Latest Odisha News

BREAKING NEWS

Yearly Archives

2026

ସିବିଆଇ ଅଫିସରେ ଥାଲାପତି ବିଜୟ…

ନୂଆଦିଲ୍ଲୀ: ଥାଲାପତି ବିଜୟ ତାଙ୍କ ଆଗାମୀ ଚଳଚ୍ଚିତ୍ର "ଜନ ନାୟକନ"କୁ ନେଇ ବିବାଦରେ ଫସିଛନ୍ତି। ଏହା ବ୍ୟତୀତ କରୁର ଦଳାଚକଟା ମାମଲାକୁ ନେଇ ବିବାଦ ତାଙ୍କ ପିଛା ଛାଡୁନି। ଆଜି ସେ ଏହି ମାମଲାରେ ପଚରାଉଚରା ପାଇଁ ସିବିଆଇ ମୁଖ୍ୟାଳୟରେ ପହଞ୍ଚିଥିଲେ। ରିପୋର୍ଟ ଅନୁଯାୟୀ, ଜାନୁଆରୀ ୧୨…

ନୂଆ ଲୋକସେବା ଭବନ ନିର୍ମାଣ ପାଇଁ ପଡ଼ିବ ଭିତ୍ତିପ୍ରସ୍ତର

ଭୁବନେଶ୍ୱର: ଆଜି ନୂଆ ଲୋକ ସେବା ଭବନ ନିର୍ମାଣ ପାଇଁ ଭିତ୍ତି ପ୍ରସ୍ଥର ସ୍ଥାପନ କରିବେ ମୁଖ୍ୟ ମନ୍ତ୍ରୀ। ଗୋଟିଏ ସ୍ଥାନରେ ରହିବ ଲୋକ ସେବା ଭବନ ଏବଂ ନୂଆ ବିଧାନସଭା। ୩ ହଜାର୬୨୩ କୋଟି ଖର୍ଚ୍ଚ କରିବେ ସରକାର । ୭୧.୧୩ ଏକର ଜମିରେ ନିର୍ମାଣ ହେବ ନୂଆ ଲୋକସେବା ଭବନ ଏବଂ ବିଧାନସଭା । ଏନେଇ…

ଭାରତ-ବାଂଲାଦେଶ ବିବାଦରେ ପାକିସ୍ତାନର ଏଂଟ୍ରି

ନୂଆଦିଲ୍ଲୀ: ଭାରତ ଓ ବାଂଲାଦେଶ ମଧ୍ୟରେ କ୍ରିକେଟକୁ ନେଇ ବିବାଦ ଚାଲିଥିବା ବେଳେ ଏବେ ଏଥିରେ ପାକିସ୍ତାନର ଏଂଟ୍ରି ହୋଇଛି । ଭାରତରେ ଟି୨୦ ବିଶ୍ୱକପ ମ୍ୟାଚ ଖେଳିବାକୁ ବାଂଲାଦେଶ ମନା କରିସାରିଛି । ଅବଶ୍ୟ ଆଇସିସି ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀରେ ପରିବର୍ତନ ହେବ ନାହିଁ ବୋଲି କହି…

Vande Mataram: ସମସ୍ତ ଶିକ୍ଷାନୁଷ୍ଠାନରେ ସାମୂହିକ ବନ୍ଦେ ମାତରମ୍‌ ଗାନ କଲେ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ

ଭୁବନେଶ୍ବର: ଆଜି ରାଜ୍ୟର ସମସ୍ତ ବିଦ୍ୟାଳୟ, ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ସାମୂହିକ ବନ୍ଦେ ମାତରମ୍ ଗାନ କରାଯାଇଛି । ‘ବନ୍ଦେ ମାତରମ୍‌’ର ୧୫୦ତମ ବାର୍ଷିକୀ ଅବସରରେ ସାମୂହିକ ଭାବେ ଛାତ୍ରଛାତ୍ରୀ, ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ଗାନ କରିଛନ୍ତି । ଛାତ୍ରଛାତ୍ରୀ ବନ୍ଦେ ମାତରମ୍ ଗାନ…

ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜର ବାକିତକ ମ୍ୟାଚରୁ ଓହରିଲେ ୱାଶିଂଟନ ସୁନ୍ଦର

ନୂଆଦିଲ୍ଲୀ: ଭାରତର ଅଲରାଉଣ୍ଡର ୱାଶିଂଟନ ସୁନ୍ଦର ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜର ବାକିତକ ମ୍ୟାଚରୁ ଓହରି ଯାଇଛନ୍ତି । ଭଦୋଦରାରେ ଖେଳାଯାଇଥିବା ପ୍ରଥମ ମ୍ୟାଚ ଅବସରରେ ସେ ଆଘାତପ୍ରାପ୍ତ ହୋଇଥିଲେ । ୫ ଓଭର ବୋଲିଂ କରିବା ପରେ ସେ ପଡିଆ ବାହାରକୁ ପଳାଇ ଯାଇଥିଲେ । ଏହା ସତ୍ୱେ ସେ…

ସଫଳ ହେବ କି PSLV ମିଶନ ? ଉଦ୍ଦିଷ୍ଟ ପଥରୁ ବିଚ୍ୟୁତ ହେଲା ରକେଟ୍

ଶ୍ରୀହରିକୋଟା: ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) ୨୦୨୬ର ପ୍ରଥମ କକ୍ଷପଥ ମିଶନକୁ ସଫଳତାର ସହ ଉତକ୍ଷେପଣ କରିଥିଲା। ଶ୍ରୀହରିକୋଟାରୁ PSLV-C62 ରକେଟ୍ ଉତକ୍ଷେପଣ କରାଯାଇଥିଲା। ହେଲେ କିଛି ସମୟ ପରେ PSLV-C62 ରକେଟ୍ ମହାକାଶରେ ଏହାର ଉଦ୍ଦିଷ୍ଟ ପଥରୁ ବିଚ୍ୟୁତ ହୋଇଥିଲା। ISRO ଏକ…

ଇରାନ ଉତ୍ତେଜନା: ୫୩୮ଜଣଙ୍କ ମୃତ୍ୟୁ, ୧୦ ହଜାରରୁ ଊର୍ଦ୍ଧ୍ୱ ଗିରଫ

ତେହରାନ: ଇରାନରେ ଦୁଇ ସପ୍ତାହ ଧରି ଚାଲିଥିବା ମୁଦ୍ରାସ୍ଫୀତି ବିରୋଧୀ ପ୍ରତିବାଦର ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି। ସରକାରଙ୍କ କଡ଼ା ଚେତାବନୀ ସତ୍ତ୍ୱେ, ଶନିବାର ଏବଂ ରବିବାର ବହୁ ସଂଖ୍ୟକ ଲୋକ ରାସ୍ତାକୁ ଓହ୍ଲାଇ ପଛକୁ ହଟିବାକୁ ଅନିଚ୍ଛୁକତା ପ୍ରଦର୍ଶନ କରିଛନ୍ତି। ପ୍ରତିବାଦର…

Golden Globe Awards 2026: ଓୱେନ୍ କୁପର୍‌ଙ୍କୁ ଗୋଲ୍ଡେନ୍ ଗ୍ଲୋବ୍ ପୁରସ୍କାର

ଲସ୍ ଆଞ୍ଜେଲସ୍‌: ଆମେରିକାର ଲସ୍ ଆଞ୍ଜେଲସ୍‌ରେ ଏକ ତାରକାପୂର୍ଣ୍ଣ ସନ୍ଧ୍ୟାରେ ୨୦୨୬ ଗୋଲ୍ଡେନ୍ ଗ୍ଲୋବ୍ ପୁରସ୍କାରର ବିଜେତାମାନଙ୍କ ନାମ ଘୋଷଣା କରାଯାଇଛି।ଓୱେନ୍ କୁପର୍ ଶ୍ରେଷ୍ଠ ଅଭିନେତା ପୁରସ୍କାର ଜିତି ଇତିହାସ ରଚିଛନ୍ତି। ‘କୈଶୋର’ ଧାରାବାହିକ ସହିତ ଅପାର ଲୋକପ୍ରିୟତା ହାସଲ କରିଥିବା…

ସୋଲାନରେ ଅଗ୍ନିକାଣ୍ଡ: ଶିଶୁ ମୃତ, ୯ ଆହତ

ସିମଲା: ହିମାଚଳ ପ୍ରଦେଶର ସୋଲାନ ଜିଲ୍ଲାର ଆର୍କି ବଜାରରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ନେପାଳୀ ବଂଶୋଦ୍ଭବଙ୍କ ପରିବାର ଫସି ଯାଇଛନ୍ତି। ଏକ ସାତ ବର୍ଷର ଶିଶୁର ମୃତଦେହ ଉଦ୍ଧାର କରାଯାଇଛି। ଏପର୍ଯ୍ୟନ୍ତ ଆଠରୁ ନଅ ଜଣ ଫସି ରହିଥିବା ଆଶଙ୍କା କରାଯାଉଛି। ଆର୍କି ବଜାରରେ…

‘ମୁଁ ହେଇଥିଲେ, ଇରାନୀ ନେତାଙ୍କୁ ହତ୍ୟା କରିଥାନ୍ତି,’ ଟ୍ରମ୍ପଙ୍କ ଘନିଷ୍ଠ ସହଯୋଗୀ ଖାମେନେଇଙ୍କୁ ଦେଲେ…

ଓ୍ବାଶିଂଟନ୍: ଡିସେମ୍ବର ୨୮ ତାରିଖରେ ଆରମ୍ଭ ହୋଇଥିବା ଇରାନରେ ବିରୋଧ ପ୍ରଦର୍ଶନ ବଢ଼ିବାରେ ଲାଗିଛି । ସାରା ଦେଶରେ ବିଦ୍ରୋହର ନିଆଁ ଜଳୁଛି । ଏହି ସମୟରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ବାରମ୍ବାର ଚେତାବନୀ ଦେଇ ଆସୁଛନ୍ତି । ଟ୍ରମ୍ପ୍ ସମ୍ପ୍ରତି କହିଛନ୍ତି, "ମୁଁ…