Latest Odisha News

BREAKING NEWS

Yearly Archives

2026

ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି, ଆସନ୍ତାକାଲି ଲଘୁଚାପ ସମ୍ଭାବନା

ଭୁବନେଶ୍ୱର: ପୁଣି ଡରାଉଛି ବାତ୍ୟା ଭୟ। ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି ଏବଂ ଆସନ୍ତା ୨୩ ତାରିଖ ବେଳକୁ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଦକ୍ଷିଣପୂର୍ବ ଓ ପାର୍ଶ୍ୱବର୍ତ୍ତୀ ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ଏହି…

Har Gali Jantar Mantar: ଶୁକ୍ରବାର ଶୋଭାଯାତ୍ରା, ଲୋଡାଯାଇନି ପୋଲିସ ଅନୁମତି

ନୂଆଦିଲ୍ଲୀ: ଶୁକ୍ରବାର ଦିଲ୍ଲୀର ସବୁ ଗଳି ହେବ ଜନ୍ତର ମନ୍ତର । ସବୁଠୁ ଶୁଭିବ ସିଇସି ବିରୋଧୀ ସ୍ୱର । ପିପୁଲ୍ସ ଏଗନେଷ୍ଟ ଏସଆଇଆର ମଂଚ ସବୁ ଗଳି, ସବୁ ଗାଁ, ମୋ ଘର ଜନ୍ତର ମନ୍ତର ବୋଲି ନାରା ଦେବାକୁ ଯାଉଛି । ନୋ ଏସଆଇଆର ଅଭିଯାନ କରିବ ମଂଚ । ରାଜଧାନୀର ଏହି ପଦଯାତ୍ରା କନଟ୍ ପ୍ଲେସର…

ହଂସୁଆ ନଦୀରେ ଚାପ ଖେଳି ଧରାପୃଷ୍ଠରୁ ମେଲାଣି ନେବେ ମାଆ;ଦୀର୍ଘ ୨୦୦ ବର୍ଷରୁ ଅମଳରୁ…

କେନ୍ଦ୍ରାପଡ଼ା:ରାଜନଗରରେ ଗୁରୁବାର ଦିନ ହଂସୁଆ ନଦୀରେ ଚାପ ଖେଳି ଧରାପୃଷ୍ଠରୁ ମେଲାଣି ନେବେ ମାଆ । ପରମ୍ପରା ଅନୁଯାୟୀ ଗୋପାଳ ସଂପ୍ରଦାୟର ଲୋକେ ମାଙ୍କୁ କାନ୍ଧରେ କାନ୍ଧେଇ ରାଜନଗର ବଜାର ପରିକ୍ରମା କରି ହଂସୁଆ ନଦୀ କୂଳରେ ପହଁଚାଇବେ । ହଂସୁଆ ନଦୀରେ ଥିବା ସୁସଜ୍ଜିତ ନୌକାରେ ମା’ ବସି ସାତ…

ସଡ଼କ ଦୁର୍ଘଟଣାରେ ଓଡ଼ିଶାର ୨ ଆଥଲେଟଙ୍କ ମୃତ୍ୟୁ, ମୁଖ୍ୟମନ୍ତ୍ରୀ ଓ କ୍ରୀଡ଼ା ମନ୍ତ୍ରୀଙ୍କ ଶୋକ ପ୍ରକାଶ…

ଭୁବନେଶ୍ୱର: ଗତକାଲି ରାତିରେ କଟକ-ଭୁବନେଶ୍ୱର ଜାତୀୟ ରାଜପଥର ଫୁଲନଖରା ନିକଟରେ ଏକ ସଡ଼କ ଦୁର୍ଘଟଣାରେ ଓଡ଼ିଶାର ଦୁଇ ଯୁବ କ୍ରୀଡ଼ାବିତ୍ ମୃତ୍ୟମ୍ ଜୟରାମ ଡୋଣ୍ଡାପାଟି ଏବଂ ମଳୟ ବାରିକଙ୍କ ମୃତ୍ୟୁ ହୋଇଛି। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଗଭୀର ଶୋକ ପ୍ରକାଶ କରିଛନ୍ତି। "ଏକ…

Russia-Ukraine War:ୟୁକ୍ରେନର ୨୫% ଅଂଶ ରୁଷକୁ ଦେବାକୁ ପ୍ରସ୍ତୁତ ଜେଲେନସ୍କି!

ନୂଆଦିଲ୍ଲୀ:ଏକ ସାକ୍ଷାତକାରରେ ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି ଯେ ସେ ଋଷ-ୟୁକ୍ରେନ ଯୁଦ୍ଧର ଅନ୍ତ ଘଟାଇବାକୁ ଚାହାଁନ୍ତି ଏବଂ ବର୍ତ୍ତମାନର ଯୁଦ୍ଧ ସୀମାରେଖାକୁ ବଜାୟ ରଖିବାକୁ ପ୍ରସ୍ତୁତ ଅଛନ୍ତି। ଏହାର ଅର୍ଥ ହେଉଛି, ଋଷ ଦ୍ୱାରା ପୂର୍ବରୁ ଦଖଲ କରାଯାଇଥିବା…

Modi Cabinet Reshuffle: ମୋଦୀ କ୍ୟାବିନେଟ୍‌ରେ ବଡ଼ ଅଦଳବଦଳ ଚର୍ଚ୍ଚା! ଅକ୍ଟୋବର ୨୭ରେ ସବୁ ମନ୍ତ୍ରଣାଳୟର ‘ରିପୋର୍ଟ…

