ଭୁବନେଶ୍ୱର: ଓଡିଶାରୁ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୨୮୨ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ଯାହାକୁ ମିଶାଇ ସୁସ୍ଥତା ୩ ଲକ୍ଷ ୨7 ହଜାର ୨୯୦ରେ ପହଞ୍ଚିଛି।
ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି। ଜାଣନ୍ତୁ, କେଉଁ ଜିଲ୍ଲାରୁ କେତେ ଆରୋଗ୍ୟ ଲାଭ କରିଛନ୍ତି।
Another 282 Covid patients have recovered and are being discharged on 07.01.2021
40 from Bolangir
34 from Sundargarh
26 from Mayurbhanj
22 from Nuapada
18 from Bargarh
16 from Anugul
16 from Baleswar
16 from Sambalpur
14 from Jajapur
14 from Keonjhar
12 from Khordha— H & FW Dept Odisha (@HFWOdisha) January 7, 2021
ଅଧିକ ପଢନ୍ତୁ- କାଲି ଦିନ ୧୦ଟାରୁ ଆରମ୍ଭ ହେବ କୋଭିଡ ଟିକାକରଣ ଡ୍ରାଏ ରନ୍
8 from Kalahandi
7 from Cuttack
6 from Kendrapara
6 from Nayagarh
5 from Boudh
5 from Deogarh
5 from Dhenkanal
5 from Jharsuguda
1 from Ganjam
1 from Jagatsinghpur
1 from Nabarangpur
1 from Rayagada
3 from State PoolThe total recovered cases of Odisha now stand at 327290
— H & FW Dept Odisha (@HFWOdisha) January 7, 2021
Comments are closed.