Latest Odisha News

BREAKING NEWS

Yearly Archives

2026

ପ୍ରଖ୍ୟାତ ସଂସ୍କୃତ ବିଦ୍ୱାନ ଗୋପୀନାଥ ମହାପାତ୍ରଙ୍କର ଦେହାନ୍ତ

ଭୁବନେଶ୍ୱର: ସଂସ୍କୃତ ବିଦ୍ୱାନ, ସାହିତ୍ୟ ସମାଲୋଚକ ତଥା ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ଗୋପୀନାଥ ମହାପାତ୍ରଙ୍କର ଶୁକ୍ରବାର ବିଳମ୍ବିତ ରାତିରେ ଭୁବନେଶ୍ୱରରେ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ବୟସ ହୋଇଥିଲା। ସେ ଜଣେ ବିଶିଷ୍ଟ ଗବେଷକ ଏବଂ…

Priyanka vs Rahul in Congress: ଭାଇ-ଭଉଣୀଙ୍କ ଭିତରେ ଫାଟ? ରାଇହାନଙ୍କ ୭୪ ଫଟୋ ହଟିବା ବିବାଦରେ ବଢିଲା ରାଜନୀତି!

ନୂଆଦିଲ୍ଲୀ: କଂଗ୍ରେସରେ ଫାଟ? ବଢୁଛି କି ରାହୁଲ-ପ୍ରିୟଙ୍କାଙ୍କ ମଧ୍ୟରେ ଦୂରତା? ରାହୁଲଙ୍କ ନୀରବତାକୁ ନେଇ ପ୍ରଶ୍ନ! ଗୋଟିଏ ଫଟୋ ପ୍ରଦର୍ଶନୀକୁ ନେଇ ଆରମ୍ଭ ହୋଇଥିବା ବିବାଦ ଏବେ କଂଗ୍ରେସର ଆଭ୍ୟନ୍ତରୀଣ ରାଜନୀତିକୁ ନେଇ ଚର୍ଚ୍ଚାର ଖୋରାକ ଯୋଗାଇଛି। ରାହୁଲ ଗାନ୍ଧୀ ଏବଂ ଭଉଣୀ…

୧୨ ଲକ୍ଷରୁ ଉର୍ଦ୍ଧ୍ବ ସରକାରୀ ଟଙ୍କା ହରିଲୁଟ; ପୂର୍ବତନ GRS ଓ ଗ୍ରାମସେବକ ଗିରଫ

କୋରାପୁଟ: ଓଡ଼ିଶା ଭିଜିଲାନ୍ସ ବିଭାଗ ବାନୁଆଗୁଡ଼ା ଗ୍ରାମ ପଞ୍ଚାୟତର ପୂର୍ବତନ ସହକାରୀ ଡାଟା ଏଣ୍ଟ୍ରି ଅପରେଟର (ADEO) ତଥା ପୂର୍ବତନ ଗ୍ରାମ ରୋଜଗାର ସେବକ (GRS) ଜି. ଶଙ୍କର ଏବଂ ବାନୁଆଗୁଡ଼ା ଗ୍ରାମ ପଞ୍ଚାୟତର 'ଗ୍ରାମ ସେବକ ଲାଇଖାନା ନାୟକଙ୍କୁ ସରକାରୀ ପାଣ୍ଠି ଆତ୍ମସାତ୍ ମାମଲାରେ ଗିରଫ…

Public Grievance: ବାତ୍ୟା ଆଶଙ୍କା! ଏହି ସୋମବାର ଲୋକଙ୍କ ଅଭିଯୋଗ ଶୁଣିବେନି ମୁଖ୍ୟମନ୍ତ୍ରୀଙ୍କ ଜନଶୁଣାଣି…

ଭୁବନେଶ୍ୱର: ସୋମବାର ମୁଖ୍ୟମନ୍ତ୍ରୀଙ୍କୁ ନିଜ ଅଭିଯୋଗ ଜଣାଇବାକୁ ଅପେକ୍ଷା କରିଥିବା ଲୋକଙ୍କ ପାଇଁ ବଡ ଖବର। ଅକ୍ଟୋବର ୨୬ ତାରିଖ ସୋମବାର ହେବାକୁ ଥିବା ମୁଖ୍ୟମନ୍ତ୍ରୀଙ୍କ ଜନଶୁଣାଣି କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଇଛି।  ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି।…

ସମ୍ଭାବ୍ୟ ବାତ୍ୟା ପାଇଁ ସରକାରୀ ଅଧିକାରୀଙ୍କ ଛୁଟି ବାତିଲ; ତୁରନ୍ତ କାର୍ଯ୍ୟରେ ଯୋଗ…

ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ହୋଇଉଠିଛନ୍ତି। ଲୋକସେବା ଭବନରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ପରେ ସରକାର କଠୋର ନିର୍ଦ୍ଦେଶାବଳୀ ଜାରି କରିବା ସହ ସରକାରୀ ଛୁଟିଦିନ ଗୁଡ଼ିକୁ ମଧ୍ୟ ବାତିଲ କରିଦେଇଛନ୍ତି। ଏନେଇ ମନ୍ତ୍ରୀ…

