Latest Odisha News

BREAKING NEWS

Yearly Archives

2026

ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା କାଫିଲା ପାଇଁ ଅଟକିଲା ଆମ୍ବୁଲାନ୍ସ : ୪ ପୋଲିସ ସସପେଣ୍ଡ

ଆସାମ: ଦକ୍ଷିଣ ଆସାମର ସିଲଚରରେ ଟ୍ରାଫିକ୍ ପରିଚାଳନା କରୁଥିବା ୪ ଜଣ ପୋଲିସ କର୍ମଚାରୀ ନିଲମ୍ବିତ । ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ କାରକେଡ ଯିବା ସମୟରେ ଏକ ଗୁରୁତର ରୋଗୀ ଯାଉଥିବା ଆମ୍ବୁଲାନ୍ସକୁ କିଛି ସମୟ ପାଇଁ ଅଟକାଇଥିଲେ ଟ୍ରାଫିକ୍ ପୋଲିସ । ମୁଖ୍ୟମନ୍ତ୍ରୀ ଏସବୁ ଜାଣିବା…

ChatGPT ‘Sir’: ଇଣ୍ଟରନେଟ୍ ପ୍ରେମରେ ୭୭ ବର୍ଷୀୟ ବୃଦ୍ଧ, ‘ସାର୍’ ବୋଲି କଲେ ସମ୍ବୋଧନ, ମନ କିଣିନେବ…

ନୂଆଦିଲ୍ଲୀ: ଆମେ ସାଧାରଣତଃ ଭାବୁ ଇଣ୍ଟରନେଟ୍ ଓ ଟେକ୍ନୋଲୋଜିକୁ ବ୍ୟବହାର କରିବାରେ ଏବଂ ଏହାକୁ ପରିଚାଳନା କରିବାରେ ଯୁବପିଢ଼ି ହିଁ ସବୁଠୁ ଆଗରେ। ହାତରେ ସ୍ମାର୍ଟଫୋନ୍‌, ଆଖି ଇଣ୍ଟରନେଟ୍‌ ଉପରେ ଆଉ ନୂଆ ନୂଆ ଆପ୍‌ ବ୍ୟବହାର କରିବାରେ ଯୁବପିଢ଼ିଙ୍କ ଆଗ୍ରହ ଅଧିକ। କିନ୍ତୁ ଏବେ ଜଣେ ୭୭…

IITM ସହାୟତାରେ ରାଜ୍ୟରେ କମିବ ପ୍ରାକୃତିକ ବିପର୍ଯ୍ୟୟ ପ୍ରକୋପ

ଭୁବନେଶ୍ୱର: ଓଡ଼ିଶାରେ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ଏବଂ ଏହାର ପ୍ରକୋପକୁ ହ୍ରାସ କରିବା ପାଇଁ ରାଜ୍ୟ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଏବଂ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (OSDMA) ପକ୍ଷରୁ ଏକ ବଡ଼ ପଦକ୍ଷେପ ନିଆଯାଇଛି । ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଟ୍ରପିକାଲ…

Actress Nushrratt Injured: ଏୟାର ଆମ୍ବୁଲାନ୍ସରେ ବାଲିରୁ ଆସିବେ ମୁମ୍ବାଇ

ମୁମ୍ବାଇ: ରାମସେତୁ ଫେମ୍ ଅଭିନେତ୍ରୀ ନୁସରତ ଭାରୁଚା ଆହତ । ସୁଟିଂ ତଥା ହଲିଡେ ଟ୍ରିପ୍‌ରେ ବାଲି ଯାଇଥିବା ବେଳେ ଦୁର୍ଘଟଣାରେ ତାଙ୍କ ମେରୁଦଣ୍ଡରେ ଆଘାତ ଲାଗିଥିବା ସୂଚନା ମିଳିଛି । ଇଣ୍ଡୋନେସିଆର ଏକ ହସପିଟାଲରେ ତାଙ୍କର ଚିକିତ୍ସା ଚାଲିଥିବା ବେଳେ ଖୁବଶୀଘ୍ର ତାଙ୍କୁ ଏୟାର ଆମ୍ବୁଲାନ୍ସରେ…

ଗୁଜରାଟରେ ୟୁନିଫର୍ମ ସିଭିଲ୍‌ କୋଡ୍‌କୁ ମଞ୍ଜୁରୀ ଦେଲେ ରାଷ୍ଟ୍ରପତି

ଗାନ୍ଧୀନଗର: ଉତ୍ତରାଖଣ୍ଡ ପରେ ଗୁଜରାଟ ହେଉଛି ଭାରତର ଦ୍ୱିତୀୟ ରାଜ୍ୟ, ଯିଏକି ୟୁନିଫର୍ମ ସିଭିଲ୍‌ କୋଡ୍‌ (UCC) ବା ଏକକ ନାଗରିକ ସଂହିତା ବିଲ୍‌କୁ ମଞ୍ଜୁରୀ ଦେଇଛି। ୨୦୨୬ ମାର୍ଚ୍ଚ ୨୪ରେ ଗୁଜରାଟ ବିଧାନସଭାରେ ଏହି ବିଲ୍ ପାରିତ ହେବା ପରେ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହାକୁ ନିଜର…

