କୋଚ ଜନ ଜେଲେଞ୍ଜିଙ୍କ ସହ ସମ୍ପର୍କ ଚ୍ଛିନ୍ନ କଲେ ନୀରଜ ଚୋପ୍ରା
ନୂଆଦିଲ୍ଲୀ: ଭାରତର ଷ୍ଟାର ଜାଭେଲିନ ଥ୍ରୋୟର ତଥା ଅଲିମ୍ପିକ୍ସ ସ୍ୱର୍ଣ୍ଣ ପଦକ ବିଜେତା ଆଥଲେଟ ନୀରଜ ଚୋପ୍ରା ଏବେ ପୂନର୍ବାର କୋଚ ବଦଳାଇଛନ୍ତି । ସେ ଏବେ ଜାଭେଲିନର ମହାନ ଖେଳାଳି ଜନ ଜେଲେଞ୍ଜିଙ୍କ ନିକଟରୁ ପ୍ରଶିକ୍ଷଣ ନେଉଥିଲେ । ସେ ପୂର୍ବତନ ବିଶ୍ୱରେକର୍ଡଧାରୀ ଓ ଅଲିମ୍ପିକ ଚାମ୍ପିୟନ…