Latest Odisha News

BREAKING NEWS

Yearly Archives

2026

ଇରାନୀ ଧର୍ମଗୁରୁଙ୍କ ବଡ଼ ଦାବି: ଧ୍ୱଂସାବଶେଷରୁ ଉଦ୍ଧାର ହେଲେ ମୋଜତବା ଖାମେନେଇ

ତେହେରାନ: ଇରାନ-ଆମେରିକା ଯୁଦ୍ଧ ଚାଲିଥିବା ସମୟରେ ଇରାନର ସର୍ବୋଚ୍ଚ ନେତା ମୋଜତବା ଖାମେନେଇଙ୍କୁ ନେଇ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ତେହେରାନର ଏକ ହସପିଟାଲ ଉପରେ ହୋଇଥିବା ଭୟଙ୍କର ଆକ୍ରମଣ ପରେ ମୋଜତବା ଖାମେନେଇଙ୍କୁ ଧ୍ୱଂସାବଶେଷରୁ ଉଦ୍ଧାର କରାଯାଇଥିଲା ବୋଲି ଜଣେ ବରିଷ୍ଠ…

ଫୁଲୁଛି ହୀରାକୁଦ, ୨୮ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି

ସମ୍ବଲପୁର: ଫୁଲୁଛି ହୀରାକୁଦ। ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବାହ ବୃଦ୍ଧି ପାଇବା ପରେ ହୀରାକୁଦ ଡ୍ୟାମ୍ କର୍ତ୍ତୃପକ୍ଷ ରବିବାର ଦିନ ପର୍ଯ୍ୟାୟକ୍ରମେ ଆଉ ୮ଟି ସ୍ଲୁଇସ୍ ଗେଟ୍ ଖୋଲିଛନ୍ତି। ଏହା ଫଳରେ ପ୍ରାୟ ୨୮ ଗେଟ୍ ଦେଇ ଜଳ ନିଷ୍କାସନ କରାଯାଉଛି। ବର୍ତ୍ତମାନ ହୀରାକୁଦ ଡ୍ୟାମ୍‌ର ବାମ…

ବାଣ କିଣିବା ବେଳେ ବିସ୍ଫୋରଣ; ଜଣେ ମୃତ, ୨ ଗୁରୁତର

ଭୁବନେଶ୍ୱର: କେନ୍ଦୁଝର ଜିଲ୍ଲା ଅନ୍ତର୍ଗତ ହରିଚନ୍ଦନପୁର ଥାନା ଅଞ୍ଚଳର ମାନପୁର ଗାଁରେ ବାଣ ବିକ୍ରି ସମୟରେ ଏକ ବଡ଼ ଧରଣର ବିସ୍ଫୋରଣ ଘଟିଛି। ଏଥିରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି। ମୃତ ମହିଳା ଜଣକ ମାନପୁର ଗାଁର ବାସିନ୍ଦା ପ୍ରତିମା ସାହୁ…

ଗହମ ଅଟାରେ ପ୍ରସ୍ତୁତ ରୁଟି ଖାଇ ଗୋଟିଏ ପରିବାରର ୬ ଜଣ ଗୁରୁତର

ପାରଳାଖେମୁଣ୍ଡି: ରାତିରେ ଖାଇବା ପାଇଁ ତିଆରି ହୋଇଥିଲା ଗରମ ଗରମ ରୁଟି । ହେଲେ କିଏ ଜାଣିଥିଲା, ସେହି ରୁଟି ହିଁ ତାଙ୍କ ପାଇଁ ବିଷ ପାଲଟିଯିବ ବୋଲି । ଗଜପତି ଜିଲ୍ଲା ଗୁରାଣ୍ଡି ଥାନା ଅନ୍ତର୍ଗତ ଖରଡ଼ା ଗାଁରେ ଏଭଳି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗହମ ଅଟାରେ ପ୍ରସ୍ତୁତ ରୁଟି ଖାଇ…

ଯାଜପୁର ଓ ଭଦ୍ରକର ୪୩୨ ସ୍କୁଲରେ ଛୁଟି ଘୋଷଣା କଲେ ଜିଲ୍ଲା ପ୍ରଶାସନ

ଭୁବନେଶ୍ୱର: ରାଜ୍ୟରେ ଲଗାଣ ବର୍ଷା ଓ ସମ୍ଭାବ୍ୟ ବନ୍ୟା ପରିସ୍ଥିତି ଯୋଗୁଁ ଜନଜୀବନ ବ୍ୟାପକ ଭାବେ ଅସ୍ତବ୍ୟସ୍ତ ହୋଇପଡ଼ିଛି । ବିଶେଷ କରି ରାଜ୍ୟର ଉପକୂଳବର୍ତ୍ତୀ ଏବଂ ଉତ୍ତର ଓଡ଼ିଶାର କେତେକ ଜିଲ୍ଲାରେ ବନ୍ୟା ଆଶଙ୍କା ଘନୀଭୂତ ହେଉଥିବାରୁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ତ୍ୱରିତ ପଦକ୍ଷେପମାନ…