Drishyam 3: ଥିଏଟରରେ ‘ଦୃଶ୍ୟମ୍ ୩’ର ଧମାକା, ଓପନିଂରେ ଅଜୟ ଦେବଗନଙ୍କ ନୂଆ ରେକର୍ଡ! ଫିଲ୍ମକୁ ନେଇ କ’ଣ କହୁଛନ୍ତି…

ମୁମ୍ବାଇ: ଦୀର୍ଘ ଦିନର ଅପେକ୍ଷା ପରେ ପରଦାକୁ ଫେରିଛି ଅଜୟ ଦେବଗନଙ୍କ ବହୁଚର୍ଚ୍ଚିତ ଫିଲ୍ମ ‘ଦୃଶ୍ୟମ୍: ଦ କନକ୍ଲୁଜନ୍’। ଅକ୍ଟୋବର ୨(ଶୁକ୍ରବାର)ରେ ରିଲିଜ୍ ହୋଇଥିବା ଏହି ଫିଲ୍ମକୁ ନେଇ ଦର୍ଶକଙ୍କ ମଧ୍ୟରେ ଜବରଦସ୍ତ ଉତ୍ସାହ ଦେଖିବାକୁ ମିଳିଛି। ପ୍ରଥମ ଦିନରେ ଅନେକ ଥିଏଟରରେ ହାଉସଫୁଲ୍‌ ଶୋ…

ପୂଜା ପୂର୍ବରୁ ବନ୍ୟା କ୍ଷତିଗ୍ରସ୍ତ ପାଇବେ କ୍ଷତିପୂରଣ

ଭୁବନେଶ୍ୱର: ରାଜସ୍ୱ ମନ୍ତ୍ରୀଙ୍କ ବଡ଼ ସୂଚନା। ୧୦ ତାରିଖ ସୁଦ୍ଧା କ୍ଷତିଗ୍ରସ୍ତ ପାଇବେ କ୍ଷତିପୂରଣ। ଲଗାଣ ବର୍ଷା ଓ ବନ୍ୟା ପ୍ରଭାବିତ ଜିଲ୍ଲାଗୁଡ଼ିକରେ କ୍ଷୟକ୍ଷତି ଆକଳନ ତ୍ୱରାନ୍ୱିତ କରାଯିବ। ୧୦ ତାରିଖ ସୁଦ୍ଧା ବନ୍ୟା କ୍ଷୟକ୍ଷତି ରିପୋର୍ଟ ଦେବାକୁ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା…

Chameli Ojha case:ଚାମେଲି ଓଝା ମାମଲାରେ NHRC ତଦନ୍ତ,୫ରେ ଆସିବେ ୩ ଜଣିଆ ଟିମ୍

କେନ୍ଦ୍ରାପଡ଼ା:ସରପଞ୍ଚ ଚାମେଲି ଓଝାଙ୍କ ସହ ଜଡ଼ିତ ବିବାଦ ଏବେ ଜାତୀୟ ମାନବାଧିକାର କମିସନ (National Human Rights Commission (NHRC) ନିକଟରେ ପହଞ୍ଚିଛି । ଘଟଣାର ତଦନ୍ତ ପାଇଁ ଅକ୍ଟୋବର ୫ରେ କେନ୍ଦ୍ରାପଡ଼ାରେ ଏକ ୩ ଜଣିଆ ଟିମ୍‌ ପହଞ୍ଚିବା ନେଇ ସୂଚନା ମିଳିଛି । ଏନେଇ ଦିଲ୍ଲୀସ୍ଥିତ…

Captain Smit Machchhar: ହିରୋ ପାଇଲଟ୍‌ଙ୍କ ସହ ଫୋନ୍‌ରେ କଥା ହେଲେ ପିଏମ୍ ମୋଦୀ, ମଚ୍ଛାର ବଖାଣିଲେ କେମିତି ମରଣକୁ…

ନୂଆଦିଲ୍ଲୀ: ଜୀବନ ଓ ମୃତ୍ୟୁର ଲଢ଼େଇ ଭିତରେ ବିମାନରେ ଥିବା ଶହ ଶହ ଯାତ୍ରୀଙ୍କ ଜୀବନ ବଞ୍ଚାଇଥିବା ଭାରତୀୟ ପାଇଲଟ୍‌ କ୍ୟାପଟେନ୍ ସ୍ମିତ୍ ମଚ୍ଛାରଙ୍କ ସହ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଶୁକ୍ରବାର UAEର ଏକ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଥିବା ସ୍ମିତଙ୍କ ସହ ଭିଡିଓ…

Putin Praises Modi: ମୋଦୀଙ୍କୁ ଭୂରି ଭୂରି ପ୍ରଶଂସା କଲେ ବନ୍ଧୁ ପୁଟିନ୍, କହିଲେ, ‘ତାଙ୍କ ପାଖରେ ଭଲ ଭଲ ବିଚାର…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଖୁପ୍ ପ୍ରଶଂସା କରିଛନ୍ତି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ । ୟୁକ୍ରେନ୍ ଯୁଦ୍ଧକୁ ନେଇ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଶାନ୍ତି ପ୍ରୟାସକୁ ଖୋଲାଖୋଲି ପ୍ରଶଂସା କରିଛନ୍ତି ପୁଟିନ୍। ୟୁକ୍ରେନ୍ ସଂଘର୍ଷର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ…