Latest Odisha News

BREAKING NEWS

Yearly Archives

2026

Traffic Fines: ଚାଲାଣ ଭରୁନାହାନ୍ତି କି? ସୁପ୍ରିମକୋର୍ଟ ଦେଲେ କଡା ନିର୍ଦ୍ଦେଶ, ଲାଇସେନ୍ସରୁ PUC ଯାଏଁ ସବୁ ସେବା…

ନୂଆଦିଲ୍ଲୀ: ଟ୍ରାଫିକ୍ ନିୟମ ଭାଙ୍ଗି ଇ-ଚାଲାଣ କାଟିଥିଲେ ଏଣିକି ତାହାକୁ ଅଣଦେଖା କରିବା ମହଙ୍ଗା ପଡ଼ିପାରେ। ବକେୟା ଟ୍ରାଫିକ୍ ଜରିମାନା ଆଦାୟକୁ ନେଇ ସୁପ୍ରିମକୋର୍ଟ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ୍ ଜେ.ବି. ପାରଦିୱାଲା ଓ କେ.ଭି.…

ନିର୍ବାଚନରେ ​​ରାଜନୈତିକ ଦଳ ପାଇଁ କାହିଁକି ଗୁରୁତ୍ୱପୂର୍ଣ୍ଣ ଶିଳ୍ପପତିଙ୍କ ସାହାଯ୍ୟ?

ଲକ୍ଷ୍ନୌ: ସମାଜବାଦୀ ପାର୍ଟି ୨୦୨୬ ଉତ୍ତର ପ୍ରଦେଶ ରାଜ୍ୟସଭା ନିର୍ବାଚନ ପାଇଁ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଗ୍ରୁପ୍ ସଭାପତି ଧନରାଜ ପରିମଳ ନାଥୱାନୀଙ୍କୁ ପ୍ରାର୍ଥୀ କରିଛି। ନାଥୱାନୀ ସେପ୍ଟେମ୍ବର ୩୦ ତାରିଖରେ ସମାଜବାଦୀ ପାର୍ଟିର ମହାସଚିବ ରାମଗୋପାଳ ଯାଦବଙ୍କ ସହିତ ନାମାଙ୍କନ ଦାଖଲ…

Actress Pratyusha Banerjee Death case: ବୟଫ୍ରେଣ୍ଡ ରାହୁଲ ରାଜ୍ ସିଂ ଆଶ୍ୱସ୍ତ

ମୁମ୍ବାଇ: ବାଳିକା ବଧୂ ଫେମ୍ ଅଭିନେତ୍ରୀ ପ୍ରତ୍ୟୁଷା ବାନାର୍ଜୀ ଆତ୍ମହତ୍ୟା ମାମଲ।। ୧୦ ବର୍ଷ ପରେ ବୟଫ୍ରେଣ୍ଡ ରାହୁଲ ରାଜ୍ ସିଂ ଆଶ୍ୱସ୍ତ । ପ୍ରତ୍ୟୁଷା ଆତ୍ମହତ୍ୟା ମାମଲାରେ ସେତେବେଳର ତାଙ୍କ ପୁରୁଷବନ୍ଧୁ ଅଭିନେତା ତଥା ପ୍ରଯୋଜକ ରାହୁଲ ରାଜ୍ ସିଂହଙ୍କୁ ମୁକ୍ତ କରିଛନ୍ତି ବମ୍ବେ…

UPI ଛାଡି ନଗଦ ମୁହାଁ ଲୋକେ? ଚାର୍ଜ ଲାଗିବା ଖବର ପରେ ସର୍ଭେରେ ବଡ ଖୁଲାସା, କ୍ୟାସ୍‌-କାର୍ଡକୁ ଫେରିବେ ୭୬%!

ନୂଆଦିଲ୍ଲୀ: UPI ପେମେଣ୍ଟକୁ ନେଇ ଆସିଛି ବଡ଼ ଖବର। ଅକ୍ଟୋବର ୧୫ରୁ ୨ ହଜାର ଟଙ୍କାରୁ ଅଧିକ ମର୍ଚ୍ଚାଣ୍ଟ ପେମେଣ୍ଟରେ ୦.୪% MDR ଲାଗୁ ହେବାକୁ ଥିବା ବେଳେ, ଏହି ଚାର୍ଜ ଗ୍ରାହକଙ୍କ ଉପରେ ପଡ଼ିଲେ ଲୋକେ UPI ବଦଳରେ କ୍ୟାସ୍ ଓ କାର୍ଡ ବ୍ୟବହାର କରିପାରନ୍ତି ବୋଲି ଏକ ସର୍ଭେରୁ ଜଣାପଡ଼ିଛି।…

ଚୌଦ୍ୱାର ଜେଲ୍‌ର ପୂର୍ବତନ ଅଧୀକ୍ଷକଙ୍କ ଜାମିନ ଆବେଦନ ଖାରଜ

କଟକ: ଚୌଦ୍ୱାର ସର୍କଲ୍ ଜେଲ୍‌ର ପୂର୍ବତନ ଅଧୀକ୍ଷକ ସୁଜିତ କୁମାର ରାଉଳଙ୍କ ନିୟମିତ ଜାମିନ ଆବେଦନକୁ କଟକ ଜିଲ୍ଲା ଅତିରିକ୍ତ ଦୌରା ଜଜ୍ ତଥା ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତ ଖାରଜ କରି ଦେଇଛନ୍ତି । ପୂର୍ବରୁ ସୁଜିତ କୁମାର ରାଉଳଙ୍କୁ ନିଲମ୍ୱିତ କରାଯାଇଥିଲା। ଏବେ ଜେଏମ୍ଏଫ୍‌ସି ଅଦାଲତରେ…