ନୂଆଦିଲ୍ଲୀ: କେନ୍ଦ୍ରରେ ମୋଦୀ ସରକାରଙ୍କ ମନ୍ତ୍ରିମଣ୍ଡଳରେ ହୋଇପାରେ ବଡ଼ ଅଦଳବଦଳ! ମନ୍ତ୍ରୀମାନଙ୍କ କାର୍ଯ୍ୟଦକ୍ଷତାର ସମୀକ୍ଷା ସହ ବିଭିନ୍ନ ମନ୍ତ୍ରଣାଳୟର କାମକୁ ନେଇ ଚାଲିଛି ପ୍ରସ୍ତୁତି। ଏଥିପାଇଁ ଆସନ୍ତା ଅକ୍ଟୋବର ୨୭ ତାରିଖରେ କ୍ୟାବିନେଟ୍‌ ସଚିବ ସମସ୍ତ ମନ୍ତ୍ରଣାଳୟର ସଚିବଙ୍କ ସହ ଏକ…

ଲେବାନନ୍‌ରେ ଯୁଦ୍ଧ: କିପରି ଅଟିଜମ୍ ଏବଂ ADHD ଥିବା ଯୁବବର୍ଗଙ୍କ ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇଛି

ଲେବାନନ୍‌ : ଯୁଦ୍ଧର ଭୟଭୟତା ମଧ୍ୟରେ ଲେବାନନ୍ ରେ ଅଟିଜମ୍ ଏବଂ ଏଡିଏଚଡି ପୀଡ଼ିତ ଯୁବକମାନଙ୍କ ଜୀବନ, ମାନସିକ ସ୍ୱାସ୍ଥ୍ୟ ଉପରେ ବଡ଼ ଧରଣର ପ୍ରଭାବ ପଡ଼ିଛି । ଏକ ବିଶେଷ ରିପୋର୍ଟ ଅନୁଯାୟୀ, ଲେବାନନ୍‌ରେ ଚାଲିଥିବା ଭୟାବହ ଯୁଦ୍ଧ ଏବଂ ସଂଘର୍ଷ ସାଧାରଣ ନାଗରିକଙ୍କ ସମେତ ଅଟିଜମ୍ ଏବଂ…

Kalinga Studio: ଖୋଲିଲା କଳିଙ୍ଗ ଷ୍ଟୁଡିଓ, ମାତ୍ର ୨୦ ଟଙ୍କାରେ ଏଣ୍ଟ୍ରି! ସ୍ନୋ-ପାର୍କ, 3D ମୁଭି ଓ ଭୂତ ବଙ୍ଗଳା…

ଭୁବନେଶ୍ୱର: ଦୀର୍ଘ ଦିନର ପ୍ରତୀକ୍ଷାର ହେଲା ଅନ୍ତ। ପୁଣି ଚଳଚଞ୍ଚଳ ହୋଇଉଠିଛି ଓଡ଼ିଆ ସିନେମା ଜଗତର ଅନ୍ୟତମ ପ୍ରମୁଖ ସ୍ଥାନ କଳିଙ୍ଗ ଷ୍ଟୁଡିଓ। ନବୀକରଣ ପରେ ଗତ ଅକ୍ଟୋବର ୨୦ ତାରିଖ, ମଙ୍ଗଳବାରଠାରୁ ସାଧାରଣ ଦର୍ଶକଙ୍କ ପାଇଁ ଖୋଲିଛି ଷ୍ଟୁଡିଓର ଦ୍ୱାର। ଏଠାରେ ବୁଲିବା ସହ ସ୍ନୋ-ପାର୍କ, 3D…

Vigilance Raid:ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ;ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୭ସ୍ଥାନରେ…

ଯାଜପୁର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଯାଜପୁର ଜିଲ୍ଲା ବଡ଼ଚଣା ଆର ଆଣ୍ଡ ବି (R&B) ସବ୍-ଡିଭିଜନର ସହକାରୀ ନିର୍ବାହୀ ଯନ୍ତ୍ରୀ (AEE) ତପନ ସେଠୀଙ୍କ ଘରେ ଚଢ଼ାଉ। ୭ଟି ଭିନ୍ନ ଭିନ୍ନ ଠିକଣାରେ ଭିଜିଲାନ୍ସ ପକ୍ଷରୁ ଏକକାଳୀନ ଚଢ଼ାଉ ଜାରି ରହିଛି। ଆଜି କଟକ ସ୍ପେଶାଲ…

ଫ୍ରାନ୍ସରେ ହିଂସାତ୍ମକ ଆନ୍ଦୋଳନ: ଭାରତୀୟ ଦୂତାବାସର ପରାମର୍ଶ – “ସତର୍କ ରୁହନ୍ତୁ “

ପ୍ୟାରିସ୍: ଫ୍ରାନ୍ସରେ ଦିନକୁ ଦିନ ବୃଦ୍ଧି ପାଉଥିବା ହିଂସାତ୍ମକ ବିକ୍ଷୋଭ, ଗଣ-ଆନ୍ଦୋଳନ ଏବଂ କେତେକ ସହରରେ ଜାରି କରାଯାଇଥିବା ସ୍ଥାନୀୟ କର୍ଫ୍ୟୁକୁ ଦୃଷ୍ଟିରେ ରଖି ଭାରତୀୟ ଦୂତାବାସ ସେଠାରେ ରହୁଥିବା ଏବଂ ଗସ୍ତରେ ଯାଉଥିବା ଭାରତୀୟ ନାଗରିକଙ୍କ ପାଇଁ ଏକ ଜରୁରୀ ପରାମର୍ଶ ଜାରି କରିଛି।…