Latest Odisha News

BREAKING NEWS

Yearly Archives

2026

Misuse of an Aadhaar Card: ଆପଣଙ୍କ ଆଧାର କାର୍ଡରେ ବି ବଢ଼ିଚାଲିନି ତ କୌଣସି ଋଣଭାର?, ଜାଣନ୍ତୁ କିପରି କରିବେ…

ଭୁବନେଶ୍ୱର: ଆଜିର ଡିଜିଟାଲ ଯୁଗରେ, ଆଧାର କାର୍ଡ ଯେତିକି ଗୁରୁତ୍ୱପୂର୍ଣ୍ଣ, ତାହାର ଅପବ୍ୟବହାର ବି ସେତିକି ବଢ଼ିଚାଲିଛି। ଅନେକ ଲୋକ ନଜାଣି ନିଜ ନାମରେ ଠକେଇ ଋଣର ଶିକାର ହେଉଛନ୍ତି। ଏପରି କ୍ଷେତ୍ରରେ, ସେମାନେ ହଠାତ୍ ବ୍ୟାଙ୍କରୁ ଏକ କଲ୍, ଏକ ନୋଟିସ୍ କିମ୍ବା ଖରାପ କ୍ରେଡିଟ୍ ସ୍କୋର…

କଲମ୍ବିଆରେ ବିମାନ ଦୁର୍ଘଟଣା, ପ୍ରସିଦ୍ଧ ସିଙ୍ଗର ୟେସନ୍‌ଙ୍କ ସମେତ ୬ ଜଣଙ୍କର ମୃତ୍ୟୁ

କଲମ୍ବିଆ: କଲମ୍ବିଆରେ ଏକ ମର୍ମନ୍ତୁଦ ବିମାନ ଦୁର୍ଘଟଣାରେ ପ୍ରସିଦ୍ଧ ଗାୟକ ୟେସନ୍ ଜିମେନେଜଙ୍କ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ମୋଟ ଛଅ ଜଣ ପ୍ରାଣ ହରାଇଛନ୍ତି। ଶନିବାର (ଜାନୁଆରୀ ୧୦) କଲମ୍ବିଆର ବୋୟାକାର ପାଇପାରେ ଏକ ଛୋଟ ଚାର୍ଟର ବିମାନ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ଏହି ଦୁର୍ଘଟଣା…

ରାଉରକେଲା ବିମାନ ଦୁର୍ଘଟଣାର ତଦନ୍ତ ପାଇଁ ପହଞ୍ଚିଲେ ୫ ଜଣିଆ ଟିମ୍, ୨ ଗୁରୁତରଙ୍କୁ କରାଗଲା ଏୟାରଲିଫ୍ଟ

ରାଉରକେଲା: ରାଉରକେଲାରେ ଘରୋଇ ବିମାନ ଦୁର୍ଘଟଣାରେ ଗୁରୁତର ହୋଇଥିବା ଦୁଇ ଯାତ୍ରୀ ସ୍ବାମୀ-ସ୍ତ୍ରୀଙ୍କୁ ଅଧିକ ଚିକିତ୍ସା ପାଇଁ ମୁମ୍ବାଇକୁ ଏୟାରଲିଫ୍ଟ କରାଯାଇଛି। ସେମାନେ ହେଲେ ସୁନିଲ୍ ଅଗ୍ରଓ୍ବାଲ ଏବଂ ପତ୍ନୀ ସବିତା ଅଗ୍ରଓ୍ବାଲ । ବିମାନ ଦୁର୍ଘଟଣାରେ ସ୍ୱାମୀ-ସ୍ତ୍ରୀ ସମେତ ୬ ଜଣ…

ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ, ‘ସରପଞ୍ଚ ପାଇଁ କେବଳ ସ୍ୱାକ୍ଷର ଯଥେଷ୍ଟ ନୁହେଁ ଓଡ଼ିଆ ଲେଖି ପଢ଼ି ଜାଣିବା…

କଟକ: ଏଣିକି ସରପଞ୍ଚ ହେଲେ ଓଡ଼ିଆ ଲେଖି ପଢ଼ି ଜାଣିବା ନିହାତି ଆବଶ୍ୟକ । ଏନେଇ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି ହାଇକୋର୍ଟ । କୋର୍ଟ କହିଛନ୍ତି ଯେ, ଗ୍ରାମ ପଞ୍ଚାୟତରେ ସରପଞ୍ଚ ଏକ ସର୍ବୋଚ୍ଚ ତଥା ଗୁରୁତ୍ୱପୂର୍ଣ୍ଣ ପଦବି । ସରପଞ୍ଚଙ୍କୁ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡ଼େ ।…