ଓଡ଼ିଶାକୁ ବାତ୍ୟା ଭୟ! ୨୬ରେ ବଙ୍ଗୋପସାଗରରେ…

ଭୁବନେଶ୍ୱର: ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇ ଆଗାମୀ ଦିନରେ ଅଧିକ ଘନୀଭୂତ ହେବ। ଫଳରେ ଏକ ସମ୍ଭାବ୍ୟ ବାତ୍ୟା ନେଇ ଚିନ୍ତା ବଢ଼ିବାରେ ଲାଗିଛି। ଭାରତୀୟ ପାଣିପାଗ ବିଭାଗ (IMD) ଅନୁଯାୟୀ, ଏହି ପାଣିପାଗ ପ୍ରଣାଳୀ ଅକ୍ଟୋବର ୨୪ ତାରିଖରେ ଏକ ଅବପାତର ରୂପ ନେବ। ଅକ୍ଟୋବର…

ତିଦ୍ଦତରେ ଭୂକମ୍ପ ଝଟ୍‌କା, ରିକ୍ଟର ସ୍କେଲରେ ୪.୫…

ନୂଆଦିଲ୍ଲୀ: ତିବ୍ଦତରେ ସକାଳ ପ୍ରାୟ ୫:୩୮ ସମୟରେ ୪.୫ ତୀବ୍ରତାର ଭୂମିକମ୍ପ ହୋଇଛି। ନ୍ୟାସନାଲ ସେଣ୍ଟର ଫର ସିସମୋଲୋଜି ଅନୁଯାୟୀ, ସକାଳୁ ହୋଇଥିବା ଭୂମିକମ୍ପ ବ୍ୟାପକ ଆତଙ୍କ ସୃଷ୍ଟି କରିଛି। ସେହିପରି ଗୁରୁବାର ରାତିରେ (ଅକ୍ଟୋବର ୨୨) ତିବ୍ଦତରେ ୭.୦ ତୀବ୍ରତାର ଭୂମିକମ୍ପ ହୋଇଥିଲା।…

କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ପ୍ରତିଶ୍ରୁତି ୨୦୨୮ ଅକ୍ଟୋବର ୨୩ ସୁଦ୍ଧା ଆସିବ ସମ୍ପୂର୍ଣ୍ଣ ଭାରତୀୟ…

ନୂଆଦିଲ୍ଲୀ: ବିଶ୍ୱ ସ୍ମାର୍ଟଫୋନ୍ ବଜାରରେ ଭାରତୀୟ ସାମ୍ରାଜ୍ୟ ବିସ୍ତାର ନେଇ ଏକ ବଡ଼ ଘୋଷଣା କରିଛନ୍ତି କେନ୍ଦ୍ର ରେଳ, ସୂଚନା ଓ ପ୍ରସାରଣ ଏବଂ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ନୂଆଦିଲ୍ଲୀଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ମନ୍ତ୍ରୀ କହିଛନ୍ତି ଯେ, ଆଗାମୀ ୨୦୨୮ ମସିହା ଅକ୍ଟୋବର…

India Chem 2026:ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା;ଓଡ଼ିଶାକୁ ଆସିବ ୫୪ ହଜାର କୋଟିର ପୁଞ୍ଜି,୨୦,୦୦୦ ନିଯୁକ୍ତି ସୁଯୋଗ

ଭୁବନେଶ୍ୱର:ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ମୁମ୍ବାଇରେ ଅନୁଷ୍ଠିତ India Chem 2026ରେ ଓଡ଼ିଶା ଏକ ଅଗ୍ରଣୀ ପୁଞ୍ଜି ଆକର୍ଷଣକାରୀ ରାଜ୍ୟ ଭାବେ ନିଜର ସ୍ଥିତିକୁ ସୁଦୃଢ଼ କରିଛି। ମୁଖ୍ୟମନ୍ତ୍ରୀ ଟିମ୍‌ ଓଡ଼ିଶାର ନେତୃତ୍ୱ ନେଇ କେମିକାଲ ଓ ପେଟ୍ରୋ କେମିକାଲ କ୍ଷେତ୍ରରେ ଆୟୋଜିତ…

ଭାରତ ଅନ୍ତର୍ଜାତୀୟ ଚାଉଳ ସମ୍ମିଳନୀ-୨୦୨୬ରେ ଓରମାସ୍‌ର ଅଂଶଗ୍ରହଣ;ପାରମ୍ପରିକ ଚାଉଳକୁ ବିଶ୍ୱ ବଜାରରେ ପହଞ୍ଚାଇବାକୁ…

ନୂଆଦିଲ୍ଲୀ: ନୂଆଦିଲ୍ଲୀର ଭାରତ ମଣ୍ଡପମ୍‌ଠାରେ ଅକ୍ଟୋବର ୨୩ରୁ ୨୫ ତାରିଖ ପର୍ଯ୍ୟନ୍ତ ଆୟୋଜିତ ଭାରତ ଅନ୍ତର୍ଜାତୀୟ ଚାଉଳ ସମ୍ମିଳନୀ (BIRC) ୨୦୨୬ରେ ଓଡ଼ିଶାର ୮ଟି ଜିଲ୍ଲାର ୧୫ ପ୍ରକାର ଧାନ ଓ ଚାଉଳ ଉତ୍ପାଦ ପ୍ରଦର୍ଶିତ ହେଉଛି। ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଅଧୀନରେ ଥିବା ଓଡ଼ିଶା…