Latest Odisha News

BREAKING NEWS

Yearly Archives

2026

Winter Update: ରାଜ୍ୟର ଅଧିକାଂଶ ସ୍ଥାନରେ ପାରଦ ଉପର ମୁହାଁ; ହାଡ଼ଭଙ୍ଗା ଶୀତରୁ ସାମାନ୍ୟ ଆଶ୍ବସ୍ତି

ଭୁବନେଶ୍ବର: ରାଜ୍ୟରେ ବଢ଼ିଲା ପାରଦ, ହାଡ଼ଭଙ୍ଗା ଶୀତରେ ଲାଗିଲା ବ୍ରେକ୍ । ଫଳରେ ଅସହ୍ୟ ଥଣ୍ଡା ଦାଉରୁ ରକ୍ଷା ପାଇଛନ୍ତି ରାଜ୍ୟବାସୀ । ଅଧିକାଂଶ ସ୍ଥାନରେ ୫ରୁ ୭ ଡିଗ୍ରୀ ଯାଏଁ ପାରଦ ବଢିଛି । ମେଘାଚ୍ଛନ୍ନ ଆକାଶ ପ୍ରଭାବରେ ରାତି ତାପମାତ୍ରା ବଢିଥିବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ…

Kasuri confesses LeT-Army Ties: ପୁଣି ପାକିସ୍ତାନ ସେନାଙ୍କ ପୋଲ ଖୋଲିଲା ଆଉ ଜଣେ ଆତଙ୍କୀ, ଅପରେସନ ସିନ୍ଦୂର ନେଇ…

ନୂଆଦିଲ୍ଲୀ: ସୁଧୁରୁନି ପାକିସ୍ତାନ। କାର୍ଯ୍ୟକଳାପରୁ ଆସୁନି ବାଦ୍। ବିଶ୍ଵ ଆଗରେ ଆତଙ୍କୀ କାର୍ଯ୍ୟକଳାପକୁ ବିରୋଧ କରୁଥିବା ପାକିସ୍ତାନ, ପଛରେ କିନ୍ତୁ ଆତଙ୍କବାଦୀ ସହ ହାତ ମିଳାଇ ତାର ମନ୍ଦ କାର୍ଯ୍ୟକଳାପ ଜାରି ରଖିଛି। ପାକିସ୍ତାନୀ ସେନା ଏବଂ ଆତଙ୍କବାଦୀ ସଂଗଠନ ମଧ୍ୟରେ ସମ୍ପର୍କ ଥିବା…

PM Modi at Somnath Jyotirlinga: ହର ହର ମହାଦେବଙ୍କ ମନ୍ତ୍ର, ଓମ୍ ମନ୍ତ୍ର, ମହା ଡ୍ରୋନ୍ ଶୋ…, ୨ ମିନିଟର…

ଗାନ୍ଧୀନଗର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଦିନ ତିନି ଦିନିଆ ଗୁଜରାଟ ଗସ୍ତରେ ସୋମନାଥରେ ପହଞ୍ଚିଥିଲେ। ଏହି ଗସ୍ତ ସମୟରେ ସେ ସୋମନାଥ ସ୍ୱାଭିମାନ ପର୍ବ (ସୋନମନାଥ ସ୍ୱାଭିମାନ ମହୋତ୍ସବ) ଉତ୍ସବରେ ଅଂଶଗ୍ରହଣ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦି କହିଥିଲେ ଯେ ସୋମନାଥ ଅନନ୍ତ…

Op Hawkeye: ସିରିଆରେ ଆଇଏସଆଇଏସ ଉପରେ ଆମେରିକାର ବଡ଼ ଆକ୍ରମଣ, ଅନେକ ସ୍ଥାନରେ ଏୟାର ଷ୍ଟ୍ରାଇକ୍

ଓ୍ବାଶିଂଟନ୍: ଆମେରିକାର କେନ୍ଦ୍ରୀୟ କମାଣ୍ଡ (CENTCOM) ବାହିନୀ, ସହଯୋଗୀ ବାହିନୀ ସହିତ ମିଶି, ଅପରେସନ୍ ହକଆଇଷ୍ଟ୍ରାଇକ୍‌ର ଅଂଶ ଭାବରେ ସିରିଆରେ ବହୁ ISIS ଲକ୍ଷ୍ୟସ୍ଥଳ ବିରୁଦ୍ଧରେ ବଡ଼ ଧରଣର ଆକ୍ରମଣ କରିଛି । CENTCOM ଏକ୍ସ ରେ ଏକ ପୋଷ୍ଟରେ କହିଛି ଯେ ଆକ୍ରମଣଗୁଡ଼ିକ ଆମେରିକା ସମୟ…

ଆମେରିକାର ମିସିସିପିରେ ଆଖିବୁଜା ଗୁଳି ମାଡ, ୬ ମୃତ, ଜଣେ ଅଟକ

ଓ୍ବାଶିଂଟନ୍: ଆମେରିକାର ମିସିସିପିରେ ତିନୋଟି ପୃଥକ ପୃଥକ ସ୍ଥାନରେ ଗୁଳିକାଣ୍ଡ ହୋଇଛି । ଏଥିରେ ୬ ଜଣଙ୍କର ମୃତ୍ୟୁ ହୋଇଛି । ଏହି ଘଟଣା ସହିତ ଜଡିତ ଜଣେ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ପୋଲିସ ଅଟକ ରଖିଛି । ଏହି ଘଟଣା ମିସିସିପି ସହରରେ ଆତଙ୍କ ସୃଷ୍ଟି କରିଛି । ସ୍ଥାନୀୟ ପୋଲିସର ସୂଚନା…

