ଏସିଆନ୍ ଗେମ୍ସ ୨୦୨୬: ସିଙ୍ଗାପୁରକୁ ହରାଇ ସେମିରେ ଭାରତୀୟ ମହିଳା ହକି ଦଳ
କାକାମିଗାହାରା (ଜାପାନ): ଏସିଆନ୍ ଗେମ୍ସ ୨୦୨୬ରେ ଭାରତୀୟ ମହିଳା ହକି ଦଳର ବିଜୟ ଅଭିଯାନ ଜାରି ରହିଛି । ରବିବାର ଖେଳାଯାଇଥିବା ନିଜର ଶେଷ ପୁଲ୍ ମ୍ୟାଚ୍ରେ ଭାରତୀୟ ଦଳ ସିଙ୍ଗାପୁରକୁ ୭-୦ ଗୋଲ୍ରେ ପରାସ୍ତ କରି କ୍ରମାଗତ ୫ମ ବିଜୟ ହାସଲ କରିଛି । ଏହି ସଫଳତା ସହ ଭାରତ ପୁଲ୍-ବି ର…