ଚାକିରି ନାଁରେ ବିଛାଯାଇଥିଲା ଜାଲ: ନିମାପଡ଼ା ଗେଷ୍ଟ୍ ହାଉସ୍‌ରେ ଯୁବତୀଙ୍କୁ ଗଣଦୁଷ୍କର୍ମ

ନିମାପଡ଼ା: ଭଲ ଦରମାରେ ଚାକିରି ଦେବାର ପ୍ରଲୋଭନ ଦେଖାଇ ଜଣେ ନିରୀହ ଯୁବତୀଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଭଳି ଏକ ସାଂଘାତିକ ଅଭିଯୋଗ ପୁରୀ ଜିଲ୍ଲା ନିମାପଡ଼ା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଦେଇଛି । ସ୍ଥାନୀୟ 'ନନ୍ଦିନୀ ଗେଷ୍ଟ୍ ହାଉସ୍'ରେ ଏହି ଅଭାବନୀୟ କାଣ୍ଡ ଘଟିଥିବା ବେଳେ, ପୁଲିସ ମାମଲା…

୧୭ ମିନିଟ୍ ବିଳମ୍ବ ପାଇଁ PVRକୁ ୭୫ ହଜାର ଜୋରିମାନା, ଜାଣନ୍ତୁ ପୁରା ମାମଲା…

ନୂଆଦିଲ୍ଲୀ: ଏକ ଫିଲ୍ମ ଦେଖିବା ହାଇଦ୍ରାବାଦର ଜଣେ ଓକିଲଙ୍କ ପାଇଁ ଆଇନଗତ ଲଢ଼େଇରେ ପରିଣତ ହୋଇଥିଲା। ଏପରିକି ଶେଷରେ PVR ସିନେମା ତାଙ୍କୁ ୭୫ ହଜାର ଜୋରିମାନା ଦେବାକୁ ବାଧ୍ୟ ହୋଇଥିଲା। ସୂଚନା ଅନୁଯାୟୀ, ଆଇନଜୀବୀ ରାତି ୧୦:୩୫ରେ ଆରମ୍ଭ ହେଉଥିବା ଶୋ ପାଇଁ ଦୁଇଟି ଟିକେଟ ବୁକ୍…

ଲାଇଟ୍ ଆଣ୍ଡ ସାଉଣ୍ଡ ଶୋ’ ରେ ଝଲସିବ ଖଣ୍ଡଗିରି ଓ ଉଦୟଗିରି

ଭୁବନେଶ୍ୱର: ଭୁବନେଶ୍ୱରର ଐତିହାସିକ ଖଣ୍ଡଗିରିଠାରେ ଲାଇଟ୍ ଆଣ୍ଡ ସାଉଣ୍ଡ ଶୋ ଆନୁଷ୍ଠାନିକ ଭାବେ ଉଦ୍‌ଘାଟିତ ହୋଇଯାଇଛି। ଉପ-ମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ଏବଂ ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡ଼ା ଏହି ମନୋରମ ପର୍ଯ୍ୟଟନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି।…

Bank unions defer 3-day:ବ୍ୟାଙ୍କ ଧର୍ମଘଟ ପ୍ରତ୍ୟାହାର ; IBA ଏବଂ UFBU ମଧ୍ୟରେ ବୈଠକ ପରେ ନିଷ୍ପତ୍ତି

ନୂଆଦିଲ୍ଲୀ: ସୋମବାରଠାରୁ ଆରମ୍ଭ ହେବାକୁ ଥିବା ତିନି ଦିନିଆ ବ୍ୟାଙ୍କ ଧର୍ମଘଟକୁ ପ୍ରତ୍ୟାହାର କରିନିଆଯାଇଛି। ରବିବାର ଦିନ 'ଇଣ୍ଡିଆନ୍ ବ୍ୟାଙ୍କ୍ସ ଆସୋସିଏସନ୍' (IBA) ଏବଂ 'ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ୍ ୟୁନିଅନ୍ସ' (UFBU) ମଧ୍ୟରେ ଅନୁଷ୍ଠିତ ଏକ ବୈଠକ ପରେ ଏହି ଧର୍ମଘଟ ପ୍ରତ୍ୟାହାର…

ଗୁଣି ସନ୍ଦେହରେ ବୃଦ୍ଧଙ୍କୁ ମାରି ଜାଳିଦେଲେ!

ମୋହନା:ଗୁଣି ଗାରେଡ଼ିକୁ ନେଇ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରାଯାଇଥିବା ନେଇ ହୋଇଛି ଅଭିଯୋଗ । ଅଭିଯୋଗ ଗଜପତି ଜିଲ୍ଲାର ମୋହନା ଥାନା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ମୃତକ ହେଲେ ସେହି ଗାଁର ରାମଚନ୍ଦ୍ର ମଳିକ (୫୦) ।ବ୍ୟକ୍ତି ଙ୍କୁ ପ୍ରଥମେ ଧାରୁଆ ଅସ୍ତ୍ର ରେ ହତ୍ୟା ପରେ ପୋଡ଼ି…