ପାରା ଏସିଆନ୍ ଗେମ୍ସ: ଓଡ଼ିଆ ପୁଅ ପ୍ରମୋଦ ଭଗତଙ୍କୁ ରୌପ୍ୟ ପଦକ
ଭୁବନେଶ୍ୱର: ଓଡ଼ିଶାର ଷ୍ଟାର୍ ପାରା ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦ ଭଗତ ଆଇଚି-ନାଗୋୟା ଠାରେ ଅନୁଷ୍ଠିତ ହେଉଥିବା ୫ମ ଏସୀୟ ପାରା କ୍ରୀଡ଼ା (Asian Para Games 2026)ର ପୁରୁଷ ଏକକ SL3 ବର୍ଗରେ ରୌପ୍ୟ ପଦକ (Silver Medal) ଜିତିଛନ୍ତି। ଚଳିତ ପାରା ଏସିଆନ ଗେମ୍ସରେ ଦ୍ବିତୀୟ ପଦକ ଜିତିଲେ…