ବାପାଙ୍କୁ ମୁଖାଗ୍ନି ଦେଇ ଉଦାହରଣ ଦେଲା ଝିଅ
ନବରଙ୍ଗପୁର: ଜିଲ୍ଲା ଉପାନ୍ତ ଅଞ୍ଚଳରେ ଦେଖିବାକୁ ମିଳିଛି ଅଜବ ଦୃଶ୍ୟ । ବାପାଙ୍କ ଶେଷ ଇଚ୍ଛା ପୂରଣ କରିବାକୁ ଯାଇ ସାନ ଝିଅ ଶ୍ମଶାନରେ ମୁଖାଗ୍ନି ଦେଇଛି । ଲୋକଙ୍କ ଟାହି ଟାପରାକୁ ଭୟ ନକରି ବାପାଙ୍କ ଶେଷ ଇଚ୍ଛାକୁ ସମ୍ମାନ ଦେଇଛି ଝିଅ । ନବରଙ୍ଗପୁର ଜିଲ୍ଲାରେ ବିଜେପିର ପ୍ରତିଷ୍ଠାତା!--StartFragment>…