ଆଇସିସିର ନୂଆ ନିୟମ: ଆନ୍ତର୍ଜାତୀୟ କ୍ରିକେଟ୍ରେ ଆସିଲା ବଡ଼ ପରିବର୍ତ୍ତନ
ଆନ୍ତର୍ଜାତୀୟ କ୍ରିକେଟ୍ କାଉନ୍ସିଲ ଖେଳର ନିୟମ ଏବଂ ପ୍ଲେଇଂ କଣ୍ଡିସନ୍ରେ କେତେକ ପ୍ରମୁଖ ପରିବର୍ତ୍ତନ କରିଛି । ଏହି ନୂଆ ନିୟମଗୁଡ଼ିକ ୧ ଅକ୍ଟୋବର ୨୦୨୬ କିମ୍ବା ତା’ପରେ ଆରମ୍ଭ ହେଉଥିବା ସମସ୍ତ ନୂଆ ସିରିଜ୍ରେ ଲାଗୁ ହେବ । ପୂର୍ବରୁ ଚାଲୁଥିବା ସିରିଜ୍ଗୁଡ଼ିକ ପୁରୁଣା ନିୟମ ଅନୁସାରେ…