Viral Video: ଫେମସ୍ ହେବା ପାଇଁ ଜୀବନକୁ ବାଜି! ରେଳ ଇଞ୍ଜିନ୍ରେ ଶାଢ଼ି ବାନ୍ଧି ଡ୍ୟାନ୍ସ କଲେ ମହିଳା, ତାତିଲେ…
ନୂଆଦିଲ୍ଲୀ: ସୋସିଆଲ୍ ମିଡିଆରେ ରିଲ୍ ତିଆରି କରିବାର ନିଶା ଏବେ ଯୁବପିଢିଙ୍କୁ ଅନ୍ଧ କରିସାରିଲାଣି । ନିଜ ଜୀବନକୁ ବାଜି ଲଗାଇବାକୁ ବି ପଛାଉନାହାନ୍ତି । ଅନେକ ସମୟରେ ଏଭଳି ଦୁଃସାହାସିକ ଭିଡିଓ କରି ହଟହଟା ହୋଇଥିବା ବେଳେ ତାହାର ଏକ ଭିଡିଓ ଏବେ ଭାଇରାଲ୍ ହେଉଛି। ରେଳ ଟ୍ରାକ୍ରେ ଠିଆ…