IND vs NZ: ଟିମ୍ ଇଣ୍ଡିଆରୁ ବାହାରିଲେ ରିଷଭ ପନ୍ତ, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ: ଭଦୋଦରାରେ ଖେଳାଯିବାକୁ ଥିବା ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ମ୍ୟାଚ୍ ପୂର୍ବରୁ ଟିମ୍ ଇଣ୍ଡିଆରୁ ବାହାରିଯାଇଛନ୍ତି ରିଷଭ ପନ୍ତ। ତାଙ୍କ ସ୍ଥାନ ନେବେ ଧ୍ରୁବ ଜୁରେଲ। ଆହତ ରିଷଭ ପନ୍ତଙ୍କ ସ୍ଥାନରେ ଜୁରେଲଙ୍କୁ ଭାରତୀୟ ଦଳରେ ସାମିଲ କରାଯାଇଛି। ଶନିବାର ଥ୍ରୋ-ଡାଉନ୍ ଅଭ୍ୟାସ…

First Jyotirlinga’s Unique Grandeur: ସୋମନାଥ ଜ୍ୟୋତିର୍ଲିଙ୍ଗର ଜଲାଭିଷେକ କଲେ ପ୍ରଧାନମନ୍ତ୍ରୀ ମୋଦି,…

ଗାନ୍ଧୀନଗର: ସୌରାଷ୍ଟ୍ର ଉପକୂଳରେ ଅବସ୍ଥିତ ପ୍ରଥମ ଜ୍ୟୋତିର୍ଲିଙ୍ଗ ପ୍ରଭୁ ସୋମନାଥଙ୍କ ପ୍ରାଙ୍ଗଣରେ ଭକ୍ତି ଏବଂ ଶ୍ରଦ୍ଧାର ଏକ ଲହରୀ ଖେଳିଯାଇଛି। ସୋମନାଥ ସ୍ୱାଭିମାନ ପର୍ବ ଅବସରରେ, ପ୍ରଧାନମନ୍ତ୍ରୀ ମୋଦି ସୋମନାଥ ଜ୍ୟୋତିର୍ଲିଙ୍ଗର ଜଳାଭିଷେକ କରିଛନ୍ତି ଏବଂ ବୈଦିକ ମନ୍ତ୍ର ସହିତ ବିଶେଷ…

Water Tanks and Sprinklers in Sleeper Coach: ଯାତ୍ରୀ ସୁରକ୍ଷା ପାଇଁ କଡ଼ା ନିର୍ଦ୍ଦେଶ ଦେଲେ ମନ୍ତ୍ରୀ, ସ୍ଲିପର…

ଭୁବନେଶ୍ୱର: ସ୍ଲିପର୍ ବସ୍ ମାନଙ୍କରେ ଯାତ୍ରୀ ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ ଏକ ପଦକ୍ଷେପ ସ୍ୱରୂପ, ଓଡ଼ିଶା ସରକାର ସମସ୍ତ ସ୍ଲିପର କୋଚ୍ ବସ୍‌ରେ ପାଣି ଟାଙ୍କି ଏବଂ ସ୍ପ୍ରିଙ୍କଲର ବ୍ୟବହାର କରିବାକୁ ବାଧ୍ୟତାମୂଳକ କରିଛନ୍ତି। ଏନେଇ ରାଜ୍ୟ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ତାଙ୍କ…

Puri Temple: ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ; ପୁଣି ଆନନ୍ଦ ବଜାର ଫଟୋ ଭାଇରାଲ…

ପୁରୀ: ପୁଣି ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ । ସୋସିଆଲ ମିଡିଆରେ ଭାଇରାଲ ହେଲା ଶ୍ରୀମନ୍ଦିର ଭିତର ଫଟୋ । ଶ୍ରୀମନ୍ଦିର ଆନନ୍ଦ ବଜାର ଭାଇରାଲ ହୋଇଛି । ମୋହିତ ନାମକ ଜଣେ ବ୍ୟକ୍ତି ନିଜ ଇନଷ୍ଟାଗ୍ରାମ୍ ଆଇଡିରେ ଶ୍ରୀମନ୍ଦିର ଆନନ୍ଦ ବଜାର ଫଟୋ ଅପଲୋଡ଼ କରି ପ୍ରଘଟ କରିଥିବା…

Viral Anchor Yesha Sagar: ଭାଇରାଲ୍ ଆଙ୍କର ୟେଶା ସାଗର କିଏ?, WPL 2026ରେ ଖେଳାଇଲେ ନିଜର ସୁନ୍ଦରତାର…

ନୂଆଦିଲ୍ଲୀ: ଜାନୁଆରୀ ୯ ତାରିଖରେ, ମହିଳା ପ୍ରିମିୟର ଲିଗ୍ ୨୦୨୬ ସମୟରେ, ୟେଶା ସାଗର ନାମକ ଜଣେ ସୁନ୍ଦର ଏବଂ ଆତ୍ମବିଶ୍ୱାସୀ ଆଙ୍କର ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ତାଙ୍କର ଆଙ୍କରିଂ, ଶୈଳୀ ଏବଂ ସ୍କ୍ରିନ୍ ଉପସ୍ଥିତି ଏତେ ଶକ୍ତିଶାଳୀ ଥିଲା ଯେ ସେ ଶୀଘ୍ର ସୋସିଆଲ ମିଡିଆରେ ଭାଇରାଲ…