ସବୁବେଳେ ଆପଣଙ୍କର ପାଦ ଫୁଲା ରହୁଛିକି.. ସାବଧାନ! ଏହା ହୃଦରୋଗର ଲକ୍ଷଣ

ନୂଆଦିଲ୍ଲୀ: ଶୀତ ୠତୁ ଚାଲିଛି ଏବଂ ଏହି ସମୟରେ ହୃଦରୋଗର ଆଶଙ୍କା ବୃଦ୍ଧି ପାଏ। ଶୀତ ଋତୁରେ ହୃଦଘାତର ମାମଲା ବିଶେଷ ଭାବରେ ଅଧିକ ଥାଏ। ହୃଦଘାତର ଏକ ସାଧାରଣ ଲକ୍ଷଣ ହେଉଛି ଛାତିରେ ଯନ୍ତ୍ରଣା। କିନ୍ତୁ ଆପଣ କ’ଣ ଜାଣନ୍ତି କି ଗୋଡର ଶିରାଗୁଡ଼ିକ ମଧ୍ୟ ହୃଦୟ ସହିତ ଜଡିତ? ଯଦି ଗୋଡର…

Public Grievances: ଜାନୁଆରୀ ୧୨ରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି

ଭୁବନେଶ୍ବର: ଜାନୁଆରୀ ୧୨ ତାରିଖ ତଥା ସୋମବାର ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ l ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ଥିବାରୁ ଆସନ୍ତାକାଲି ଜନ ଅଭିଯୋଗ ଶୁଣାଣି ହେବନି l ପରବର୍ତ୍ତୀ ଅଭିଯୋଗ ଶୁଣାଣିର ତାରିଖ ଜନସାଧାରଣଙ୍କୁ ସମ୍ବାଦପତ୍ର ତଥା ଅନ୍ୟ ଗଣ…

Mufti Noor Ahmad Noor: ନୂଆଦିଲ୍ଲୀରେ ଆଫଗାନ ଦୂତାବାସର ଦାୟିତ୍ୱ ନେବେ ତାଲିବାନ ରାଜଦୂତ

ନୂଆଦିଲ୍ଲୀ:ଆଫଗାନିସ୍ତାନ ନୂର ଅହମଦ ନୂରଙ୍କୁ (Senior Taliban member Mufti Noor Ahmad Noor)ନୂଆଦିଲ୍ଲୀସ୍ଥିତ ନିଜ ଦୂତାବାସରେ ନୂଆ ରାଜଦୂତ ନିଯୁକ୍ତ କରିଛି । ୨୦୨୧ ମସିହାରେ ଆଫଗାନିସ୍ତାନରେ ତାଲିବାନ ନିୟନ୍ତ୍ରଣ କରିବା ପରେ ଭାରତରେ କରାଯାଇଥିବା ଏହା ପ୍ରଥମ କୂଟନୈତିକ…

ମଧ୍ୟାହ୍ନ ଭୋଜନ ଚାଉଳ ବିକ୍ରି ବେଳେ ଧରାପଡ଼ିଲେ ସ୍କୁଲ ପିଅନ;ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ

କଟକ: ବାଙ୍କୀ ବ୍ଲକ ଅନ୍ତର୍ଗତ ଅନୁଆରୀ ପଞ୍ଚାୟତର ମଇଜରୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ପିଲାଙ୍କ ପାଇଁ ଉଦ୍ଦିଷ୍ଟ ମଧ୍ୟାହ୍ନ ଭୋଜନ ଚାଉଳକୁ ଚୋରାରେ ବିକ୍ରି କରୁଥିଲେ ବିଦ୍ୟାଳୟର ପିଅନ । ଏହି ସମୟର ଗ୍ରାମବାସୀଙ୍କ ହାତରେ ସେ ଧରାପଡିଛନ୍ତି । ଫଳରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ…

କେଳୁଚରଣ କୀର୍ତ୍ତି ଶତକମ୍ ଉଦ୍‌ଯାପିତ; ଫଟୋଚିତ୍ର ପ୍ରଦର୍ଶନୀରେ ଛାତ୍ରଛାତ୍ରୀ ଏବଂ ଓଡ଼ିଶୀ ଗବେଷକଙ୍କ ଭିଡ଼

ଭୁବନେଶ୍ୱର:ଓଡ଼ିଶୀ ନୃତ୍ୟଗୁରୁ ପଦ୍ମ ବିଭୂଷଣ କେଳୁଚରଣ ମହାପାତ୍ରଙ୍କ ଜନ୍ମ ଶତବାର୍ଷିକୀ ପାଳନ ଅବସରରେ ଆୟୋଜିତ ହେଉଥିବା କାର୍ଯ୍ୟକ୍ରମ "କେଳୁ ଚରଣ କୀର୍ତ୍ତି ଶତକମ୍"ର ଉଦ୍‌ଯାପନୀ ସମାରୋହ ଆଜି ରବୀନ୍ଦ୍ର ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ,…