଡ

ନୂଆଦିଲ୍ଲୀ: ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଏକଦିବସୀୟ ସିରିଜରେ ଭାରତୀୟ ଦଳ ଏକ ଅଭୂତପୂର୍ବ ରେକର୍ଡ ନିଜ ନାମରେ କରିଛି । ଏହି ସିରିଜରେ ଭାରତୀୟ ବ୍ୟାଟରମାନେ ମୋଟ ୪୫ଟି ଛକା ମାରିଛନ୍ତି, ଯାହାକି ୩ ମ୍ୟାଚ ସିରିଜରେ କୌଣସି ବି ଦଳ ଦ୍ୱାରା ମରାଯାଇଥିବା…

CJP protest at Shivaji Park:ମୁମ୍ବାଇ ପୋଲିସର କାର୍ଯ୍ୟାନୁଷ୍ଠାନ;ଦିପକେଙ୍କ ସମେତ ୫୦୦ଜଣଙ୍କ ବିରୁଦ୍ଧରେ ମାମଲା…

ମୁମ୍ବାଇ:ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ମୁମ୍ବାଇର ଶିବାଜୀ ପାର୍କରେ ପୋଲିସ୍ ଅନୁମତି ବିନା ବିକ୍ଷୋଭ ପ୍ରଦର୍ଶନ କରିବା ଅଭିଯୋଗରେ 'କକରୋଚ୍ ଜନତା ପାର୍ଟି' (CJP)ର ନେତାଙ୍କ ସମେତ ପ୍ରାୟ ୫୦୦ ଜଣଙ୍କ ବିରୋଧରେ ଏକ ଏଫ୍‌ଆଇଆର୍ (FIR) ରୁଜୁ କରାଯାଇଛି।…

ଶାରଦୀୟ ଦୁର୍ଗାପୂଜା; ଆଜିଠୁ ଶ୍ରୀକ୍ଷେତ୍ରରେ ଷୋଳପୂଜା ବିଧି ଆରମ୍ଭ

ଭୁବନେଶ୍ୱର: ଶାରଦୀୟ ଦୁର୍ଗାପୂଜା ପାଇଁ ଆଜିଠାରୁ ଶ୍ରୀକ୍ଷେତ୍ରରେ ଆରମ୍ଭ ହୋଇଛି ପାରମ୍ପରିକ ପ୍ରସ୍ତୁତି। ପରମ୍ପରା ଅନୁଯାୟୀ ଆଜି ମୁଳାଷ୍ଟମୀ ଅବସରରେ ଷୋଳପୂଜା (ଷୋଡଶ ପୂଜା)ର ବିଧି ଆରମ୍ଭ ହୋଇଛି ଗଜପତିଙ୍କ ଶ୍ରୀନଅରରୁ। ଶ୍ରୀକ୍ଷେତ୍ରରେ ଥିବା ସମସ୍ତ ଶକ୍ତି ପୀଠ ଗୁଡ଼ିକରେ ଏହି…

Strait of Hormuz:ହର୍ମୁଜରେ ଅଶୋଧିତ ତେଲ ଟ୍ୟାଙ୍କର ଉପରେ ଆକ୍ରମଣ; ୫ ଭାରତୀୟ ଉଦ୍ଧାର

ନୂଆଦିଲ୍ଲୀ:ମଧ୍ୟ-ପୂର୍ବରେ ଉତ୍ତେଜନା ଏବେ ମଧ୍ୟ ଜାରି ରହିଛି। ଏଥି ମଧ୍ୟରେ ଶୁକ୍ରବାର ଦିନ ହର୍ମୁଜ ପ୍ରଣାଳୀ((Strait of Hormuz)ରେ କୁୱେତର ପତାକା ବହନ କରୁଥିବା ଏକ ତେଲ ବାହୀ ଜାହାଜ ଉପରେ ଏକ କ୍ଷେପଣାସ୍ତ୍ର ମାଡ଼ ହୋଇଥିଲା। ଏହି ଜାହାଜରେ ଥିବା ପାଞ୍ଚ ଜଣ ଭାରତୀୟ ନାବିକଙ୍କୁ…

ଏମ.ଏସ. ଧୋନିଙ୍କ ରେକର୍ଡ ସହ ସମକକ୍ଷ  ହେଲେ ରାହୁଲ

ନ୍ୟୁ ଚଣ୍ଡୀଗଡ଼:  ମୁଲ୍ଲାନ୍‌ପୁରରେ ଖେଳାଯାଉଥିବା ୱେଷ୍ଟଇଣ୍ଡିଜ୍ ବିପକ୍ଷ ତୃତୀୟ ଏକଦିବସୀୟ ମ୍ୟାଚ୍‌ରେ କେ.ଏଲ୍. ରାହୁଲଙ୍କ ଚମତ୍କାର ଶତକ ବଳରେ ଭାରତ ୩୫୧/୭ ରନର ବିଶାଳ ସ୍କୋର ଛିଡ଼ା କରିଛି । ରାହୁଲ ମାତ୍ର ୮୭ ବଲ୍‌ରୁ ୧୦ଟି ଚୌକା ଓ ୬ଟି ଛକା ସହାୟତାରେ ଅପରାଜିତ ୧୨୯ ରନ୍‌ର ବିସ୍ଫୋରକ…

ନେସଲେର ‘ଲୋ ଫ୍ୟାଟ୍ ଡେରୀ ହ୍ୱାଇଟନ’ର ବିକ୍ରି ଉପରେ ରୋକ୍; କାହିଁକି ଅସୁରକ୍ଷିତ…

ନୂଆଦିଲ୍ଲୀ: ନେସଲେର 'ଲୋ ଫ୍ୟାଟ୍ ଡେରୀ ହ୍ୱାଇଟନ'ର ବିକ୍ରି ଉପରେ ରୋକ ଲଗାଇଲା FSSAI। ଏଥିସହିତ ଏହାକୁ ଅସୁରକ୍ଷିତ ବୋଲି ମଧ୍ୟ ବିବେଚନା କରିଛିମ ସୂଚନା ଅନୁଯାୟୀ, ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ (FSSAI) ର ନିର୍ଦ୍ଦେଶ ପରେ ଦିଲ୍ଲୀର ପ୍ରମୁଖ ପଞ୍ଚତାରକା ହୋଟେଲରୁ…

ପୁରୁଷ ହକିରେ ଭାରତୀୟ ଦଳକୁ ସ୍ୱର୍ଣ୍ଣ, ଲସ୍ ଆଞ୍ଜେଲସ୍ ଅଲିମ୍ପିକ୍ସ ପାଇଁ କ୍ୱାଲିଫାଏ

ନାଗୋୟା (ଜାପାନ): ଜାପାନର ଆଇଚି-ନାଗୋୟାଠାରେ ଚାଲିଥିବା ୨୦୨୬ ଏସିଆନ୍ ଗେମ୍ସର ପୁରୁଷ ହକି ଫାଇନାଲ୍‌ରେ ଭାରତୀୟ ଦଳ ଏକ ଚିତ୍ତାକର୍ଷକ ପ୍ରଦର୍ଶନ କରି ମଲେସିଆକୁ ୫-୧ ଗୋଲ୍‌ରେ ପରାସ୍ତ କରି ସ୍ୱର୍ଣ୍ଣ ପଦକ ହାସଲ କରିଛି । ଏହି ସଫଳତା ସହ ଭାରତୀୟ ପୁରୁଷ ଦଳ ଲଗାତାର ଦ୍ୱିତୀୟ ଥର ପାଇଁ…