ଛାତ୍ର ସଂସଦ ନିର୍ବାଚନ ନେଇ ଚୂଡ଼ାନ୍ତ ହୋଇନି ନିଷ୍ପତ୍ତି: ମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ଖୁବଶୀଘ୍ର ହେବା ନେଇ ଚର୍ଚ୍ଚା ହେଉଥିବା ବେଳେ ଆଜି ଏଥିରେ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ। ସେ କହିଛନ୍ତି, “ଛାତ୍ର ସଂସଦ ନିର୍ବାଚନ ନେଇ କୌଣସି ନିଷ୍ପତ୍ତି ଚୂଡ଼ାନ୍ତ ହୋଇନି । ସରକାରୀ ସ୍ତରରେ ବି…

US Death Row: ଘାତକ ଇଂଜେକ୍ସନ ପରେ ବି ମୃତ୍ୟୁଦଣ୍ଡରୁ ବଂଚିଗଲେ କଏଦୀ, ଦଣ୍ଡାଦେଶ ସ୍ଥଗିତ

ଆମେରିକା: ଦୁଇଟି ଘାତକ ଇଂଜେକ୍ସନ ପରେ ବି ମୃତ୍ୟୁଦଣ୍ଡ ପ୍ରୟାସରୁ ବଂଚିଗଲେ ଆମେରିକାର ମୃତ୍ୟୁଦଣ୍ଡ ପାଇଥିବା କଏଦୀ । ପ୍ରଥମ ଟେନେସି ମହିଳା କ୍ରିଷ୍ଟା ପାଇକ୍ ମୃତ୍ୟୁଦଣ୍ଡ ପାଇଁ ଦିଆଯାଇଥିବା ଦୁଇଟି ଘାତକ ଇଂଜେକ୍ସନ ପରେ ବି ବଂଚିଯାଇଥିବାରୁ ତାଙ୍କୁ ମେଡିକାଲରେ ଭତି ର୍ କରାଯାଇଛିି । ଏକ…

ସମତା ଏକ୍ସପ୍ରେସରୁ ବିପୁଳ ପରିମାଣର ଗଞ୍ଜେଇ ଜବତ;୬ ଜଣ ମହିଳାଙ୍କୁ ବାନ୍ଧିଲା

ଟିଟିଲାଗଡ଼: ସମତା ଏକ୍ସପ୍ରେସରୁ ବିପୁଳ ପରିମାଣର ଗଞ୍ଜେଇ ଜବତ । ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ରେଳ ଷ୍ଟେସନରେ ସମତା ଏକ୍ସପ୍ରେସରୁ ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଛି। ଏହି ଘଟଣାରେ ଟିଟିଲାଗଡ଼ ଜିଆର୍‌ପି ପୋଲିସ ୬ ଜଣ ମହିଳାଙ୍କୁ ଗିରଫ କରିଛି। ଗିରଫ ମହିଳାମାନଙ୍କ ନିକଟରୁ ମୋଟ ୩୧…

ଗଣେଶ ଭସାଣି ବେଳେ ଗଣ୍ଡଗୋଳ; ପଥରମାଡରେ ୬ ପୋଲିସ କର୍ମୀ ଆହତ

କଟକ: କଟକ ଜିଲ୍ଲା ଅନ୍ତର୍ଗତ ମାହାଙ୍ଗା ଅଞ୍ଚଳର ବାରାଡିଆ ଗ୍ରାମରେ ଗଣେଶ ବିସର୍ଜନ ଶୋଭାଯାତ୍ରା ସମୟରେ ପଥରମାଡ଼ରେ ଥାନା ଅଧିକାରୀ (IIC) ଙ୍କ ସମେତ ଅତିକମରେ ଛଅ ଜଣ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, ବୁଧବାର ରାତିରେ ମାହାଙ୍ଗା ଥାନା ଅଧୀନ ବାରାଡିଆ ଗ୍ରାମରେ ଏହି…

UP Temple Case: ମନ୍ଦିର ମାଲିକାନା ପାଇଁ ମର୍ଡର

ଉତ୍ତରପ୍ରଦେଶ : ଧର୍ମସ୍ଥଳ ଲୋଭରେ ଅଧର୍ମୀ ପାଲଟିଯାଉଛି ମଣିଷ । ଠାକୁରଙ୍କ ନାଁରେ ଜୀବନ ନେବାକୁ ବି ପଛାଉନିା ୟୁପି ଶାହାଜାହାନପୁରରେ ଘଟିଛି ଏପରି ଏକ ଲୋମହର୍ଷଣକାରୀ ଘଟଣା । ମନ୍ଦିର ପୂଜକଙ୍କୁ ନିର୍ମମ ଭାବେ ହତ୍ୟା ପରେ ପୋଡିଦେଲା ଦୁର୍ବୃତ୍ତ । ଅଭିଯୁକ୍ତ ସୁମିତ ସିଂକୁ ଗିରଫ କରି…