Latest Odisha News

BREAKING NEWS

Yearly Archives

2026

IAF Help: ନନ୍ଦା ଦେବୀ ଜାତୀୟ ଉଦ୍ୟାନରେ ଅଗ୍ନିକାଣ୍ଡ;ନିଆଁ ଲିଭାଇବ ଭାରତୀୟ ବାୟୁସେନା

ଡେରାଡୁନ:ଚମୋଲିର ନନ୍ଦା ଦେବୀ ଜାତୀୟ ଉଦ୍ୟାନ (ନନ୍ଦା ଦେବୀ ବାୟୋସ୍ଫିଅର ରିଜର୍ଭ)ରେ ଜଙ୍ଗଲ ନିଆଁକୁ ନିୟନ୍ତ୍ରଣ କରିବା ପାଇଁ ଏକ ଅଭିଯାନ ଆରମ୍ଭ କରାଯାଉଛି। ଏବେ ନିଆଁ ଲିଭା ଅଭିଯାନରେ ଭାରତୀୟ ବାୟୁସେନା । Mi-17 V5 ହେଲିକପ୍ଟର ସାହାଯ୍ୟରେ ନିଆଁ ଲିଭାଇବା ପାଇଁ ବ୍ୟବହାର କରିବ ଭାରତୀୟ…

BBSR Airport: ୨୦୨୫ରେ ଭୁବନେଶ୍ବର ବିମାନବନ୍ଦରରୁ ସର୍ବାଧିକ ଯାତ୍ରୀ ଯାତାୟାତ କରିଛନ୍ତି

ଭୁବନେଶ୍ବର: ସାମ୍ନାକୁ ଆସିଲା ୨୦୨୫ରେ ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଯାତ୍ରା କରିଥିବା ଯାତ୍ରୀଙ୍କ ରେକର୍ଡ ସଂଖ୍ୟା । ୨୦୨୫ରେ ବିମାନ ଯାତ୍ରୀ ଯାତାୟାତ କ୍ଷେତ୍ରରେ ଉକ୍ତ ବିମାନବନ୍ଦର ସର୍ବକାଳୀନ ରେକର୍ଡ ହାସଲ କରିଛି । ବର୍ଷକରେ ମୋଟ ୩୮ ହଜାର ୫୪୭ଟି ବିମାନ…

ସୁପ୍ରିମକୋର୍ଟରେ ପଶ୍ଚିମବଙ୍ଗ ଡିଜିପିଙ୍କ ନିଲମ୍ବନ ଦାବି କଲା ଇଡି 

କୋଲକାତା: ସୁପ୍ରିମକୋର୍ଟରେ ଗୁରୁବାର ଦିନ I-PAC ଚଢାଉ ମାମଲାର ଶୁଣାଣି ହୋଇଥିଲା। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ତଦନ୍ତରେ ବାଧା ସୃଷ୍ଟି କରିବା ଏବଂ ଫାଇଲ ନେଇଯିବାର ଅଭିଯୋଗ ଆଣି ଏକ ଆବେଦନ ଦାଖଲ କରିଥିଲା। ଆବେଦନରେ କେବଳ ମୁଖ୍ୟମନ୍ତ୍ରୀ ନୁହେଁ ବରଂ…

Shilpa Shetty: ଜଗନ୍ନାଥଙ୍କୁ ଦର୍ଶନ କଲେ ଶିଳ୍ପା, ଆଉ କହିଲେ..

ପୁରୀ: ପୁରୀରେ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରି ଫେରିଛନ୍ତି ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ । ନିଜ ପରିବାର ଲୋକଙ୍କ ସହ ଆସି ଜଗନ୍ନାଥଙ୍କୁ ଦର୍ଶନ କରି ପ୍ରଭୁଙ୍କ ଆଶିଷ ଲାଭ କରିଛନ୍ତି ସେ । କଡା ସୁରକ୍ଷା ବଳୟ ମଧ୍ୟରେ ଶିଳ୍ପାଙ୍କୁ ଶ୍ରୀମନ୍ଦିର ସିଂହଦ୍ୱାର ଯାଏଁ ନିଆଯାଇଥିଲା ।

Khamenei Trying Escape Dubai: ପରିବାର ସହ ଦୁବାଇ ପଳେଇବା ପାଇଁ ପ୍ଲାନ୍ କଲେଣି ଖାମେନେଇ?, ଇରାନରୁ ସ୍ଥାନାନ୍ତରିତ…

ନୂଆଦିଲ୍ଲୀ: ଇରାନର ସର୍ବୋଚ୍ଚ ନେତା, ଆୟାତୋଲ୍ଲା ଅଲି ଖାମେନେଇ, ତାଙ୍କ ସମ୍ପୂର୍ଣ୍ଣ ପରିବାର ସହିତ ଦୁବାଇ ପଳାଇବାକୁ ଯୋଜନା କରୁଛନ୍ତି। ଇସ୍ରାଏଲୀ ମିଡିଆ ଚ୍ୟାନେଲ ୧୪ ଦ୍ୱାରା ଏହି ଦାବି କରାଯାଇଛି। ଚ୍ୟାନେଲ ୧୪ କହିଛି ଯେ ଇରାନରେ ଚାଲିଥିବା ଅଶାନ୍ତି ମଧ୍ୟରେ, ଖାମେନେଇଙ୍କ ପୁଅ…

ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ; ଆନନ୍ଦ ବଜାରରେ ମୋବାଇଲ ଧରି ଗପିଲେ ବ୍ୟକ୍ତି

ପୁରୀ: ବାରମ୍ବାର ପୁରୀ ଶ୍ରୀମନ୍ଦିର ସୁରକ୍ଷାରେ ତ୍ରୁଟି ଦେଖିବାକୁ ମିଳୁଛି । ଜଣେ ବ୍ୟକ୍ତି ଶ୍ରୀମନ୍ଦିର ଆନନ୍ଦବଜାର ପରିସରରେ ମୋବାଇଲ୍‌ରେ କଥା ହେଉଥିବା ଦେଖିବାକୁ ମିଳିଛି । ତେବେ ବ୍ୟକ୍ତି ଜଣଙ୍କ କିପରି ଏତେ ସୁରକ୍ଷା ବଳୟକୁ ଭେଦ କରି ଶ୍ରୀମନ୍ଦିର ଭିତରକୁ ମୋବାଇଲ ନେଇ କଥା ହେଲେ,…

Nisha Maharana: ଗିରଫ ହେବେ ନିଶା ମହାରଣା, ଖୋଜୁଛି ପୋଲିସ

ଭୁବନେଶ୍ୱର: ବଢିଲା ଆଇଟମ ଡ୍ୟାନ୍ସର ନିଶା ମହାରଣାଙ୍କ ଅଡୁଆ । ଅଶ୍ଳୀଳ ନାଚ ପ୍ରଦର୍ଶନ ପାଇଁ ଗିରଫ ହୋଇପାରନ୍ତି ନିଶା । ବଲାଙ୍ଗୀର ସଦର ଥାନାରେ ମାମଲା ରୁଜୁ ପରେ ନିଶାଙ୍କ ଗିରଫ ସମ୍ଭାବନା ବଢିଛି । ଗତ ୧୨ ତାରିଖରେ ଚନ୍ଦନଭାଟିରେ ଅଶ୍ଳୀଳ ନୃତ୍ୟ ଅଭିଯୋଗରେ ମାମଲା ରୁଜୁ ହୋଇଛି । ୨

୧୩ ବର୍ଷିୟ ନାବାଳିକାକୁ ଦୁଷ୍କର୍ମ କରି ୫୫ ବର୍ଷିୟ ବୃଦ୍ଧ ଗିରଫ

ଭଦ୍ରକ: ଭଦ୍ରକ ଜିଲ୍ଲା ଧୁଷୁରୀ ଥାନା ଅଧିନସ୍ଥ ଓଳଗ ପଞ୍ଚାୟତ ବୋଡ଼କ ଗାଁରେ ୧୩ ବର୍ଷିୟ ନାବାଳିକାକୁ ଦୁଷ୍କର୍ମ କରିବା ଅଭିଯୋଗରେ ଜଣେ ୫୫ ବର୍ଷିୟ ବୃଦ୍ଧ ଗିରଫ। ନାବାଳିକାର ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଭଦ୍ରକ ମେଡିକାଲ ପଠାଯାଇଛି। ନାବାଳିକା ଜଣକ ସ୍କୁଲରୁ ପାଠପଢି ଘରକୁ ଯାଉଥିବା

ଆସୁଛି ଦାଦା ସାହେବ ଫାଲକେଙ୍କ ବାଓପିକ୍; ନଜର ଆସିବେ ଆମିର…

ନୂଆଦିଲ୍ଲୀ: ଆମିର ଖାନ ଏବଂ ରାଜକୁମାର ହିରାନୀ ପୂର୍ବରୁ "3 ଇଡିଅଟ୍ସ" ଏବଂ "PK" ଭଳି ଫିଲ୍ମରେ ଏକାଠି କାମ କରିଛନ୍ତି। ଏବେ ସେମାନେ ପୁଣି ଏକ ନୂଆ ଫିଲ୍ମ ପାଇଁ ଏକାଠି ହେଉଛନ୍ତି। ଯାହା ଦାଦା ସାହେବ ଫାଲକେଙ୍କ ଉପରେ ଆଧାରିତ। ରିପୋର୍ଟ ଅନୁଯାୟୀ, କାହାଣୀକୁ ସୁଦୃଢ଼ କରିବା ପାଇଁ…

The Bluff trailer: ରକ୍ତାକ୍ତ ଆକ୍ସନ୍ ଅବତାରରେ ପ୍ରିୟଙ୍କା ଚୋପ୍ରା, ଚହଳ ସୃଷ୍ଟି କରିଛି  ‘ଦି…

ମୁମ୍ବାଇ: ବିଶ୍ୱସ୍ତରୀୟ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଜୋନସଙ୍କ ଆଗାମୀ ଚଳଚ୍ଚିତ୍ର 'ଦି ବ୍ଲଫ୍'ର ପ୍ରଥମ ଟ୍ରେଲର ମୁକ୍ତିଲାଭ କରିଛି, ଯାହା ପ୍ରଶଂସକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଏବଂ ଆଲୋଚନା ସୃଷ୍ଟି କରିଛି। ପ୍ରିୟଙ୍କା ନିଜେ ତାଙ୍କ ଇନଷ୍ଟାଗ୍ରାମରେ ଟ୍ରେଲରଟି ସେୟାର କରି ଲେଖିଛନ୍ତି,…